ଭୂତକୁ ଭଲ ପାଇ ବାହା ହୋଇଥିଲେ ମହିଳା , ତାପରେ ଘଟିଲା ଏମିତି

ଆପଣ କେବେ ଏପରି କଥା ଶୁଣିଛନ୍ତି କି , କେହି ଜଣେ ଭୂତକୁ ଭଲ ପାଇବ ଆଉ ତାଙ୍କୁ ବିବାହ କରିବ । ହଁ ଆଜ୍ଞା କଥାଟି ପୁରାପୁରି ସତ । ଏ କଥା ଆପଣ ବିଶ୍ୱାସ କରୁ ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରକୃତ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ବିଶ୍ୱାସ କରିବେ । ଜଣେ ମହିଳା ନିଜ ସହିତ ଘଟିଥିବା ଏପରି କିଛି କାହାଣୀ ବିଷୟରେ ଉଲ୍ଲେଖ କରିଛନ୍ତି , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ପ୍ରକୃତରେ ମହିଳା ଜଣକ ଏପରି ଜିନିଷର ସାମ୍ନା କରିଛନ୍ତି , ଯାହା ସମସ୍ତଙ୍କୁ ଭ-ୟଭୀ-ତ କରିଦେବ ।

ତେବେ ଜଣେ ଗାୟିକାଙ୍କ ସହିତ ଘଟିଛି ଏପରି କିଛି ଘ-ଟଣା। ତାଙ୍କ କହିବା ଅନୁସାରେ , ନିଜ ପ୍ରଥମ ଦେଖାରେ ସେ ଜଣେ ସେନାଙ୍କ ଭୂତକୁ ଭଲ ପାଇ ବସିଥିଲେ ଆଉ ସ-ମ୍ପର୍କ ଆଗକୁ ବଢାଇ ଥିଲେ । ଏପରିକି ତାଙ୍କୁ ବିବାହ ମଧ୍ୟ କରିଥିଲେ । ଆଉ ଭଲ ନ ଲାଗିବା ପରେ ତାଙ୍କ ଠାରୁ ଛା-ଡପ-ତ୍ର ମଧ୍ୟ ନେଇଥିଲେ । କିନ୍ତୁ ତାପରେ ମଧ୍ୟ ତାଙ୍କ ସହିତ ଏହା ହୋଇଥିଲା , ଯାହାକୁ କେହି ବିଶ୍ୱାସ କରିବେ ନାହିଁ । ନିଜ ଜୀବନର ସବୁଠାରୁ କଷ୍ଟର ମୁହୂର୍ତ୍ତ ବିଷୟରେ ମହିଳା ଜଣକ ବର୍ଣ୍ଣନା କରିଛନ୍ତି । ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ।

ସୂଚନା ଅନୁସାରେ ଦୁଇ ବର୍ଷ ତଳେ ଅର୍ଥାତ ୨୦୨୧ ମସିହାରେ ବ୍ରୋକାର ନାମକ ଜଣେ ଗାୟିକା ନିଜ ଘରେ ଏଡୱାର୍ଡ ନାମକ ଜଣେ ସେନାଙ୍କ ଭୂତ ଦେଖିବାକୁ ପାଇଥିଲେ । ମହିଳା ଜଣକ ଭୂତର ବ୍ୟକ୍ତିତ୍ଵ ଦେଖି ତାଙ୍କୁ ଭଲ ପାଇ ବସିଥିଲେ । ଧିରେ ଧିରେ ଦୁହିଁଙ୍କ ସମ୍ପର୍କ ମଧ୍ୟ ଆଗକୁ ବଢିଥିଲା । କିନ୍ତୁ ଏମିତି ହେବ ବୋଲି ସେ ଆଶା କରି ନଥିଲେ । ବିବାହ କରି ସାରିବା ପରେ ଭୂତ ଜଣକ ନିଜର ପ୍ରକୃତ ଚେହେରା ଦେଖାଇବା ଆରମ୍ଭ କରିଥିଲା । ଅର୍ଥାତ୍ ସେ ମହିଳା ଜଣକ ସହିତ ଜୋର ଜବ-ରଦସ୍ତି କରି ଶାରୀ-ରିକ ସମ୍ପର୍କ ରଖୁଥିଲା ।

ଯାହାକୁ ମହିଳା ଜଣକ ବର-ଦାସ୍ତ କରି ପାରୁ ନଥିଲେ । ଆଉ ଏଥିପାଇଁ ସେ ବାଧ୍ୟ ହୋଇ ସେହି ଭୂତ ଠାରୁ ଛା-ଡ଼ପ-ତ୍ର ନେଇ ଯାଇଥିଲେ । କିନ୍ତୁ ଏହା ପରେ ମଧ୍ୟ ଭୂତ ଜଣକ ମହିଳାଙ୍କ ପଛ ଛାଡି ନଥିଲା । ମହିଳା ଜଣକ ଅନ୍ୟ ପୁରୁଷ ମାନଙ୍କ ସହିତ ଡେଟ୍ ରେ ଗଲେ କିମ୍ବା ଅନ୍ୟ ମାନଙ୍କ ଆଡ଼କୁ ଆକର୍ଷିତ ହେଲେ ଭୂତ ସେଠାରେ ପହଞ୍ଚି ଯାଉଥିଲା । ଆଉ ତାଙ୍କୁ ବାଧା ଦେଉଥିଲା । ଏପରିକି ମହିଳା ଜଣକ ପ୍ୟାରିସ ଯାଇଥିଲେ , ସେଠାରେ ମଧ୍ୟ ଭୂତ ଯାଇ ପହଞ୍ଚି ଅନ୍ୟ ରୂପ ଧାରଣ କରିଥିଲା । ତେବେ ମହିଳା ଜଣକ କହିଛନ୍ତି , ଭୂତ ଦେଖିବାକୁ ଯେତେ ସୁନ୍ଦର ହେଲେ ମଧ୍ୟ ତାର କାର୍ଯ୍ୟ ଅନେକ କ-ଷ୍ଟ ଦେଇଥାଏ ।

Leave a Reply

Your email address will not be published. Required fields are marked *