ମହାଦେବ ହଟେକେଶ୍ୱରଙ୍କ ମହିମା, ମାନସିକ ରଖି ବୁଡ଼ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ

ସନ୍ତାନ ଏପରି ଏକ ଅବଦାନ , ଯାହାକୁ ପାଇବା ପାଇଁ ମହିଳା ମାନେ ଅନାଇ ବସିଥାନ୍ତି । ଯାହାକୁ ପାଇବା ପରେ ମହିଳା ମାନେ ଖୁସିରେ ପାଗଳ ହୋଇ ଯାଇଥାନ୍ତି । କୁହାଯାଏ ମାଆଟିଏ ହେବା ଝିଅ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ ଆଉ ମାଆ ହେବା ପରେ ତାର ଜୀବନ ସାର୍ଥକ ହୋଇଯାଏ । ଗୋଟିଏ ଝିଅର ଜୀବନ ମାଆ ହେବା ବିନା ଅଧୁରା ରହିଥାଏ ଆଉ ମାଆ ହେବା ପରେ ତାର ପାଦ ତଳେ ଲାଗି ନଥାଏ । ସନ୍ତାନଟିଏ ମାଆର ଆଖିରେ ତାରା ହୋଇଥାଏ । ତାକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ମାଆ ପାଗଳ ଭଳି ହୋଇ ଯାଇଥାଏ ଆଉ ସାଙ୍ଗେ ସାଙ୍ଗେ ତା ଆଖିରୁ ଲୁ-ହ ଝରି ଆସିଥାଏ । ସେଥିପାଇଁ ତ କୁହାଯାଏ ନା ମାଆ , ମାଆ ହୋଇଥାଏ । ତା ଭଳି ଆଉ କେହି ହୋଇପାରିବେ ନାହିଁ ।

କୁହାଯାଏ ମାଆର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ଗୋଟିଏ ମାଆ କେବଳ ତାର ସନ୍ତାନକୁ ବୁଝିବା ପାଇଁ କ୍ଷମତା ରଖିଥାଏ ଆଉ କେହି ନୁହେଁ । ଗୋଟିଏ ମାଆ ଭଳି ଆଉ ଯିଏ ଯେତେ ଅଭିନୟ କଲେ ମଧ୍ୟ କେବେ ମାଆଟିଏ ହୋଇ ପାରେ ନାହିଁ । ତେବେ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି କି , ଗୋଟିଏ ପିଲାର ଜୀବନରେ ମାଆର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆଉ ଗୋଟିଏ ମାଆର ଜୀବନର ପିଲାର ଭୂମିକା ମଧ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କେତେ ମହତ୍ତ୍ଵ ରଖିଥାଏ ମାଆ ପାଇଁ ପିଲାଟିଏ । ତେବେ ଥରେ ଭାବି ଦେଖନ୍ତୁ ତ , ଯାହାର ପିଲାଟିଏ ନାହିଁ ତାକୁ କିପରି ଅନୁଭବ ହେଉଥିବ । ତାକୁ କେତେ ଯେ କ-ଷ୍ଟ ଲାଗୁ ନଥିବ । ସେ କ-ଷ୍ଟ କେବଳ ସେ ହିଁ ଜାଣି ପାରିବ , ଯିଏ ମାଆ ହୋଇ ନଥିବ । ଅନେକ ମହିଳାଙ୍କ ଅସୁବିଧା ରହିଥାଏ , ଯେଉଁଥି ପାଇଁ ସେମାନେ ମାଆ ହୋଇପାରନ୍ତି ନାହିଁ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ସେମାନେ ଅନେକ ଡାକ୍ତର ପାଖକୁ ଦୌଡ଼ି ଥାଆନ୍ତି । ଆଉ ସେଥି ମଧ୍ୟରୁ କିଛି ମହିଳା ମାନଙ୍କର ସମାଧାନ ହୋଇ ଯାଇଥାଏ କିନ୍ତୁ ଆଉ କିଛି ଜଣଙ୍କର ଯେତେ ଔଷଧ ଖାଇଲେ , ଯେତେ ଚିକିତ୍ସା କଲେ ମଧ୍ୟ ଠିକ୍ ହୋଇ ପାରେ ନାହିଁ । ତେବେ ଶେଷରେ ଏମାନେ ସେହି ଭଗବାନଙ୍କ ପାଖରେ ମାନ-ସିକ ରଖିଥାନ୍ତି ଆଉ କେତେ ଯେ ପୂଜା ପାଠ କରିଥାନ୍ତି ଗୋଟିଏ ସନ୍ତାନ ପ୍ରାପ୍ତି ପାଇଁ । ତେବେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏପରି ଏକ ସ୍ଥାନ ଅଛି । ଆଉ ନାମଟି ତାଙ୍କର ହଟକେଶ୍ୱର ମହାଦେବ । ଖୋର୍ଦ୍ଧାର ଅଟ୍ରି ନିକଟସ୍ଥ ଏହା ଅବସ୍ଥିତ । ଏଠାରେ ମାନସିକ ରଖି ବନ୍ଧ୍ୟା ମହିଳା ମାନଙ୍କୁ ବୁଡ଼ ପକାଇବାକୁ ପଡ଼ିଥାଏ । ଆଉ ସେହି ପାଣି ମଧ୍ୟରୁ ଗୋଟିଏ ଗୁଆ ଖୋଜିବାକୁ ପଡ଼ିଥାଏ । ଏହାପରେ ସେହି ଗୁଆକୁ ଅଟ୍ରି ପାଣିରେ ଧୋଇ ଖାଇବାକୁ ପଡ଼ିଥାଏ।

ଆଉ କାଳ କାଳ ଧରି ବିଶ୍ୱାସ ରହିଛି କି , ଏପରି କରିବା ଦ୍ବାରା ବନ୍ଧ୍ୟା ଦୋ-ଷ ଦୁର ହୋଇଥାଏ ଏବଂ ଗୋଟିଏ ସନ୍ତାନ ନିଶ୍ଚିତ ଭାବରେ ପ୍ରାପ୍ତି ହୋଇଥାଏ । ତେଣୁ ଏହି ବିଶ୍ୱାସ ପାଇଁ କାହିଁ କେଉଁଠାରୁ ମହିଳା ମାନେ ଧାଇଁ ଆସିଥାନ୍ତି । ନିଜ ମାନ-ସିକ ରଖି ସେମାନେ ସେହି ପାଣିରେ ବୁଡ଼ ପକାଇବା ସହିତ ଗୁଆ ସେବନ କରିଥାନ୍ତି । ତେବେ କୁହାଯାଏ ବାବା ହଟକେଶ୍ୱରଙ୍କର ଅପାର ମହିମା ପାଇଁ ବ-ନ୍ଧ୍ୟା ମାନେ ନିଶ୍ଚିତ ଭାବରେ ସନ୍ତାନ ସୁଖ ଲାଭ କରିଥାନ୍ତି । ଏହି ମେଳା କେବଳ ମକର ସମୟରେ ଅନୁଷ୍ଠିତ ହୋଇଥାଏ । ଆଉ ଦୂର ଦୂରାନ୍ତରୁ ଲୋକ ଧାଇଁ ଆସିଥାନ୍ତି । ତେବେ ସମସ୍ତଙ୍କ ବିଶ୍ୱାସ ଅନୁଯାୟୀ , ଥରେ ଏହି ମାନସିକ କଲେ ନିଶ୍ଚିତ ଭାବରେ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ହୋଇଥାଏ ଦୁର

ସନ୍ତାନ ଏପରି ଏକ ଅବଦାନ , ଯାହାକୁ ପାଇବା ପାଇଁ ମହିଳା ମାନେ ଅନାଇ ବସିଥାନ୍ତି । ଯାହାକୁ ପାଇବା ପରେ ମହିଳା ମାନେ ଖୁସିରେ ପାଗଳ ହୋଇ ଯାଇଥାନ୍ତି । କୁହାଯାଏ ମାଆଟିଏ ହେବା ଝିଅ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ ଆଉ ମାଆ ହେବା ପରେ ତାର ଜୀବନ ସାର୍ଥକ ହୋଇଯାଏ । ଗୋଟିଏ ଝିଅର ଜୀବନ ମାଆ ହେବା ବିନା ଅଧୁରା ରହିଥାଏ ଆଉ ମାଆ ହେବା ପରେ ତାର ପାଦ ତଳେ ଲାଗି ନଥାଏ । ସନ୍ତାନଟିଏ ମାଆର ଆଖିରେ ତାରା ହୋଇଥାଏ । ତାକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ମାଆ ପାଗଳ ଭଳି ହୋଇ ଯାଇଥାଏ ଆଉ ସାଙ୍ଗେ ସାଙ୍ଗେ ତା ଆଖିରୁ ଲୁ-ହ ଝରି ଆସିଥାଏ । ସେଥିପାଇଁ ତ କୁହାଯାଏ ନା ମାଆ , ମାଆ ହୋଇଥାଏ । ତା ଭଳି ଆଉ କେହି ହୋଇପାରିବେ ନାହିଁ ।

କୁହାଯାଏ ମାଆର ସ୍ଥାନ ଆଉ କେହି ନେଇ ପାରିବେ ନାହିଁ । ଗୋଟିଏ ମାଆ କେବଳ ତାର ସନ୍ତାନକୁ ବୁଝିବା ପାଇଁ କ୍ଷମତା ରଖିଥାଏ ଆଉ କେହି ନୁହେଁ । ଗୋଟିଏ ମାଆ ଭଳି ଆଉ ଯିଏ ଯେତେ ଅଭିନୟ କଲେ ମଧ୍ୟ କେବେ ମାଆଟିଏ ହୋଇ ପାରେ ନାହିଁ । ତେବେ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି କି , ଗୋଟିଏ ପିଲାର ଜୀବନରେ ମାଆର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆଉ ଗୋଟିଏ ମାଆର ଜୀବନର ପିଲାର ଭୂମିକା ମଧ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କେତେ ମହତ୍ତ୍ଵ ରଖିଥାଏ ମାଆ ପାଇଁ ପିଲାଟିଏ । ତେବେ ଥରେ ଭାବି ଦେଖନ୍ତୁ ତ , ଯାହାର ପିଲାଟିଏ ନାହିଁ ତାକୁ କିପରି ଅନୁଭବ ହେଉଥିବ । ତାକୁ କେତେ ଯେ କଷ୍ଟ ଲାଗୁ ନଥିବ । ସେ କ-ଷ୍ଟ କେବଳ ସେ ହିଁ ଜାଣି ପାରିବ , ଯିଏ ମାଆ ହୋଇ ନଥିବ । ଅନେକ ମହିଳାଙ୍କ ଅସୁବିଧା ରହିଥାଏ , ଯେଉଁଥି ପାଇଁ ସେମାନେ ମାଆ ହୋଇପାରନ୍ତି ନାହିଁ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ସେମାନେ ଅନେକ ଡାକ୍ତର ପାଖକୁ ଦୌଡ଼ି ଥାଆନ୍ତି । ଆଉ ସେଥି ମଧ୍ୟରୁ କିଛି ମହିଳା ମାନଙ୍କର ସମାଧାନ ହୋଇ ଯାଇଥାଏ କିନ୍ତୁ ଆଉ କିଛି ଜଣଙ୍କର ଯେତେ ଔଷଧ ଖାଇଲେ , ଯେତେ ଚିକିତ୍ସା କଲେ ମଧ୍ୟ ଠିକ୍ ହୋଇ ପାରେ ନାହିଁ । ତେବେ ଶେଷରେ ଏମାନେ ସେହି ଭଗବାନଙ୍କ ପାଖରେ ମାନସିକ ରଖିଥାନ୍ତି ଆଉ କେତେ ଯେ ପୂଜା ପାଠ କରିଥାନ୍ତି ଗୋଟିଏ ସନ୍ତାନ ପ୍ରାପ୍ତି ପାଇଁ । ତେବେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏପରି ଏକ ସ୍ଥାନ ଅଛି । ଆଉ ନାମଟି ତାଙ୍କର ହଟକେଶ୍ୱର ମହାଦେବ । ଖୋର୍ଦ୍ଧାର ଅଟ୍ରି ନିକଟସ୍ଥ ଏହା ଅବସ୍ଥିତ । ଏଠାରେ ମାନସିକ ରଖି ବନ୍ଧ୍ୟା ମହିଳା ମାନଙ୍କୁ ବୁଡ଼ ପକାଇବାକୁ ପଡ଼ିଥାଏ । ଆଉ ସେହି ପାଣି ମଧ୍ୟରୁ ଗୋଟିଏ ଗୁଆ ଖୋଜିବାକୁ ପଡ଼ିଥାଏ । ଏହାପରେ ସେହି ଗୁଆକୁ ଅଟ୍ରି ପାଣିରେ ଧୋଇ ଖାଇବାକୁ ପଡ଼ିଥାଏ।

ଆଉ କାଳ କାଳ ଧରି ବିଶ୍ୱାସ ରହିଛି କି , ଏପରି କରିବା ଦ୍ବାରା ବନ୍ଧ୍ୟା ଦୋ-ଷ ଦୁର ହୋଇଥାଏ ଏବଂ ଗୋଟିଏ ସନ୍ତାନ ନିଶ୍ଚିତ ଭାବରେ ପ୍ରାପ୍ତି ହୋଇଥାଏ । ତେଣୁ ଏହି ବିଶ୍ୱାସ ପାଇଁ କାହିଁ କେଉଁଠାରୁ ମହିଳା ମାନେ ଧାଇଁ ଆସିଥାନ୍ତି । ନିଜ ମାନସିକ ରଖି ସେମାନେ ସେହି ପାଣିରେ ବୁଡ଼ ପକାଇବା ସହିତ ଗୁଆ ସେବନ କରିଥାନ୍ତି । ତେବେ କୁହାଯାଏ ବାବା ହଟକେଶ୍ୱରଙ୍କର ଅପାର ମହିମା ପାଇଁ ବନ୍ଧ୍ୟା ମାନେ ନିଶ୍ଚିତ ଭାବରେ ସନ୍ତାନ ସୁଖ ଲାଭ କରିଥାନ୍ତି । ଏହି ମେଳା କେବଳ ମକର ସମୟରେ ଅନୁଷ୍ଠିତ ହୋଇଥାଏ । ଆଉ ଦୂର ଦୂରାନ୍ତରୁ ଲୋକ ଧାଇଁ ଆସିଥାନ୍ତି । ତେବେ ସମସ୍ତଙ୍କ ବିଶ୍ୱାସ ଅନୁଯାୟୀ , ଥରେ ଏହି ମାନସିକ କଲେ ନିଶ୍ଚିତ ଭାବରେ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *