ସ୍ତ୍ରୀ କରୁଥିଲା ଭେଣେଇ ସହ ଚୋରା ପ୍ରୀତି ବିରୋଧ କରିବାରୁ ସ୍ୱାମୀର ହାତ କାମୁଡି ଚିଡେଇଦେଲା ସ୍ତ୍ରୀ …

ତୁ ମୋ ସ୍ୱାମୀ ହେବୁ କିପରି ତୁ ତ ଭୂତ ଭଳି ଦେଖା ଯାଉଛୁ। ତୁ ମୋର ଆଦୌ ପସନ୍ଦ ନୁହଁ। ତତେ ମୁଁ ଆଦୌ ପସନ୍ଦ କରେ ନାହିଁ। ତୁ ମୋର ଟିକେ ହେଲେ ବି ପସନ୍ଦ ଆସୁନୁ। ତୁ ମୋ ପାଖକୁ ଆସେନି ତୁ ମତେ ଭୁତ ଭଳି ଦେଖା ଯାଉଛୁ। ହେଲେ ତୋ ସଡୁ କୁ ଦେଖେ ସେ କେତେ ହ୍ୟାଣ୍ଡସମ ଦେଖା ଯାଉଛି। ମୋର ତୋ ସଡୁ ଭଳି ସ୍ୱାମୀ ଦରକାର।

ସ୍ୱାମୀକୁ ପସନ୍ଦ କରୁନଥିବା ସ୍ତ୍ରୀ ଏବେ ସ୍ୱାମୀର ସଡୁ ପ୍ରେମରେ ଉବୁଟୁବୁ ହେଉଥିବା ସ୍ୱାମୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । କେବଳ ଏତିକି ନୁହେଁ ସ୍ତ୍ରୀର ପର କ୍ରିୟା ପ୍ରୀତିକୁ ବିରୋଧ କରି ସ୍ୱାମୀ ଖାଇଛନ୍ତି ହଣା। ସ୍ତ୍ରୀ ପାଇଁ ସ୍ୱାମୀ ହଣା ଖାଇବା ପରେ ଭୟ ଆଉ ଆତଂକରେ ସ୍ୱାମୀ କହୁଛି ମୋର ଆଉ ସ୍ତ୍ରୀ ଦରକାର ନାହିଁ। ମୋର ସେଭଳି ଚରିତ୍ର ହୀନା ସ୍ତ୍ରୀ ଠୁ ଦୁରେଇ ରହିବାର ଅଛି।

ଦିନେ ସ୍ତ୍ରୀ ଦେଇଥିଲା ସ୍ୱାମୀକୁ ଧମକ। ଦେଖେ ମୁଁ ତତେ କେବଳ ବାହା ହେଇଛି ତା ମାନେ ନୁହେଁ ମୁଁ ତୋ ସହ ଶାରୀରିକ ସମ୍ପର୍କ ରଖିବି। ତୁ ଭୁତ ଭଳି ଦେଖା ଯାଉଛୁ ତୋ ପାଖକୁ ଆସିବାକୁ ମତେ ଭଲ ଲାଗୁନି। ହେଲେ ତୋ ସଡୁ ମତେ ବହୁତ ଭଲ ଲାଗୁଛି। ତେଣୁ ତୁ ଆମ ବାଟରୁ ହଟି ଜା। ଆଉ ମୋ ଭେଣେଇ ସହ ମତେ ଛାଡି ଡେ। ତୁ ଯେଉଁ ସୁଖ ମତେ ଦେଇ ପାରିଲୁନି ସେହି ସୁଖ ମତେ ମୋ ଭେଣେଇ ଦେବ।

ମୋ ଭେଣେଇ ମତେ ଶାନ୍ତି କରେଇ ଦେବ। ମୋ ଭେଣେଇ ସହ ମୋର ସମ୍ପର୍କ ଅଛି। ଆଉ କହି ଦେଉଛି ଯଦି ତୁ ମତେ କିଛି କହିଲୁ ତା ପରେ ଚିହ୍ନିବୁ ମୁଁ କିଏ। ଯଦି ତୁ ଆମ ସମ୍ପର୍କରେ ଫାଟ ସୃଷ୍ଟି କରୁ କି ତୋ ପାଇଁ ମୋ ଭେଣେଇ ମୋ ଉପରେ ରାଗନ୍ତି ତତେ ସିଧା ହାଣି ଦେବି। ଦିନେ ଏମିତି କିଛି ଧମକ ଦେଇଥିଲା ସ୍ତ୍ରୀ। ହେଲେ ସ୍ୱାମୀ ବା ଧମକକୁ ଡରି କିପରି ନିଜ ସ୍ତ୍ରୀକୁ ଛାଡି ଦେଇଥାନ୍ତା। ଆଉ କାହା ସାଥିରେ ସମ୍ପର୍କ ରଖିବାକୁ।

ସ୍ତ୍ରୀ କହିଥିଲା ଯାହା ତାହା କରିକି ମଧ୍ୟ ଦେଖାଇଲା। ମାନେ ସ୍ତ୍ରୀ କହିଥିଲା ତାଙ୍କ ସମ୍ପର୍କ ଭିତରେ ସ୍ୱାମୀ ଆସି ଯଦି ବିରୋଧ କରେ ତେବେ ସେ ହାଣି ଦେବ ବୋଲି ଆଉ ସତକୁ ସତ ସ୍ୱାମୀ ସେଇଆ ହିଁ କଲା। ସ୍ତ୍ରୀ ହାଣି ଦେଲା ସ୍ୱାମୀକୁ। କେବଳ ସ୍ୱାମୀକୁ ସ୍ତ୍ରୀ ହାଣି ଦେଇଛି ସେ କଥା ବି ନୁହେଁ ସ୍ତ୍ରୀ କାରଣ ସ୍ତ୍ରୀ ରାଗରେ ସ୍ୱାମୀକୁ କାମୁଡି ଦେଇଛି। ଆଉ ଏବେ ସ୍ୱାମୀ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି କି ମୋର ସେହିଭଳି ଚରିତ୍ର ହୀନା ସ୍ତ୍ରୀ ଦରକାର ନାହାଁନ୍ତି।

ମୋର ଦରକାର କେବଳ ମୋ ଝିଅ। ମତେ ସେ ମୋ ଝିଅକୁ ଫେରାଇ ଦେଉ ଆଉ ମୁଁ ତାକୁ ମୋ ପାଖକୁ ଆଣିବାକୁ ଚାହୁଁନି। କାରଣ ସ୍ୱାମୀ ଯେତେବେଳେ ସ୍ତ୍ରୀ ପାଖକୁ ଝିଅକୁ ଦେଖିବାକୁ ଯାଇଥିଲେ ଶଶୁର ଘରେ ହିଁ ସ୍ତ୍ରୀର ପରିବାର ଲୋକେ ମିଶି ଗୋଡ଼ାଇ ଗୋଡ଼ାଇ ହାନି ଦେଇଛନ୍ତି ସ୍ୱାମୀଙ୍କୁ।

ଶଶୁର, ସଡୁ ଆଉ ଶଳା ସ୍ୱାମୀ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ବେଳେ ସ୍ତ୍ରୀ ଦଉଡି ଆସି ସ୍ୱାମୀଙ୍କୁ ଝୁଣି ପକାଇଥିଲା। ଆଉ ସ୍ୱାମୀ ନିଜ ଜୀବନ ବଞ୍ଚାଇବାକୁ ଯାଇ ହାଉଳି ଖାଇ ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିକି ଚାଲି ଆସିଥିଲେ। ଏବେ ସ୍ୱାମୀ କହୁଛନ୍ତି ତାଙ୍କୁ ନ୍ୟାୟ ଦରକାର । ଗଣମାଧ୍ୟମରେ ମୁହଁ ଖୋଲି ସ୍ୱାମୀ ନ୍ୟାୟ ମାଗୁଥିବା ବେଳେ ଦେଖିବାକୁ ବାକି ରହିଲା ସ୍ୱାମୀଙ୍କୁ କେଉଁ ପ୍ରକାର ନ୍ୟାୟ ମିଳୁଛି। ସେପଟେ ପରକ୍ରିୟା ପ୍ରୀତି ବୃଦ୍ଧି ପାଉଥିବା ବେଳେ ସ୍ୱାମୀ ମାନେ ଏବେ ନିର୍ଯାତିତ ହେଉଥିବାରୁ ସ୍ୱାମୀ ନ୍ୟାୟ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *