ମୃ-ତ୍ୟୁ ମୁଖରୁ ବଞ୍ଚି ଆସିଥିବା ବ୍ୟକ୍ତି କହିଲେ ସତ କଣ , ୨୮୮ ଲୋକ ମ-ରିବା ସମ୍ପୂର୍ଣ୍ଣ ମି-ଛ କଥା ! ଆମ ବଗିରେ ଲୋକ ଓ଼ଭର ଲୋର୍ଡ ଥିଲେ ସେଥିରୁ ୮ ଜଣ ବଞ୍ଚିଲେ….

ସରି ନାହିଁ କଷ୍ଟ , ଯାଇ ନାହିଁ ଦୁଃ-ଖ । ଆଜି ବି ପାଗଳ ଭଳି ନିଜ ପରିବାର ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି ଆତ୍ମିୟସ୍ଵଜନ । କେତେ ଲୋକଙ୍କୁ ପାଇ ନାହାଁନ୍ତି ପରିବାର ଲୋକ । କାନ୍ଦି କାନ୍ଦି ଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଦୌଡ଼ି ବୁଲୁଛନ୍ତି ପରିବାର ଲୋକ । ଶେଷ ସମୟରେ ଟିକିଏ ନିଜ ଲୋକଙ୍କୁ ଦେଖିବେ ବୋଲି ଧାଇଁ ଧାଇଁ ହତାଶ ହୋଇ ଯାଉଛନ୍ତି । କାହିଁକି ନା କେବଳ ବାଲେଶ୍ଵର ନୁହେଁ , ଭୁବନେଶ୍ୱର ଏବଂ ଭଦ୍ରକ ଆଦି ଅନେକ ହସ୍ପିଟାଲରେ ରଖାଯାଇଛି ମୃ-ତ ଦେହ ।

ତେବେ ଏହାରି ମଧ୍ୟରେ ଅନେକ ଗୁରୁ-ତର ଆ-ହତ ହୋଇ ଯାଇଥିବା ଲୋକଙ୍କ ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ହସ୍ପିଟାଲରେ ଚାଲିଛି । ଯେଉଁ ମାନଙ୍କ ମଧ୍ୟରୁ ଅନେକ ଗଭୀର ଭାବରେ ଆ-ହତ ହୋଇଛନ୍ତି । ତେବେ ସେମାନଙ୍କୁ ବର୍ତ୍ତମାନ ସମୟରେ ସେଦିନ କଣ ହୋଇଥିଲା , ସେ ବିଷୟରେ ପଚାରି ବୁଝା ଯାଇଛି । କଣ ହୋଇଥିଲା ସେଦିନ ଯାହା ଫଳରେ ହଠାତ୍ ଏତେ ଲୋକଙ୍କର ଚାଲି ଗଲା ଜୀବନ । ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ବ୍ୟକ୍ତି ଝାଡ଼ଖଣ୍ଡର ଥିବା ବେଳେ ଆଉ କିଛି ବ୍ୟକ୍ତି ଓଡ଼ିଶାର ମଧ୍ୟ ଅଛନ୍ତି।

ତେବେ ତାଙ୍କ କହିବା ଅନୁଯାୟୀ , ଝାଡ଼ଖଣ୍ଡ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବୁଝୁ ନାହାନ୍ତି , ତାଙ୍କୁ ଏଠାରୁ ନେଇଯିବା ପାଇଁ କିଛି ବ୍ୟବସ୍ଥା କରା ଯାଇନାହିଁ। ଅନ୍ୟ ପକ୍ଷରେ ସେଦିନର କରୁଣ ଚିତ୍ର ଆଜି ବି ଆଖି ଆଗରେ ନାଚିଗଲେ ଆଖିରୁ ଲୁହ ଝରି ଆସୁଛି , ସେଦିନର କାହାଣୀ କହିବା କଷ୍ଟକର ହୋଇ ପଡ଼ୁଛି ବୋଲି ସେମାନେ କହିଛନ୍ତି । ତେବେ ଓଡ଼ିଶାର ମୟୂରଭଞ୍ଜର ରହିଥିବା ଜଣେ ବ୍ୟକ୍ତି ସେଦିନର କାହାଣୀ କହିବା ଆଗରୁ କା-ନ୍ଦି ପକାଇଛନ୍ତି । ଆଉ କହିଛନ୍ତି ଭାରି ଯନ୍ତ୍ର-ଣାଦାୟକ ଥିଲା ସେଦିନର ରାତି ।

ହଠାତ୍ ଦୁର୍ଘ-ଟଣା ହୋଇଥିଲା ଆଉ ଟ୍ରେନ ଓଲଟି ପଡିଥିଲା ଆଉ ଦୁଇ ତିନି ଥର ଗଡ଼ି ମଧ୍ୟ ଯାଇଥିଲା । ଲୋକ ହଠାତ୍ ମ-ରି ଯାଇଥିଲେ । କିଛି ଲୋକ ଆ-ହତ ହୋଇ ଥିଲେ । ଆଉ ବ୍ୟକ୍ତି ଜଣକ ଛିଡା ହୋଇଥିବାରୁ ଝରକା ପାଖକୁ ଯାଇ ପାରିଥିଲେ ଆଉ ସେଠାରେ କିଛି ଲୋକ ତାଙ୍କୁ ଉ-ଦ୍ଧାର କରିଥିଲେ । ଆଉ ତାଙ୍କ ସହିତ ଯାଇଥିବା ଲୋକ ମାନେ ମଧ୍ୟ ସୁସ୍ଥ ଅଛନ୍ତି । ଅନ୍ୟ ପକ୍ଷରେ ବ୍ୟକ୍ତି ଜଣକ କହିଛନ୍ତି କି , ସରକାରଙ୍କ ଆକଳନ ଅନୁଯାୟୀ , ଯେଉଁ ୨୮୮ ଜଣ ମୃ-ତ ବୋଲି କୁହା ଯାଉଛି , ତାହା ପୁରାପୁରି ମି-ଛ ଅଟେ । କାହିଁକି ନା ତାଙ୍କ ବଗିରେ ଓଭରଲୋଡ ଥିଲା ଆଉ ସେଥିରୁ ସବୁ ଲୋକ ମରି ଯାଇଛନ୍ତି ମାତ୍ର ୮ ଜଣ ବଞ୍ଚିଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି।

Leave a Reply

Your email address will not be published. Required fields are marked *