ପ୍ରେମ ସାଜିଲା କାଳ , ମହିଳାଙ୍କ ଜୀବନ ନେଇ ଗଲା ସିକ୍ୟୁରିଟି ଗାର୍ଡ

ବର୍ତ୍ତମାନର ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି । ଯିଏ ଯାହାକୁ ପାରୁଛି ପ୍ରେମ କରି ବସୁଛି ଆଉ ମାନୁ ନାହିଁ ବୟସ ସୀମା କି ଆଉ କିଛି । ଯାହାର ଯାହାକୁ ମନ ହେଲା ସେ ତାକୁ ପ୍ରେମ କରୁଛି ଆଉ ତାପରେ ଶାରୀ-ରିକ ସ-ମ୍ପର୍କ ରଖିବା ମଧ୍ୟ ପୁରା ସାଧାରଣ ହୋଇଯାଇଛି । କିଏ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଛାଡି ଦେଉଛି ତ ଆଉ କିଏ ବିବାହ କରୁଛି ପୁଣି ଆଉ କିଏ ଜୀବନରୁ ମା-ରି ଦେଇ ଚାଲି ଯାଉଛି । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଏପରି ଏକ ଘ-ଟଣା ।

ସୂଚନା ଅନୁଯାୟୀ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , କୋରାପୁଟ ଜିଲ୍ଲା ବୋଇପାରିଗୁଡ଼ା ଅଞ୍ଚଳରେ । ଯାହା ବର୍ତ୍ତମାନ ସମୟରେ ସେହି ଅଞ୍ଚଳରେ ହଇଚଇ ସୃଷ୍ଟି କରି ଦେଇଛି । ତେବେ ଜଣେ ସିକ୍ୟୁରିଟି ଗାର୍ଡ ନେଇ ଯାଇଛି ମହିଳାଙ୍କ ଜୀବନ । ତେବେ ମହିଳାଙ୍କ ଜୀବନ ସେ ଘର ମଧ୍ୟରେ ନେଇ ନାହିଁ ପୁରାପୁରି ରାଜ ରାସ୍ତାରେ ନେଇ ଯାଇଛି । ଯାହା ସେହି ସ୍ଥାନରେ ଲାଗିଥିବା ସିସିଟିଭିରେ କ-ଏଦ ହୋଇଯାଇଛି । ଆଉ ଯାହା ଆଧାରରେ ପିସ ତ-ଦନ୍ତ କରିବାରେ ଲାଗିଛି ।

ତେବେ ମିଳିଥିବା ତଥ୍ୟ ଅନୁସାରେ , ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଅଭି-ଯୁକ୍ତ ଜଣକ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି ଆଉ ତାଙ୍କ ନାମ ଧୋବା ଖୋରା ଅଟେ । ତେବେ ଧୋବା ଆଉ ମହିଳା ଜଣକ ଅନେକ ଦିନ ହେବ ଦୁହେଁ ଦୁହିଁଙ୍କୁ ଭଲ ପାଇ ଆସୁଥିଲେ । ଆଉ ଅନେକ ଥର ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ଯୁବକ ଜଣକ ମହିଳାଙ୍କୁ ବିବାହ କରିବା ପାଇଁ ଦେଇଥିଲେ ଅନେକ ପ୍ରତି-ଶ୍ରୁତି । ଆଉ ସେହି ଆଳରେ ମହିଳା ଜଣକ ନିଜର ସବୁକିଛି ଦେଇ ବସିଥିଲେ ଯୁବକ ଜଣକୁ ।

ତେବେ ଏଇ କିଛି ଦିନ ହେବ ଯୁବକ ଜଣକ ହାଇଦ୍ରାବାଦରୁ ଘରକୁ ଫେରିଥିଲେ । ଆଉ ଏହି ସମୟରେ ମହିଳା ଜଣକ ତାଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ । କିନ୍ତୁ ଯୁବକ ଜଣକୁ ବିବାହ କରିବା ଆଦୌ ପସନ୍ଦ ନଥିଲା । ଆଉ ସେ କ୍ରୋ-ଧିତ ହୋଇ ଯାଇଥିଲେ । ଏକଦା ରାସ୍ତା ପାଖକୁ ସେ ମହିଳାଙ୍କୁ ଡାକିଥିଲେ ଆଉ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ଗଳା କାଟି ହ-ତ୍ୟା କରି ଦେଇଥିଲେ । ତେବେ ବର୍ତ୍ତମାନ ସେହି ସିସିଟିଭି ଫୁଟେଜ ଆଧାରରେ ଯୁବକ ଜଣକୁ ଗି-ରଫ କରି ନେଇଛି ପୋ-ଲିସ ଆଉ ତାଙ୍କୁ କୋର୍ଟ ଚା-ଲାଣ ମଧ୍ୟ କରି ଦେଇଛି ।

Leave a Reply

Your email address will not be published. Required fields are marked *