ସ୍ବର୍ଗତ ଆଦିତ୍ୟ ଦାସଙ୍କ ଆଶ୍ରମରୁ ଆସିଲା ସଙ୍ଗୀନ ମାମ-ଲା , ମାଉସୀ ମୁହଁ ଖୋଲି କହିଲେ ସବୁ କଥା

ଚାରିଆଡ଼େ ଚର୍ଚ୍ଚା ହେଉଛି ଆଉ ଅନେକ ଦିନ ହେବ ଏହାକୁ ନେଇ ଝଡ ଥମିବା ନାମ ନେଉ ନାହିଁ । ଲୋକେ ଏହା ବିଷୟରେ ମଧ୍ୟ ଚର୍ଚ୍ଚା କରିବା ଆରମ୍ଭ କରି ସାରିଲେଣି । କିନ୍ତୁ କେବେ ଏହି ବିବା-ଦ ଥମିବ ସେ କଥା କାହାକୁ ଜଣା ନାହିଁ । ତେବେ ପ୍ରକୃତରେ ଆମେ କାହା ବିଷୟରେ କହୁଛୁ , ସେ କଥା ଆପଣ ଜାଣି ସାରିଥିବେ । ଆମେ କହୁଛୁ ସ୍ବର୍ଗତ ସମାଜସେବୀ ଆଦିତ୍ୟ ଦାସଙ୍କ ବିଷୟରେ । ତାଙ୍କୁ ଯିବାର ଅନେକ ବର୍ଷ ବିତି ଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ହ-ତ୍ୟା ପଛରେ ରହିଥିବା କାରଣ ଜଣା ପଡି ନାହିଁ । ସେ ଆ-ତ୍ମହ-ତ୍ୟା କରିଛନ୍ତି ନା ତାଙ୍କୁ ହ-ତ୍ୟା କରାଯାଇଛି , ସେ କଥା କାହାକୁ ଜଣା ନାହିଁ । ମୃ-ତ୍ୟୁ ପରେ ଅନେକ କଥା ଶୁଣିବାକୁ ମିଳିଥିଲା କିନ୍ତୁ ସମୟ ଅନୁସାରେ ସବୁ ଧୀରେ ଧୀରେ ଥମିଗଲା ।

ବର୍ତ୍ତମାନ ସମୟରେ ସାରା ପ୍ରଶାସନ ଏବଂ ପୋ-ଲିସ ସମସ୍ତେ ଚୁପ୍ ହୋଇ ବସି ପଡିଛନ୍ତି । ଆଉ ତାଙ୍କ ବିଷୟରେ କିଛି ବି ଚର୍ଚ୍ଚା ନାହିଁ କି ଆଲୋଚନା ନାହିଁ । କେମିତି ତାଙ୍କର ମୃ-ତ୍ୟୁ ହେଲା ଆଉ ତାହାକୁ ନେଇ କିଛି ଶୁଣିବାକୁ ମିଳୁ ନାହିଁ । ବାସ୍ ବର୍ତ୍ତମାନ ସମୟରେ ସମସ୍ତେ ନୀରବ ହୋଇ ଯାଇଛନ୍ତି|

କିନ୍ତୁ ଏହାରି ମଧ୍ୟରେ ତାଙ୍କ ଆଶ୍ରମର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ସାରିଲାଣି । ବର୍ତ୍ତମାନ ପରିସ୍ଥିତି ବିଷୟରେ କହିବାକୁ ଗଲେ , ତାଙ୍କ ଆଶ୍ରମରେ କଣ ହେଉଛି , ସେ କଥା ସମସ୍ତଙ୍କୁ ଜଣା ଥିବ । ପ୍ରତିଦିନ କିଛି ନା କିଛି ବି-ବାଦ ବିଷୟରେ ଶୁଣିବାକୁ ମିଳୁଛି । କିଏ ଆଶ୍ରମ ହାତେଇବା ପାଇଁ ଚେଷ୍ଟା କରିଲାଣି ତ ଆଉ କିଏ କାହାକୁ ହ-ତ୍ୟା କରିବା ପାଇଁ ଚେଷ୍ଟା ଚଳାଇଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ସମୟରେ ଆଉ କିଛି କଥା ଶୁଣିବାକୁ ମିଳିଛି ।

ଏଇ ମାତ୍ର କିଛି ଦିନ ପୂର୍ବରୁ ନିଜେ ମିଡ଼ିଆ ଆଗକୁ ଆସି ନିଜ ପୁଅ ବିଷୟରେ କହି କା-ନ୍ଦି ପକାଇ ଥିଲେ ଆଦିତ୍ୟଙ୍କ ମାଆ । ନିଜ ପୁଅକୁ କିଏ ହ-ତ୍ୟା କରିଛି , ସେ ବିଷୟରେ ତାଙ୍କୁ ସବୁ ଜଣା ଥିବା କଥା ସେ କହିଥିଲେ ଆଉ କହିଥିଲେ କି, ପୁଅର ଏପରି ହଠାତ୍ ଏ ଦୁନିଆଁରୁ ଚାଲିଯିବା ଏକ ବଡ ଝଟକା ଲାଗୁଛି । ଯାହା ପାଇଁ ବର୍ତ୍ତମାନ ତାଙ୍କ ଆଶ୍ରମ ମଧ୍ୟ ଖରାପ ପରିସ୍ଥିତି ଦେଇ ଗତି କରିବାରେ ଲାଗିଛି । ଆଶ୍ରମ ପରିସର ପୁରାପୁରି ବଦଳି ଗଲାନି । ଆଉ ଲୋକେ ଏହା ଉପରେ ଆଖି ପକାଇବା ଆରମ୍ଭ କରି ସାରିଲେଣି । ତେବେ ବର୍ତ୍ତମାନ ସମୟରେ ଆଉ ଜଣେ ମହିଳା ଏହାକୁ ନେଇ ମୁଁହ ଖୋଲିଛନ୍ତି । ତେବେ ସେ ହେଉଛନ୍ତି ଆଶ୍ରମ ପରିସରରେ କାମ କରୁଥିବା ଜଣେ ମହିଳା ।

ସେ କହିଛନ୍ତି କି , ସେ ମୋଟୀ ମାଉସୀକୁ ଠେଲି ଦେଲେ । କାହିଁକି ନା କାମ କରିବା କଥାକୁ ନେଇ ସେ ତାଙ୍କୁ ଗରମ ଚା ରେ ଚେଙ୍କ ଦେଇ ଦେଲେ ଆଉ ଏପରିକି ତାଙ୍କୁ ଅନେକ ଖରାପ ଭାଷା ଲଗାଇ ଗା-ଳି ଗୁ-ଳଜ ମଧ୍ୟ କରିବାକୁ ଲାଗିଲେ । ଯାହା ପରେ ତାଙ୍କୁ ଏହା ଅତ୍ୟନ୍ତ କ-ଷ୍ଟ ଦେଇଥିଲା । ଯାହାର ପ୍ରତି-ଶୋଧ ନେବାକୁ ଯାଇ ସେ ତାଙ୍କୁ ଠେଲି ଦେଇଥିଲେ । ତେବେ ଏହାପରେ ତାଙ୍କ ଭିତରେ ଅତ୍ୟନ୍ତ ପାଟି ତୁଣ୍ଡ ହେବାକୁ ଲାଗିଥିଲା । ଯାହା ପରେ ସେମାନଙ୍କୁ ଆଶ୍ରମର ଆଉ କିଛି ଲୋକ ଆସି ଅଟକାଇ ଥିଲେ । ତେବେ ବର୍ତ୍ତମାନ ସମୟରେ କହିବାକୁ ଗଲେ , ଆଦିତ୍ୟ ଦାସଙ୍କ ଯିବା ପରେ ଆଉ ସେହି ଆଶ୍ରମ ପୂର୍ବ ଭଳି ହୋଇ ରହି ନାହିଁ । ପ୍ରତିଦିନ କିଛି ନା କିଛି ଡ୍ରାମା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *