ଯୌ-ତୁକ ଦାବି ପୂରଣ ନହେବାରୁ ସ୍ତ୍ରୀକୁ ହ-ତ୍ୟା କଲା ସ୍ୱାମୀ । ଆଉ ମୁଣ୍ଡରୁ ଶରୀରକୁ ଅଲଗା କରି ଭସାଇ ଦେଲା ନଦୀରେ ।

ସାମାନ୍ୟ ଟଙ୍କା ପାଇଁ ସ୍ୱାମୀ ନିଜ ସ୍ତ୍ରୀର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ପୁଣି ସ୍ତ୍ରୀ କୁ ମାରି ଶରୀରକୁ ମୁଣ୍ଡକୁ ଅଲଗା କରି ନଦୀରେ ଭସାଇ ଦେଇଛି । ଏପଟେ ପରିବାର ଲୋକେ ନିଜ ଝିଅର ଶ-ବ ଦେଖି ମର୍ମା-ହତ ହୋଇ ଯାଇଛନ୍ତି । ଯାହାକୁ ନେଇ ପରିବାର ଲୋକେ ଝିଅର ସ୍ୱାମୀ ନାମରେ ଥା-ନାରେ ଅଭି-ଯୋଗ ଆଣିଛନ୍ତି ଯେ ଯୌ-ତୁକ ଟଙ୍କା ନଦେବାରୁ ଜ୍ୱାଇଁ ତାଙ୍କୁ ଝିଅର ହ-ତ୍ୟା କରିଛି ବୋଲି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେନ୍ଦୁଝର ଜିଲ୍ଲା କାଶୀପୁର ଅଞ୍ଚଳରେ ଘଟି ଯାଇଛି , ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥା-ନା ସାରଖୁଣ୍ଟା ଗାଁର ସୁନିତା ଘଣା ।ସେହି ଅଞ୍ଚଳର ପଡ଼ାସିମଳ ଗାଁର ସୁରେଶ ପରିଡ଼ା ସୁନିତାଙ୍କୁ ପ୍ରେମ ଜାଲରେ ଫ-ସାଇ ବିବାହ କରିଥିଲେ । କିନ୍ତୁ ଯୁବକ ପୂର୍ବରୁ ମଧ୍ୟ ବିବାହିତ ଥିଲେ ।

ଯାହାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ହେଲେ ତଥାପି ସୁନିତାଙ୍କୁ ପ୍ରେମ କରି ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ସୁନିତାଙ୍କୁ ମା-ରି ଦେଇଥିବା ଅଭି-ଯୋଗ ଆଣିଛନ୍ତି ତାଙ୍କ ମା’ ଏବଂ ପରିବାରର ଅନ୍ୟ ଲୋକେ । ସୁନିତାଙ୍କ ମା’ କହିଛନ୍ତି ଯେ ତାଙ୍କ ଜ୍ୱାଇଁଙ୍କର ଯୌ-ତୁକ ଦାବି ଥିଲା ୬ ଲକ୍ଷ ଟଙ୍କା , କିନ୍ତୁ ବର୍ତ୍ତମାନ ସୁଦ୍ଧା କେବଳ ଦେଢ଼ ଲକ୍ଷ ଟଙ୍କା ଦିଆଯାଇଛି । ଏହି କାରଣରୁ ହିଁ ତାଙ୍କ ଝିଅର ଜୀବନ ନେଇ ଯାଇଛି ଜ୍ୱାଇଁ ।

ଏପଟେ କିନ୍ତୁ ସୁନିତାଙ୍କ ସ୍ୱାମୀ କହିଛନ୍ତି ଯେ ସୁନିତାଙ୍କ ଜୀବନ କେମିତି ଗଲା ତାହା ତାଙ୍କୁ ଜଣା ନାହିଁ । ନୟାଗଡ଼ ପୋ-ଲିସ ପହଞ୍ଚି ଘଟ-ଣାର ଅନୁଧ୍ୟାନ କରିବା ସହିତ ଏବଂ ଶେଷରେ ଶ-ବକୁ ଜ-ବତ ମଧ୍ୟ କରିଛନ୍ତି । ଏହାବ୍ୟତୀତ ପୋ-ଲିସ ବର୍ତ୍ତମାନ ତ-ଦନ୍ତ ମଧ୍ୟ ଆରମ୍ଭ କରିଛି । ଆଉ ଦେଖିବାକୁ ବାକି ରହିଲା ଯେ ପୋ-ଲିସ ଅଭି-ଯୁକ୍ତକୁ କେବେ ସାମ୍ନାକୁ ଆଣୁଛି ।

Leave a Reply

Your email address will not be published. Required fields are marked *