ଭଲ ପାଇ ବାହା ହେଲା ସ୍ୱାମୀକୁ ଅନ୍ଧ କରି ସ୍ତ୍ରୀ ବାରରେ ନାଚିଲା ।

ସ୍ୱାମୀକୁ ଅନ୍ଧ ସଜାଇ ସ୍ତ୍ରୀ ବାରରେ ନାଚି ନିଜ ଜୀବନକୁ ଉପଭୋଗ କରୁଛି । ପୁଲା ପୂଲା ଟଙ୍କା ରୋଜଗାର କରୁଛି । ଯେଉଁ ସ୍ବାମୀଙ୍କୁ ଦିନେ ଭଲ ପାଇ ବିବାହ କରିଥିଲେ ସ୍ତ୍ରୀ । ଯେଉଁ ସ୍ବାମୀଙ୍କ ଆଖିରେ ଦିନେ ସ୍ତ୍ରୀ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲା । ଏବେ ସେହି ସ୍ୱାମୀକୁ ସ୍ତ୍ରୀ ମାଡ ମାରି ଅନ୍ଧ ସଜାଇ ସ୍ତ୍ରୀ ବାରରେ ଛୋଟ ଡ୍ରେସ୍ ପିନ୍ଧି ନୃତ୍ୟ କରି ନିଜ ମନକୁ ଖୁସି କରୁଛି । ଗୋଟେ ପଟେ ସ୍ତ୍ରୀ ନିଜ ଜୀବନକୁ ଉପଭୋଗ କରୁଥିବା ବେଳେ ଅନ୍ୟପଟେ ସ୍ବାମୀ ବାର ଦୁଆର ବୁଲି ଭିକ୍ଷା ବୃତ୍ତି କରୁଛି । ହଁ ଆଜ୍ଞା ଏଭଳି ଘ-ଟଣା ଦେଖିବାକୁ ମିଳିଛି ।ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମରେ ଦେଖିବାକୁ ।

ପ୍ରେମ କରି ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସ୍ଵାମୀଙ୍କର ସ୍ତ୍ରୀ ଭଲ ସ୍ତ୍ରୀ ହୋଇଥିଲେ । ମାତ୍ର ଏହା ପରେ ସ୍ତ୍ରୀ ଦେଖାଇ ଥିଲେ ନିଜର ଅସଲ ରୂପ । ବାହା ହେଲା ପରେ ସ୍ୱାମୀ ମୁଣ୍ଡକୁ ପି-ଟି ସ୍ୱାମୀକୁ ଅନ୍ଧ କଲା ଦୁଇଟି ସନ୍ତାନର ମା ହେଲା ପରେ ଧୋ-କା ଦେଇ ଚାଲିଗଲା ବିହାର ରାଜ୍ୟକୁ l ଯେତେବେଳେ ସ୍ବାମୀ ଆଉ ଶାଶୁ ଘର ଲୋକେ ବୋହୂକୁ ଫେରିବାକୁ କହିଲେ ଏହା ପରେ ସ୍ତ୍ରୀ ରଖିଥିଲେ ଗୋଟିଏ ପରେ ଗୋଟିଏ ସର୍ତ । ରଖିଲା ସର୍ତ୍ତ ପରେ ସର୍ତ୍ତ ।ହଁ ବନ୍ଧୁଗଣ ଅରିଲୋ ଗ୍ରାମର ଚନ୍ଦନ ନାୟକ ଲକ୍ଷ୍ମୀ ବେହେରାଙ୍କୁ ଭଲ ପାଇ ପ୍ରାୟ ୭ ବର୍ଷ ହେବ ବିବାହ କରିଥିଲେ l

ବିବାହର କିଛି ମାସ ପରେ ଲକ୍ଷ୍ମୀ ଏକ ଏନ.ଜି.ଓ ସଂସ୍ଥାରେ କାମ କରନ୍ତି କହି ଚନ୍ଦନକୁ ବିହାରକୁ ନେଇଯାଇଥିଲେ l ବିହାରକୁ ଗଲାପରେ ଘ-ଟଣା ଥିଲା ସମ୍ପୂର୍ଣ୍ଣ ଓଲଟା । ସ୍ତ୍ରୀ ମିଛ କହିଥିଲେ ଚନ୍ଦନକୁ ଆଉ ପ୍ରକୃତରେ ଲକ୍ଷ୍ମୀ ଥିଲେ ଜଣେ ବାର ଡ୍ୟାନ୍ସର l ଚନ୍ଦନ ସବୁ ଦେଖିଲା ପରେ ଲକ୍ଷ୍ମୀଙ୍କୁ ମନା କରିଥିଲେ ଡ୍ୟାନ୍ସ କରିବା ପାଇଁ l ଗାଁ କୁ ଚାଲ ପଳାଇବା ଓ ସେଠି କାମ କରି ପେଟ ପୋଷିବା ପାଇଁ କହିଥିଲେ lକିନ୍ତୁ ସ୍ତ୍ରୀ ଲକ୍ଷ୍ମୀ ଏଥିରେ ରା-ଗିଯାଇ ଚନ୍ଦନଙ୍କ ମୁଣ୍ଡକୁ ଏକ ପଟାରେ ପି-ଟି ଦେଇଥିଲେ ଯେଉଁଥିରେ ଚନ୍ଦନ ସେଇ ସ୍ଥାନରେ ବେହୋସ ହୋଇଯାଇଥିଲେ l ପରେ ତାଙ୍କୁ ତାଙ୍କ ସ୍ତ୍ରୀ ବିହାରର ଏକ ମେଡିକାଲରେ ଛାଡି ଚନ୍ଦନଙ୍କ ଘର ଲୋକକୁ ଫୋନ କରି ସେଠୁ ନିଜ ବାପ ଘରୁ ଚାଲିଯାଇଥିଲେ l

ଘର ଲୋକ ମେଡିକାଲ ପହଂଚି ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା କଲା ପରେ ଚନ୍ଦନ ସୁସ୍ଥ ହେଲେ ସତ କିନ୍ତୁ ଆଖି ଦୁଇଟିକୁ ହରାଇ ବସିଲେ l ଏହି ଘଟ-ଣାରେ ଦୁଖୀ ହୋଇ ଭୁଲ ମାଗି ଲକ୍ଷ୍ମୀ ବେହେରା ପୁଣି ଚନ୍ଦନଙ୍କ ପାଖରେ ରହିଲେ l ଗୋଟିଏ ପୁଅ ହେବା ପରେ ପୁଣି ଶାଶୁ ଘରେ ଝ-ଗଡା କରି ବାପ ଘରକୁ ଚାଲିଗଲେ l ଲକ୍ଷ୍ମୀ ନିଜ ବାପାଙ୍କୁ ସାଙ୍ଗରେ ନେଇ ଥା-ନାରେ ଯୌ-ତୁକ ନିର୍ଯା-ତନାର କେ-ସ କଲେ l ଚନ୍ଦନ ଥା-ନା କୁ ଯାଇଁ କେ-ସର ସମାଧାନ କରି ପୁଣି ନିଜ ସ୍ତ୍ରୀ’କୁ ଧରି ଘରକୁ ଆସିଲେ l ହେଲେ ଏବେ ଯେଉଁ କଥାକୁ ସେଇଆ । ଯାହାକୁ ନେଇ ଚନ୍ଦନ ନ୍ୟା-ୟ ଭିକ୍ଷା କରୁଛନ୍ତି । ସ୍ତ୍ରୀ ତାଙ୍କୁ କଲବଲ କରୁଥିବା ସ୍ବାମୀ କହିଛନ୍ତି ।

Leave a Reply

Your email address will not be published. Required fields are marked *