ବାହା ହେବାକୁ ଆସିଥିଲା ବର ,ବାହା ହେବ କଣ ହଠାତ ବାଇକରେ କିଲବିଲ ହେଇ ହୋଇ ପଳେଇଗଲା ..

ସରକାରଙ୍କ ନିୟମ ଅନୁସାରେ ଝିଅକୁ ୧୮ ଏବଂ ପୁଅ କୁ ୨୧ ନ ହେବା ଯାଏ ସେମାନେ ବିବାହ କରିପାରିବେନି। କିନ୍ତୁ ଏବେ ଅନେକ ଜାଗାରେ ଘର ଲୋକ ଏବଂ ତାଙ୍କ ବନ୍ଧୁ ବାନ୍ଧବ ଝିଅର ବୟସ କାହାକୁ ନ କହି ସେ ନାବା-ଳିକା ଥିବା ବେଳେ ତାଙ୍କ ବିବାହ କରି ଦେଉଛନ୍ତି। ସେଥିପାଇଁ ଏବେ ଆ-ଇନ ନିଜର ଟିମ୍ ଗଠନ କରି ସେମାନଙ୍କୁ ଧରି ଦ-ଣ୍ଡ ଦେଉଛୁ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ବସପୁର ନିଶ୍ଚିତ କୋଇଲି ରଘୁନାଥ ଜିଉ ମନ୍ଦିର ଗୋଟେ ବିବାହ ଥିଲା। ବାହାଘର ପାଇଁ ବରର ବରଣି ସରି ବର ଆସି ମନ୍ଦିରରେ ପହଞ୍ଚି ସାରିଥିଲା କିନ୍ତୁ ତାପରେ ବର ହଠାତ୍ କନିଆକୁ ଧରି ବାଇକ୍ ରେ କୁଆଡେ ପଳେଇଲେ।

ବାହା ହେବାପାଇଁ ଆସିଥିବା ବରଙ୍କ ଘର କଟିକିଟା ର ନୂଆଗାଁ।ଏବଂ କନ୍ୟା ଙ୍କ ଘର ଡେରାବିଶ ଥା-ନା ଅନ୍ତର୍ଗତ ବସପୁର ଅଞ୍ଚଳରେ। ସେମାନେ ମନ୍ଦିରର ଟ୍ରଷ୍ଟିଙ୍କୁ ବାହାଘର ପାଇଁ କିଛି ପ୍ରମାଣ ପତ୍ର ଦେଇ ନଥିଲେ ତଥାବି ମନ୍ଦିରର ଟ୍ରଷ୍ଟି ବାହାଘର ପାଇଁ ମଣ୍ଡପ ବୁକିଂ କରିଥିଲେ।

ବାହାଘର ବେଳେ ଯେତେବେଳେ ଝିଅଙ୍କ ଆଧାର କର୍ଡ ଦେଖିଲେ ତାପରେ ଜାଣିବାକୁ ପାଇଲେ ଯେ ଝିଅର ବୟସ ୧୮ ବର୍ଷରୁ କମ ତାପରେ କଟକ ଶିଶୁ ମଙ୍ଗଳ ଅଧିକାରୀ ଘଟ-ଣା ସ୍ଥଳରେ ପହଞ୍ଚି କିଛି ପଦକ୍ଷପ ନେବା ବେଳକୁ ବର ସହ କନ୍ୟା ଏବଂ ତାଙ୍କ ପରିବାର ଲୋକେ ମନ୍ଦିରରୁ ଲୁ-ଚି କୁଆଡେ ପଳେଇଲେ।

Leave a Reply

Your email address will not be published. Required fields are marked *