ରାତି ପାହିଲେ ହେଇଥାନ୍ତା ବାହାଘର, ଟଏଲେଟ୍ ଯିବା ବାହାନାରେ ପୁରୁଣା ପ୍ରେମିକ ସହ ଲୁ-ଚି ପଳେଇଲେ କନ୍ୟା।

ଆଜିକାଲିର ପିଲାଙ୍କ ପାଇଁ ବାହାଘର ହେଉଛି ଏକ ଖେଳଘର। ସାର୍ଟ ପ୍ୟାଂଟ ବଦଳେଇବା ପରି ଆଜିକାଲି ଝିଅ ଏବଂ ପୁଅ ମାନେ ସ୍ବାମୀ ସ୍ତ୍ରୀ ବଦଳାଉଛନ୍ତି। ହଁ ଆଜ୍ଞା ଏବେ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ଭଲ ପାଇବାର ଟ୍ରେଣ୍ଡ। ସେଥିପାଇଁ ଯୋଉ ଝିଅ ମାନଙ୍କର ବାହା ହେବାକୁ ଇଚ୍ଛା ନାହିଁ କିମ୍ଵା ପ୍ରେମିକ ଅଛି ବୋଲି ସେମାନେ ବାହା ହବକି ଚାହୁଁ ନାହାନ୍ତି ସେମାନଙ୍କୁ ବାହା ହେବା କଥା ନୁହେଁ। କାରଣ ସେମାନେ କୋଉ ମୁହୁର୍ତ୍ତରେ ବି ନିଜ ପ୍ରେମିକକୁ ପାଲେଇବେ। ହଁ ଆଜ୍ଞା ବଲାଙ୍ଗିର ଜିଲ୍ଲାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ବଲାଙ୍ଗିର ଜିଲ୍ଲା ବୁଢ଼ିଶିଣ୍ଡୋଶିଲର ବିହାରୀ ଗାଏଗରିଆ ଙ୍କ ଝିଅ ମାଧବୀ ପାଟୁଆପାଲି ଗାଆଁ ର ଗଜିଦ୍ର ଡାଙ୍ଗଙ୍କ ପୁଅ ଧୀରୋଜଙ୍କୁ ରାତି ପାହିଲେ ବାହା ହେଇଛନ୍ତି କିନ୍ତୁ ଗୋଟେ ରାତିରେ ସବୁ କିଛି ସରିଗଲା। ମଙ୍ଗନ ସାରିଥିଲା ବାହାଘର କାର୍ଡ ବି ବଣ୍ଟା ସାରିଥିଲା ରାତି ପାହିଲେ ଧିରୋଜ ବରଯାତ୍ରୀ ଧରି ମାଧବୀଙ୍କୁ ନେବା ପାଇଁ ଆସିଥାନ୍ତେ କିନ୍ତୁ ବାହାଘର ପୂର୍ବଦିନ ରାତି ରେ ମାଧବୀ ତାଙ୍କ ଗାଆଁ ର ଜଣେ ଯୁବକଙ୍କ ସହିତ କୁଆଡେ ପାଲେଇଛନ୍ତି।

ମାଧବୀଙ୍କ ମା ସୂର୍ଯ୍ୟ ଗାଏଗରିଆ କହିଛନ୍ତି ସେଦିନ ରାତିରେ ସେ ଏବଂ ତାଙ୍କ ଝିଅ ଦୁଆରେ ସୋଇଥିଲେ। ଝିଅ ରାତି ଅଧାରୁ ଉଠିକି କହିଲା ମୋର କାଇଁ ପେଟ କଣ ହଉଛି ମୁଁ ଟିକେ ଝାଡ଼ା ଯାଇ ଆସୁଛି। ସେଥିପାଇଁ ମୁଁ ତା ସାଥିରେ ଗଲି। ସେ ଝାଡ଼ା ବସି ସରିବାପରେ ଆମେ ଆସି ଶୋଇଲୁ। ସେ ପୁଣି କିଛି ସମୟ ପରେ ଝାଡ଼ା ଯିବ ବୋଲି କହିଲା ଏମିତି ୩-୪ ଥର କଲା ପରେ ତାର ଗୋଟେ ଫୋନ୍ ଆସିଲା ମୁଁ ପଚାରିଲି କିଏ ଫୋନ୍ କରିଛି ସେ କହିଲା ମୁଁ ଜାଣିପାରୁନି।

କିନ୍ତୁ ମୁଁ ସେ ଟୋକାର ପାଟି ଭଲସେ ଜାଣି ପାରିଲି ସେଥିପାଇଁ ତାକୁ ପତିକରି ମୁଁ ଶୋଇଲି। କିନ୍ତୁ ସେ କେତେବେଳେ ରାତି ଅଧାରୁ ଉଠି ସେ ଟୋକା ସହ କୁଆଡେ ପଳେ-ଇଲା। ତାପରେ ମୁଁ ଘର ଲୋକଙ୍କୁ ଡାକିକି ସବୁ କଥା କହିଲି। ଘର ଲୋକ ସମସ୍ତେ ମିଶି ମାଧବୀ ଏବଂ ତା ପ୍ରେମିକକୁ ସବୁ ଆଡେ ଖୋଜିଲେ କିନ୍ତୁ କୋଉଠି ପାଇଲେନି।

Leave a Reply

Your email address will not be published. Required fields are marked *