ନବ ଦାସ ହତ୍ୟା ମାମଲାରେ ନୂଆ ଖିଆ ବୁର୍ଲାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ ଆଉ କଲା ପଚରା ଉଚରା

କ୍ରାଇମବ୍ରାଞ୍ଚ ଟିମ ନବ ଦାସଙ୍କ ହ-ତ୍ୟାକା-ଣ୍ଡ ଉପରୁ ରହ-ସ୍ୟ ଉନ୍ମୋଚନ କରିବାକୁ ଏକ ଦମ ଭାବେ ଲାଗି ପଡିଛି । ଗତ କାଲି ଗୋପାଳକୁ ନେଇ ଅନେକ ସ୍ଥାନରେ ଛାନଭିନ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ପହଞ୍ଚିଥିଲେ ବୁର୍ଲାରେ । ନବ ଦାସଙ୍କ ହ-ତ୍ୟା ଲିଙ୍କ ଖୋଜି ଖୋଜି କ୍ରାଇମବ୍ରାଞ୍ଚ ବୁର୍ଲା ଭୀମସାରରେ ପହଞ୍ଚି ଥିବା ବେଳେ ସେଠାରେ ପହଞ୍ଚି ଗୁ-ଳିକା-ଣ୍ଡ ଘଟ-ଣାରେ ତ-ଦନ୍ତ ଆରମ୍ଭ କରିବା ସହ ।

ଘଟ-ଣାରେ ଆ-ହତ ହୋଇଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ କରିବ ପ-ଚରା ଉ-ଚରା । ନବ ଦାସଙ୍କୁ ଗୁ-ଳି ମା-ଡ଼ ସମୟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଆ-ହତ ହୋଇଥିଲେ । ଆଉ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜୀବନ କୁମାର ନାୟକ । ଯିଏକି ବର୍ତ୍ତମାନ ଭୀମସାର ଡାକ୍ତରଖାନାର ଇଏଣ୍ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହେଲେ କିନ୍ତୁ ନବ ଦାସଙ୍କୁ ଯେଉଁ ଦିନ ଗୁ-ଳିମା-ଡ଼ ହୋଇଥିଲା ସେହି ଦିନ ଜୀବନଙ୍କୁ ମଧ୍ୟ ଗୁ-ଳି ବାଜିଥିଲା ।

ଜୀବନଙ୍କ ବେକ ପଛ ପଟେ ଗୁ-ଳିମା-ଡ଼ ହୋଇଥିବା ବେଳେ ଜୀବନ ମଧ୍ୟ ଗୁରୁ-ତର ଭାବେ ଆ-ହତ ହୋଇଥିଲେ । ଆଉ ଆଜି ଜୀବନଙ୍କ ବୟାନ ରେ-କର୍ଡ କରାଯିବ ବୋଲି ସୂଚନା ମିଳିଛି । ସେପଟେ କ୍ରାଇମବ୍ରାଞ୍ଚ ଅଧିକାରୀ ଜୀବନଙ୍କ ର-କ୍ତ ଭିଜା ସାର୍ଟ ଜ-ବତ କରିଥିବା ଜଣା ପଡ଼ିଛି । ବର୍ତ୍ତମାନ ସାରା ରାଜ୍ୟରେ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ନେଇ ଯେଉଁ ଭଳି ଚହଳ ସୃଷ୍ଟି ହୋଇଛି ତାହା ଏବେ ମଧ୍ୟ ଚର୍ଚ୍ଚା ରେ ରହିଛି ।

ଗୋଟେ ପଟେ ପ୍ରଭାବ ଶାଳୀ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଅନ୍ୟପଟେ ଗୋପାଳଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଥମିବାର ନା ନେଉନି । କିଏ କହୁଛି ନବ ଦାସଙ୍କ ମୃ-ତ୍ୟୁରେ ମୁଁ ଭାରି ଦୁଃ-ଖୀ ଗୋପାଳକୁ କ୍ରାଇମବ୍ରାଞ୍ଚ ଦ-ଣ୍ଡ ଦିଅନ୍ତୁ ତ ଆଉ କିଏ କହୁଛି ନବ ଦାସ ମ-ରିଗଲା ମୁଁ ମର୍ଟନ ଭୋଜି ଦେଲି । ନବ ଦାସଙ୍କ ମୃ-ତ୍ୟୁରେ ସାଙ୍ଘା-ତିକ ମର୍ଟନ ଭୋଜିଟେ ହେଲା । ତେବେ ଏତେ ସବୁ ଭିତରେ ଏବେ ଏକ ସାଙ୍ଘା-ତିକ ଘ-ଟଣା ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚର ତଦ-ନ୍ତକା-ରୀ ଟିମ ଜୀବନଙ୍କ ର-କ୍ତ ଭିଜା ସାର୍ଟ ଜ-ବତ କରିଛି ।

ଯେଉଁ ସାର୍ଟ କୁଆଡେ ତଦ-ନ୍ତରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ସେପଟେ ତ-ଦନ୍ତ ଏବେ ଚାଲୁ ରହିଥିବା ବେଳେ ନବଙ୍କ ମୃ-ତ୍ୟୁକୁ ଛ ଦିନ ପୁରୀ ଯାଇଥିବା ବେଳେ ଗତକାଲି ନବଙ୍କ ଦେହରେ ଯେଉଁ ଗୁ-ଳି ବାଜିଥିଲା ତାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆଉ ନବ ମୃ-ତ୍ୟୁ ପରେ ରାଜନୈତିକ ମହଲରେ ଖେଳି ଯାଇଛି କକୁଆ ଭ-ୟ । ଯେତିକି ଶାସକ ଦଳର ନେତାଙ୍କୁ ଭ-ୟ ସେତିକି ବି-ରୋଧୀ ଦଳର ନେତାଙ୍କୁ ମଧ୍ୟ ଭ-ୟ ।

କାରଣ ଗତକାଲି ବି-ରୋଧୀ ନେତା ଜୟ ନାରାୟଣ ମିଶ୍ର ତାଙ୍କ ପିଏସଓ ଙ୍କୁ ଫେରାଇ ଦେଇଛନ୍ତି । କାରଣ ନିଜ ସୁର-କ୍ଷା କର୍ମୀଙ୍କ ଉପରେ ଆଉ ଭରସା କରି ପାରୁ ନାହାଁନ୍ତି ନେତା ମନ୍ତ୍ରୀ ମାନେ । ନବ ଦାସଙ୍କୁ ମା-ରିଥିବା ଗୋପାଳ ବି କୁଆଡେ ନବ ଦାସଙ୍କ ସୁର-କ୍ଷା କର୍ମୀ ଥିଲା ।

ତେବେ ଏତେ ସବୁ ଘ-ଟଣା ଭିତରେ ଗତକାଲି କ୍ରାଇମବ୍ରାଞ୍ଚ ର ଟିମ ଗୋପାଳକୁ ସାଥିରେ ନେଇ ଗୋପାଳର ଘରେ ପହଞ୍ଚି ଥିଲେ ଏବଂ ସେଠାରେ ତ-ଦନ୍ତ କରିଥିଲେ । ଆଉ ସେପଟେ ଗୋପାଳର କ୍ୱାଟର୍ସ ମଧ୍ୟ ଯାଇ ସେଠାରେ ତ-ଦନ୍ତ କରିଥିବା ସୂଚନା ମିଳିଛି । ତେବେ ଏତେ ସବୁ ଭିତରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ସେହି ଘଟ-ଣା ଉପରେ କେବେ ନବ ଦାସଙ୍କ ହ-ତ୍ୟାକା-ଣ୍ଡ ପଛରେ ଥିବା କାରଣ ଉପରୁ ପରଦା ହଟିବ ।

କେବେ ନବ ଦାସଙ୍କୁ ଗୋପାଳ କାହିଁକି ମା-ରିଲା ତାହା ସାମ୍ନାକୁ ଆସିବ । ତେବେ ଯାହା କୁହାଯାଉଛି କି ଯେଉଁ ଭଳି ଭାବେ କ୍ରାଇମବ୍ରାଞ୍ଚ ଘଟ-ଣାର ତଦ-ନ୍ତ ଜାରି ରଖିଛି ତାହା ଆଉ ବେଶୀ ଦିନ ନୁହେଁ ଘଟ-ଣା ଉପରୁ ପରଦା ଅତି ନିକଟରେ ଉଠିବ ଏବଂ ଲୋକେ ହ-ତ୍ୟାକା-ଣ୍ଡ ପଛର ର-ହସ୍ୟ ଜାଣି ପାରିବେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *