ପ୍ରେମ କରିବା ପଡ଼ିଲା ମହଙ୍ଗା , ଅସଂ-ଯତ ଅବସ୍ଥାରେ ପ୍ରେମିକ ପ୍ରେମିକାକୁ ଧରିଲେ ଗାଆଁ ଲୋକ

ପ୍ରେମ କରିବା ଆଜିକାର ସମୟରେ ସାଧାରଣ କଥା ହୋଇ ଗଲାଣି । ଆଜିକାଲି ଯିଏ ନାଇଁ ସିଏ ପ୍ରେମ କରିବାକୁ ଲାଗିଛନ୍ତି । ଯାହାର ଦେଖିବେ ତାହାର କେହି ଜଣେ ପ୍ରେମିକ କି ପ୍ରେମିକା ନିଶ୍ଚିତ ଭାବରେ ରହିଥିବେ । ତେବେ ଏହାରି ମଧ୍ୟରେ ଯୁଗ ଯେତେ ଆଗକୁ ବଢିବାରେ ଲାଗିଛି , ପ୍ରେମର ସଂଜ୍ଞା ମଧ୍ୟ ସେତେ ବଦଳିବାରେ ଲାଗିଛି । ଆଉ ଏପରି ପ୍ରେମୀ ଯୁଗଳ ଦେଖିବା ପାଇଁ ମିଲୁଛନ୍ତି , ଯାହାଙ୍କ ବିଷୟରେ କହିବା ଏତେ ସହଜ ନୁହେଁ ।

ଆଜିକାଲି ସମୟରେ ଯେଉଁ ମାନେ ବିବାହିତ ସେମାନେ ହିଁ ଏହି ପ୍ରେମ କରିବାରେ ବେଶୀ ଲିପ୍ତ ରହୁଛନ୍ତି । ପରକୀୟା ପ୍ରୀତିକୁ ସେମାନେ ସମ୍ପୂର୍ଣ ଭାବରେ ଆପଣାଇ ନେଇଛନ୍ତି ଆଉ କିଛି ମାନିବାକୁ ବି ନାରାଜ ଅଟନ୍ତି। ତେବେ ଏପରି ଗୋଟିଏ କି ଦୁଇଟି ପ୍ରେମ ନୁହେଁ ଅନେକ ପ୍ରେମ ଦେଖିବା ପାଇଁ ମିଳୁଛି ।

ତେବେ ବର୍ତ୍ତମାନ ସମୟରେ ଏହି ଭଳି କିଛି ଘ-ଟଣା ସାମ୍ନାକୁ ଆସିଛି , ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ପ୍ରେମିକ ପ୍ରେମିକାକୁ ଗାଆଁ ଲୋକ ମାନେ ଅସଂ-ଯତ ଅବସ୍ଥାରେ ଧରି ପକାଇଛନ୍ତି ଆଉ ତାପରେ ସେହି ସ୍ଥାନରୁ ପ୍ରେମିକ ଜଣକ ଧାଇଁ ପଳାଇ ଯାଇଥିଲେ କିନ୍ତୁ ବଳି ପଡ଼ି ଯାଇଥିଲେ ପ୍ରେମିକା । ଆଉ ତାପରେ ଯାହା ହେଲା ଆପଣ ତାହା ବିଷୟରେ ଶୁଣିବା ପରେ ମୁଣ୍ଡରେ ହାତ ଦେଇ ବସିବେ ।

ତେବେ ଆଜ୍ଞା ହଁ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଲେପ୍ରସି କଲୋନୀରେ । ଜଣେ ବିବାହିତା ମହିଳା ଆଉ ବିବାହିତ ପୁରୁଷ , ଦୁଇ ଜଣ ପ୍ରେମରେ ପଡ଼ିବା ପରେ କିପରି ଅବସ୍ଥା ହୋଇଥାଏ , ତାହାର ଏକ ସ୍ପଷ୍ଟ ଉଦାହରଣ ଏହି ଜିନିଷ । ପ୍ରେମରେ କିଛି ସଂ-ଯତ କି ସୀମା କିଛି ନ ମାନି ଏହି ପ୍ରେମୀ ଯୁଗଳ ଏପରି କାମ କରୁଥିଲେ ।

ସୂଚନା ଅନୁଯାୟୀ , ବର୍ଷେ ହେଲାଣି ବିବାହିତା ମହିଳା ଜଣକ ସେହି ଲେପ୍ରୋସି କଲୋନୀରେ ରହୁଥିବା ପୁରୁଷଙ୍କ ଘରକୁ ଯିବା ଆସିବା କରୁଥିଲେ । ଯାହାକୁ ସେହି କଲୋନୀରେ କେହି ପସନ୍ଦ କରୁ ନଥିଲେ । ତେବେ ବ୍ୟକ୍ତି ଜଣକ ବିବାହିତ ଥିବା ସହିତ ତାଙ୍କର ଦୁଇଟି ପିଲା ମଧ୍ୟ ରହିଥିବା କଥା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମହିଳା ମଧ୍ୟ ବିବାହିତା ଅଟନ୍ତି ।

ତେବେ ଗତକାଲି ରାତିରେ ମହିଳା ଜଣକ ପୁରୁଷ ଜଣକ ଘରକୁ ଆସିଥିବା ସମୟରେ କଲୋନୀ ଲୋକ ସେମାନଙ୍କୁ ଅସଂ-ଯତ ଅବସ୍ଥାରେ ଧରି ପକାଇ ଥିଲେ । ତେବେ ବ୍ୟକ୍ତି ଜଣକ ସେହି ସ୍ଥାନରୁ ଧାଇଁ ପଳାଇ ଥିବା ବେଳେ ମହିଳା ଜଣକ ଦୌଡ଼ି ଯାଇ ପାରି ନଥିଲେ ଆଉ ସେଠାରେ ଉପସ୍ଥିତ ରହିଥିବା ମହିଳା ମାନେ ତାଙ୍କୁ ଧରି ପକାଇ ଥିଲେ । ତେବେ ଏହାପରେ ଏକ ରସି ଦ୍ଵାରା ନିକଟସ୍ଥ ଖୁଣ୍ଟରେ ତାଙ୍କୁ ବା-ନ୍ଧି ପକାଇ ଥିଲେ।

ଏହାପରେ ଗାଆଁ ଲୋକ ମାନେ ମହିଳାଙ୍କୁ କିଛି ନ କହି ପୋ-ଲିସଙ୍କୁ ଡ଼ାକି ଥିଲେ ଆଉ ସେଠାରେ ପୋ-ଲିସ ଆସି ପହଞ୍ଚି ଥିଲେ । ତେବେ ଏହାପରେ ପୋ-ଲିସ ସେଠାରୁ ଉକ୍ତ ମହିଳାଙ୍କୁ ଉ-ଦ୍ଧାର କରିବା ସହିତ ତାଙ୍କ ନାମରେ ମାମ-ଲା ରୁଜୁ କରିଛନ୍ତି । ତେବେ କଲୋନୀ ବାସୀ କହିଛନ୍ତି କି , ମହିଳା ଜଣକ ପୁରୁଷ ମାନଙ୍କ ସହିତ ସ-ମ୍ପର୍କ ରଖିବା ସହିତ ସେହି ବ୍ୟକ୍ତି ଜଣକ ଜଣେ ଚୋ-ର ଅଟନ୍ତି ।

ଅନେକ ଘରୁ ଚୋ-ରି କରି ସେ ନିଜ ପେଟ ପୋଷିବା ପାଇଁ ଲାଗି ଥାଆନ୍ତି । ତେଣୁ ବର୍ତ୍ତମାନ ଏହି ଘ-ଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଏହାକୁ ନେଇ ଅନେକ ଆଲୋଚନା କରିବାରେ ଲାଗିଛନ୍ତି । କଣ ପାଇଁ ଏମାନେ ନିଜର ସମ୍ମାନ ଆଉ ଇଜ୍ଜ-ତକୁ ଦେଖୁ ନାହାଁନ୍ତି , ସେଥିପାଇଁ ଲୋକ ମାନେ କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *