ପ୍ରେମିକା କୁ ଭିଡିଓ କଲରେ ରଖି ଜୀବନ ହାରିଲା ଛାତ୍ର , ଅଞ୍ଚଳରେ ଚାଞ୍ଚଲ୍ୟ

ଆଜିକାଲି ପ୍ରେମ କାରଣରୁ ଆ-ତ୍ମହ-ତ୍ୟା ମାମ-ଲା ଯୁବକ ଯୁବତୀଙ୍କ ଠାରେ ଅଧିକ ଦେଖିବାକୁ ମିଳୁଛି । କାହିଁ କେଉଁ କାରଣ କେଜାଣି , ଯାହାଦ୍ୱାରା ଯୁବକ ଯୁବତୀ ଆ-ତ୍ମହ-ତ୍ୟା ଭଳି ଏତେ ବଡ଼ ପଦକ୍ଷେପ ନେଇ ଯାଉଛନ୍ତି । ଜନ୍ମ ଠାରୁ ଏତେ ବଡ଼ ହେବା ପର୍ଯ୍ୟନ୍ତ ବାପା ମା’ଙ୍କର ଯେଉଁ ତ୍ୟା-ଗ ରହିଛି ତାହାକୁ କଣ କେହି ହୃଦ-ୟଙ୍ଗମ କରି ପାରନ୍ତି ନାହିଁ । ହଁ ହୁଏତ କେହି ପ୍ରେମ କରୁଛନ୍ତି , ଆଉ ପ୍ରେମରେ ଧୋ-କା ପାଇଲେ କିମ୍ବା ଅନ୍ୟ କୌଣସି କାରଣରୁ ଦୁଃ-ଖ ମିଳିବା କଷ୍ଟକର । କିନ୍ତୁ ତାହାର ଅର୍ଥ ନୁହେଁ ଯେ ଆ-ତ୍ମହ-ତ୍ୟା ଭଳି ପଦକ୍ଷେପ ନେଇଯିବା ।

କାରଣ ଯେଉଁମାନେ ବି ପ୍ରେମ ପାଇଁ ଆ-ତ୍ମହ-ତ୍ୟା କରିବାକୁ ଚିନ୍ତା କରୁଛନ୍ତି ତାହା ବାସ୍ତବରେ ଏକ ଭୁଲ ଚିନ୍ତାଧାରା । ନିଜେ ଆ-ତ୍ମହ-ତ୍ୟା କଲେ କିଛିବି ଲାଭ ନାହିଁ , ବରଂ ସେହି ଆ-ତ୍ମହ-ତ୍ୟା କାରଣରୁ ଆହୁରି ଅନେକ ଜୀବନ ଧରାଶାୟୀ ହୋଇଯାଏ ଅର୍ଥାତ ନିଜ ପରିବାର ଲୋକେ ଜୀବନସାରା ସେହି ମଣିଷକୁ ଝୁରିଥାନ୍ତି । ବର୍ତ୍ତମାନ ସମୟରେ ଏଭଳି ଏକ ଲୋମ ଟା-ଙ୍କୁରା ଘ-ଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବକ ପ୍ରେମିକାକୁ ଭିଡ଼ିଓ କଲିଂ କରି ପ୍ରେମିକା ସାମ୍ନାରେ ହିଁ ଆ-ତ୍ମହ-ତ୍ୟା କରିଛି । ଆଉ ଏସବୁ କିଛି ଘ-ଟଣା ଘଟିଛି ଲାପଟପ ସାମ୍ନାରେ । ଯେଉଁ ଘଟ-ଣାକି ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ରହିଛି ।

ପ୍ରେମିକ ଜଣକ ନିଜ ପ୍ରେମିକାକୁ ଭିଡ଼ିଓ କଲିଂ କରିଥିଲେ । ଯାହାପରେ ସାମାନ୍ୟ ଝ-ଗଡ଼ା ହେବାପରେ ଯୁବକ ଜଣକ ଆ-ତ୍ମହ-ତ୍ୟା କରିଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା କଟକରେ ଦେଖିବାକୁ ମିଳିଛି । ତେବେ ଆ-ତ୍ମହ-ତ୍ୟା କରିଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ୟୁନିଭରସିଟିର ଏମସିଏ ଛାତ୍ର । ଷଣ୍ଢପୁର ସ୍ଥିତ ଏକ ଭଡ଼ା ଘରେ ଆ-ତ୍ମହ-ତ୍ୟା ପୂର୍ବରୁ ସେ ନିଜ ପ୍ରେମିକାକୁ ଭିଡ଼ିଓ କଲ କରିଥିଲେ । ଅନେକ ସମୟ ଧରି ସେ ନିଜ ଗାର୍ଲଫ୍ରେଣ୍ଡ ସହିତ କଥା ହୋଇଥିଲେ । ତଥାପି ନିଜ ସମ୍ପ-ର୍କରେ କୌଣସି ସମାଧାନ ନଆସିବାରୁ ଯୁବକ ଜଣକ ଭାଙ୍ଗି ପଡ଼ିଥିଲେ । ଆଉ ଶେଷରେ ଏପରି ପଦକ୍ଷେପ ନେଇଗଲେ ଯୁବକ ।

ଭିଡ଼ିଓ କଲ ଚାଲିଥିବା ସମୟରେ ହିଁ ଯୁବକ ଜଣକ ନିଜ ଜୀବନ ହାରି ଦେଇଛନ୍ତି । ଏଭଳି ଘ-ଟଣା ବିଷୟରେ ସୂଚନା ମିଳିବା ପରେ ଗୋଡ଼ିସାହି ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି । ଘଟ-ଣାସ୍ଥଳରେ ଛାତ୍ରଙ୍କ ଶ-ବକୁ ଉ-ଦ୍ଧାର କରି ପୋ-ଷ୍ଟମ-ର୍ଟମ ପାଇଁ ପଠା ଯାଇଛି । ଏହାସହିତ ଘଟ-ଣାସ୍ଥଳରେ ଥିବା ଲାପଟପକୁ ମଧ୍ୟ ତଦ-ନ୍ତକୁ ନିଆଯାଇଛି । ଘ-ଟଣା ପରେ ଯୁବକଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି । ତେବେ ଭାବନ୍ତୁ ଯେ ଯୁବକଙ୍କ ପରିବାର ଲୋକେ ଏଭଳି ଅସମ୍ଭବ ଭଳି ଘ-ଟଣା ଶୁଣିବା ପରେ କେଉଁ ଭଳି ପ୍ରତିକ୍ରିୟା ରଖିବେ ।

Leave a Reply

Your email address will not be published. Required fields are marked *