ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ମଣିଷ କଣ ଏମିତି ମରିଯାଏ

ଏହା ସତ ଯେ ଜନ୍ମ ହେଲେ ମୃ-ତ୍ୟୁ ନିଶ୍ଚିତ । କିନ୍ତୁ ସାଧରଣତଃ ଏଭଳି ଦେଖା ଯାଇଥାଏ ଯେ ମଣିଷ କେଉଁଠି ଅଧିକ ବୟସ୍କ ହେଲେ ରୋଗରେ ପୀ-ଡ଼ିତ ହୋଇ ପ୍ରା-ଣ ହରାଏ ତ କେଉଁଠି ଅକାଳ ମୃ-ତ୍ୟୁ ହୋଇଯାଏ । ଆଉ କେଉଁଠି ଅଳ୍ପ ବୟସରେ ଗମ୍ଭୀର ରୋଗରେ ପୀ-ଡ଼ିତ ଲୋକେ ପ୍ରାଣ ହରାନ୍ତି । କିନ୍ତୁ ଆଜି ଆମେ ଯେଉଁଭଳି ଏକ ମୃ-ତ୍ୟୁ ବିଷୟରେ କହିବୁ ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ । କାରଣ ସେଠାରେ ନା ଦୁର୍ଘ-ଟଣା , ନା ଆଉ କିଛି । ହଠାତ ଜଣେ ବ୍ୟକ୍ତିଙ୍କର କଥା ହେଉ ହେଉ ମୃ-ତ୍ୟୁ ହୋଇ ଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି ।

ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ଭିଡ଼ିଓ ଶହୀଦ ନଗର ପୋ-ଲିସ ଷ୍ଟେସନଏ ସିସିଟିଭି ରେ-କର୍ଡ଼ ଅଟେ । ଯେଉଁ ସିସିଟିଭି ରେକ-ର୍ଡ଼କୁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ – ସତରେ! ମ-ରଣ କଣ ଏମିତି ବି ଆସେ ? ତେବେ ସେହି ଦୃ-ଶ୍ୟକୁ ଦେଖିଲେ ଆପଣ ନିଜେ ବିଶ୍ୱାସ କରି ପାରିବେନି । ବାସ୍ତବରେ ଏଭଳି ଗପୁ ଗପୁ କଣ ମଣିଷର ମୃ-ତ୍ୟୁ ହୁଏ ? ସିସିଟିଭି ଫୋଟେଜ ଅନୁଯାୟୀ ଏହା ଦେଖାଯାଇଛି ଯେ ଯୁବକ ଜଣକ ଅନ୍ୟ କିଛି ଯୁବକଙ୍କ ସହିତ ଥା-ନାକୁ ଆସିଥିଲେ । ଆସି ପହଞ୍ଚିବା ମାତ୍ରେ ସେ ଫୋନରେ କଥା ହେଉଥିଲେ ଏବଂ ସେହି ସମୟରେ ହଠାତ ଯୁବକ ଜଣକ ଟଳି ପଡ଼ିଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଗଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷଣା କଲେ । ତେବେ ଘଟ-ଣାଟି ଯାଜପୁର ଜିଲ୍ଲା ବରି ଥା-ନା ଅନ୍ତର୍ଗତ ରାମଚନ୍ଦ୍ରପୁରର ୪୨ ବର୍ଷୀୟ ଯୁବକ ବିଚିତ୍ର ପଲେଇ । ଯିଏକି ମଞ୍ଚେଶ୍ୱର ଥା-ନା ଅଧିନ ଗାଡ଼କୋଣ ଅଞ୍ଚଳରେ ରହନ୍ତି । ମାତ୍ର ତାଙ୍କର ମୃ-ତ୍ୟୁ ଘଟିଛି । ତେବେ ଘ-ଟଣା ଏହା ଯେ ବିଚିତ୍ର ବଟ କୃଷ୍ଣ ବେହରା ଏବଂ ତାଙ୍କର ସମ୍ପର୍କୀୟ ଭଉଣୀଙ୍କ ଠାରୁ କୁଆଡ଼େ ତିନି ବର୍ଷ ତଳେ ତିନି ଲକ୍ଷ ଟଙ୍କା ଧାର ଆଣିଥିଲେ । ଯାହାକୁ ସେ ସୁଝିନଥିଲେ ଏବଂ ସୁଝିବାକୁ କହି ଆଉ ଧରା ଛୁଆଁ ଦେଉ ନଥିଲେ । ଯେଉଁ କାରଣରୁ ବଟ କୃଷ୍ଣ ଏବଂ ତାଙ୍କ ଭଉଣୀ ନେତ୍ରମଣି ତାଙ୍କୁ ଏକ କାରରେ ପଟିଆ ଅଞ୍ଚଳରୁ ଅପ-ହରଣ କରି ନେଇ ଆସିଥିଲେ ।

ଯେଉଁ କାରରେ ତିନି ଜଣ ଆସୁଥିଲେ , ବାଣୀବିହାର ଛକ ପାଖର ହମ୍ପସ ପାଖରେ ଗାଡ଼ି ସ୍ଲୋ ହେବାରୁ ବିଚିତ୍ର ଗାଡ଼ିରୁ ଡେଇଁ ଫେ-ରାର ହୋଇଥିଲେ । ତାପରେ ତାଙ୍କ ଫଲୋ କରି ଭାଇ ଏବଂ ଭଉଣୀ ଯାଇଥିଲେ । ଏପରି କୁହାଯାଉଛି ଯେ ବଟକୃଷ୍ଣ ଏବଂ ଭଉଣୀ ନେତ୍ରମଣି କୁଆଡ଼େ ତାଙ୍କୁ ଗାଡ଼ି ଭିତରେ ବହୁତ ମା-ରିଛନ୍ତି । ସେହି କାରଣରୁ ହିଁ ବିଚିତ୍ର ଥା-ନାକୁ ଦୌଡ଼ି ଯାଇଥିଲେ । ତାଙ୍କୁ ଫଲୋ କରିକରି ଭାଇ ଭଉଣୀ ମଧ୍ୟ ଥା-ନା ଭିତରକୁ ଆସିଥିଲେ । ଏହି ସମୟରେ ହିଁ ବିଚିତ୍ର ଫୋନରେ କଥା ହେଉଥିବା ବେଳେ ହଠାତ ତଳେ ପଡ଼ି ଯାଇଥିଲେ । ତେବେ ଏହି ଘ-ଟଣା ପୋ-ଲିସ ଷ୍ଟେ-ସନ ପରିସରରେ ହୋଇଥିବାରୁ ହାଜତ ମୁତ୍ତୁ ଆଧାରରେ ଘଟ-ଣାର ତ-ଦନ୍ତ ହେଉଛି । ଅଭି-ଯୁକ୍ତ ଭାଇ ଭଉଣୀଙ୍କ ଉପରେ ଦଫା ଲାଗିବା ସହିତ ଶ-ବ ବ୍ୟବ-ଚ୍ଛେଦ ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *