ଅଯୋଧ୍ୟାରେ ଏକାଠି ହେଲେ ରାମ ସୀତା, ଦୁହିଁଙ୍କୁ ଦେଖିବାକୁ ଦୌଡ଼ି ଆସିଲେ ଲୋକେ…..

ଅଯୋଧ୍ୟାରେ ରାମ ସୀତାଙ୍କୁ ଦେଖି ଲୋକେ ପୁଣିଥରେ ଭାବ ବିହ୍ଵଳ ହୋଇଗଲେ । ନେକ ଦିନ ପରେ ରାମ ସୀତା ଏକାଠି ଅଯୋଧ୍ୟାରେ ପହଞ୍ଚିଲେ । ଯେଉଁ ରାମ ସୀତାଙ୍କୁ ଟିଭିରେ ଦେଖି ଦର୍ଶକଙ୍କ ମନ ପ୍ରଫୁଲ୍ଲ ହୋଇ ପଡ଼ୁଥିଲା । …

Read More