ଷ୍ଟାଇଲସ ଚୋ-ର କାରରେ ଆସି ଚୋ-ରି କରୁଛି ଛେଳି ।

ଧୀରେ ଧିରେ ସମୟ ବଦଳିବାରେ ଲାଗିଛି । ମଣିଷ ଆଧୁନିକତା ଆଡ଼କୁ ଅନେକ ମାତ୍ରାରେ ପ୍ରଭାବିତ ହେଲାଣି । ତେବେ ଏହି ସମୟରେ ଚୋ-ର ମାନେ ବି ଏବେ ଆଉ ଏମିତି ସେମିତି ଆସି ଚୋ-ରି କରୁ ନାହାଁନ୍ତି । ଚୋର ମାନେ ମଧ୍ୟ ସୁଟ ବୁଟ ଓ ଦାମୀ କାରରେ ଆସି ଛେଳି ଚୋ-ରି କରି ନେଇଯାଉଛନ୍ତି । ହଁ ବନ୍ଧୁଗଣ କଥାଟା ବିଶ୍ୱାସ କରିବାକୁ କଷ୍ଟ ହୋଇ ପାରେ ମାତ୍ର ଏହା ହେଉଛି ନିରାଟ ସତ୍ୟ । ଚୋ-ର ମାନେ ଦାମୀ କାରରେ ଆସି ଚୋ-ରି କରୁଛନ୍ତି ।

ଘରେ ପଛେ ଖାଇବାକୁ ନଥାଉ କିନ୍ତୁ ଦାମି କାରରେ ଆସୁଛନ୍ତି ତାହା ପୁଣି ଛେଳି ଚୋ-ରି କରିବାକୁ । ଜଣେ ଚୋ-ର ହାଇ ଫାଇ ଷ୍ଟାଇଲରେ ଆସି ଛେଳି ଚୋ-ରି କରୁଛନ୍ତି । କାରରେ ଆସି ଜଣେ ଚୋ-ର ବାବୁ ସ୍ତାଇଲରେ ଛେଳି କରୁଥିବା ବେଳେ ଚୋ-ରର କିନ୍ତୁ ସେ ଦିନ ବୋଧେ ହୁଏ ସମୟ ଖରାପ ଚାଲିଥିଲା । ଆଉ ଚୋ-ର ଛେଳି ଚୋ-ରି କରି ନେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯିବା ପରେ ଚୋର ର ସମୟ ଆଉ ବେଳା ଖରାପ କରିଦେଇଛନ୍ତି ଗ୍ରାମବାସୀ ମାନେ ।

ଏମିତି ଅଦ୍ଭୁତ ଆଉ ଚକିତ କଲା ଭଳି ଘଟ-ଣା ଘଟିଛି ଭଦ୍ରକ ଜିଲ୍ଲା କୁଆଁସ ଅଞ୍ଚଳରେ । ଭଦ୍ରକ କୁଆଁସ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଛେଳି ଜଣେ ଚୋ-ର ଚୋ-ରୀ କରି ରାତି ଅଧରେ ନେଇ ଯାଉଥିଲେ । ହେଲେ ଭାଗ୍ୟକୁ ଗ୍ରାମବାସୀ ରାତି ଅଧରେ ହିଁ ଛେଳି ଚୋ-ରକୁ ଧରି ପକାଇଲେ । ତେବେ କେବଳ ଗୋଟିଏ ଥର ନୁହେଁ ସେହି ବ୍ୟକ୍ତିଙ୍କ ଘରୁ ଗୋଟି ଗୋଟି କରି ୧୮ ଟି ଛେଳି ଚୋ-ରି କରି ନେଇଯାଇଛନ୍ତି ।

ତେବେ ଗ୍ରାମବାସୀ ମାନେ ଛେଳି ଚୋ-ରକୁ ଦେଖି ନି-ର୍ଦ୍ଧୁମ ଛେଚିବା ବେଳେ ପୋଲି-ସକୁ ଖବର ଦେଇଥିଲେ ତେବେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚିବା ପରେ ପୋଲି-ସକୁ ଦେଖି ଛେଳି ଚୋ-ରର ହୋସ ଉଡିଯାଇଥିଲା । ଚୋର ଘରେ ଯେପରି ସବୁଦିନ ଅନ୍ଧାର ନରୁହେ ସେହିଭଳି ଏହି ଶୁଟ ବୁଟ୍ ପିନ୍ଧା ଚୋ-ର ଭାଗ୍ୟରେ ସେହି ଦିନ ବୋଧେ ହୁଏ ଶନି ଦଶା ଚାଲିଥିଲା ।

କାରଣ ପୋ-ଲିସ କାରକୁ ଜବ-ତ କରି ଅଧିକ ତ-ଦନ୍ତ କରୁଥିବା ବେଳେ ଚୋ-ର ପୋ-ଲିସ ଭ-ୟରେ ଥରି ଉଠିଥିଲା । ତେବେ ଖବର ଶୁଣି ଗ୍ରାମବାସୀ ଯେତିକି ଚକିତ ହେଉଛନ୍ତି ସେତିକି ମନେ ମନେ ହସୁଚନ୍ତି। କାରଣ ଚୋ-ରର ଷ୍ଟାଇଲ ସମସ୍ତଙ୍କୁ ଚକିତ କରୁଛି । ଚୋ-ରି ତ୍ ହୁଏ ଚୋ-ର ମାନେ ସାଧାରଣତ୍ କେତେବେଳେ ପାଗଳ ହୋଇଥାନ୍ତି ଆଉ କେତେବେଳେ ଚୋ-ର ମାନେ ଚିରା ଫଟା ଡ୍ରେସ୍ ପିନ୍ଧି ଚୋ-ରି କରୁଥିବାର ନଜର ଆସିଥାନ୍ତି ।

ମାତ୍ର ଏ ଚୋ-ର ସମସ୍ତଙ୍କ ଠୁ ଭିନ୍ନ କାରଣ ଚୋ-ର ଦାମୀ ଗାଡ଼ିରେ ଆସିବା ସହିତ ଏକ ଦମ୍ ସୁଟ୍ ବୁଟ ପିନ୍ଧି ଦାମୀ ଗାଡ଼ିରେ ଆସି ଛେଳି ଚୋରିବା ଏବେ ସମସ୍ତଙ୍କୁ ଚକିତ କରୁଛି । ତେବେ ଛେଳି ମାଲିକଙ୍କ କହିବା ଅନୁଯାୟୀ ଛେଳି ଚୋ-ର ରାତି ଅଧରେ ଛେଳି ଚୋ-ରି କରିବାକୁ ଆସିଥିଲା । ସମସ୍ତେ ସୋଇ ପଡିଥିବାର ସୁଯୋଗ ନେଇ ଛେଳି ଚୋ-ର ଏକ ଛେଳି ଚୋ-ରୀ କରି ତାକୁ ଧରି ଫେ-ରାର ହୋଇ ଯାଉଥିବା ବେଳେ ଗ୍ରାମବାସୀ ଚୋ-ରକୁ ଦେଖି ପାଟି କରିଥିଲେ ଏହା ପରେ ସମସ୍ତେ ଉଠି ଯେତେବେଳେ ଛେଳି ଚୋ-ରକୁ ଦେଖିଥିଲେ ।

ସେତେବେଳେ ଛେଳି ଚୋ-ରକୁ ଦେଖି ସମସ୍ତଙ୍କ ହୋସ ଉଡିଯାଇଥିଲା । କାରଣ ଛେଳି ଚୋ-ର ଜ୍ବାଇଁ ପୁଅ କୁଣିଆ ଠୁ ବି କୌଣସି ଗୁଣରେ କମ୍ ନଥିଲା କାରଣ ଛେଳି ଚୋ-ର ଷ୍ଟାଇଲ ସମସ୍ତଙ୍କୁ ବଡ ଦ୍ଵନ୍ଦରେ ପକାଉଥିଲା । ତେବେ ପରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରୁଥିବା ବେଳେ ଏହି ଘଟ-ଣାକୁ ନେଇ ପୋ-ଲିସ ଅଧିକ ତ-ଦନ୍ତ ଜାରି ରଖିଛି । ଚୋ-ର ପୂର୍ବରୁ କେତେ ଥର ଛେଳି ଚୋ-ରୀ କରିଛି ।

ଆଉ କାହା କାହା ଘରୁ ଛେଳି ଚୋ-ରି କରିଛି ଆଉ ଏହି ଚୋ-ରିରେ କିଏ କିଏ ସାମିଲ ଅଛନ୍ତି ତାକୁ ନେଇ ମଧ୍ୟ ତ-ଦନ୍ତ ଜାରି ରଖିଛି ପୋ-ଲିସ୍ । ତେବେ ପୋଲି-ସର ତ-ଦନ୍ତ ପରେ ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି । ତେବେ ଦେଖିବାକୁ ବାକି ରହିଲା ଚୋ-ର କେବେ ନିଜର ଚୋ-ରିର ଗୁମର ଫିଟାଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *