ମାନ୍ୟବର କୋର୍ଟର କଡ଼ା ନିର୍ଦେଶ ପରେ ବି କୋର୍ଟକୁ ଆସୁ ନଥିଲେ ଶ୍ରଦ୍ଧାଞ୍ଜଳି । ବର୍ତ୍ତମାନ କୋର୍ଟର ତାଗିଦ ପରେ ଅସୁବିଧାରେ ଶ୍ରଦ୍ଧାଞ୍ଜଳି ।

ଗତ କିଛିମାସ ତଳେ ଅର୍ଚ୍ଚନା ନାଗ ହାନିଟ୍ରାପ ମାମ-ଲାରେ ଅନେକ ସନ୍ଦି-ଗ୍ଧଙ୍କୁ CBI ପଚରା ଉଚୁରା କରିଥିଲା । ମୁଖ୍ୟ ଦୋ-ଷୀ ଭାବରେ ହୁଏତ ଅର୍ଚ୍ଚନା ବର୍ତ୍ତମାନ ଜେ-ଲରେ ଅଛନ୍ତି ମାତ୍ର ଅର୍ଚ୍ଚନା ଦୋ-ଷାରୋ-ପ କରୁଥିବା ଶ୍ରଦ୍ଧାଞ୍ଜଳିଙ୍କୁ ବର୍ତ୍ତମାନ ସୁଦ୍ଧା ନା ପୋ-ଲିସ ଗି-ରଫ କରିଛି ନା କୌଣସି ପଚରା ଉଚୁରା କରିଛି । କିନ୍ତୁ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଥିବା ଖବର ଅନୁଯାୟୀ ଶ୍ରଦ୍ଧାଞ୍ଜଳିକୁ CBI କୋର୍ଟ କୋର୍ଟରେ ହାଜର ହେବାକୁ କଡ଼ା ନିର୍ଦେଶ ଦେଇଛନ୍ତି । କହିବାକୁ ଗଲେ କୋର୍ଟଙ୍କ ତାରିଖ ଥିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳିଙ୍କୁ ହଜାର ହେବାକୁ କୁହା ଯାଉଥିବା ସତ୍ତ୍ୱେବି ସେ ଦିନ ଗଡ଼ାଇ ଚାଲିଥିଲେ ଏବଂ ସେ କୋର୍ଟ ନଯାଇ ତାଙ୍କ ଓକିଲ କୋର୍ଟରେ ହାଜର ହେବେ ବୋଲି କହିଥିଲେ । କିନ୍ତୁ ତାଙ୍କ କଥାକୁ କୋର୍ଟ ମାନି ନଥିଲା ।

କୋର୍ଟ ମଧ୍ୟ ଏହା କହିଛି ଯେ ଶ୍ରଦ୍ଧାଞ୍ଜଳିଙ୍କର ଏଭଳି ଉକ୍ତି ନିରର୍ଥକ ଅଟେ । କାରଣ CBI କୋର୍ଟ ନିୟମ ଅନୁଯାୟୀ ଶ୍ରଦ୍ଧାଞ୍ଜଳି ନିଶ୍ଚିତ ଭାବରେ କୋର୍ଟରେ ହାଜର ହେବା କଥା । ବହୁ ଚର୍ଚ୍ଚିତ ମନୀ ଲେଣ୍ଡରୀଙ୍ଗ ମାମ-ଲାରେ ନୂଆ ମୋଡ଼ ଆସିଛି । ଅନ୍ୟତମ ଅଭି-ଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଦାଲତି ଝଟକା ମିଳିଛି ।

କିଛି ମାସ ତଳେ ଅର୍ଚ୍ଚନା ନିଜେ ଗଣମାଧ୍ୟମରେ କହିଥିଲେ ଯେ ଶ୍ରଦ୍ଧାଞ୍ଜଳି କୁଆଡ଼େ ଯାଇ ହାନିମୋନ ପ୍ୟାକେଜରେ ବୁଲୁଛି ଏବଂ ରୋମା-ନ୍ସ କରି ସମୟ ବିତାଉଛି । କିନ୍ତୁ ତଥାପି ତାଙ୍କୁ କାହିଁକି କୋର୍ଟକୁ ଟଣା ଯାଉ ନାହିଁ ଏବଂ ଗିରଫ କରାଯାଉ ନାହିଁ । ଆଉ ବର୍ତ୍ତମାନ ସମୟରେ ଏହିଭଳି କିଛି କୋର୍ଟର ତାଗିଦ ଦେଖିବାକୁ ମିଳିଛି ।

ଯାହାକି ଶ୍ରଦ୍ଧାଞ୍ଜଳିଙ୍କୁ ସିଧା ସିଧା କୁହାଯାଇଛି ସେ ଆସି କୋର୍ଟରେ ହାଜର ହୁଅନ୍ତୁ ବୋଲି । ତେବେ ଅର୍ଚ୍ଚନା ନାଗ ହନୀ ଟ୍ରାପ ମାମ-ଲାରେ ସନ୍ଦିଗ୍ଧ ଶ୍ରଦ୍ଧାଞ୍ଜଳି ବେହେରା ଗତ ୨୪ ତାରିଖରେ କୋର୍ଟରେ ହାଜର ହୋଇ ନଥିବା ଜଣା ପଡ଼ିଥିଲା । ତେଣୁ ସେ ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ । ସମୟ ମାଗିବା ସତ୍ତ୍ୱେବି ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହୋଇ ନଥିଲେ । ଆଉ ବର୍ତ୍ତମାନ କୋର୍ଟ ଏଭଳି ତାଗିଦ କରି କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚନ୍ଦଙ୍କୁ ହାଇକୋର୍ଟ ଜା-ମିନ ଦେଇଥିଲେ । ପୁଣି ଜଗବନ୍ଧୁଙ୍କ ନାମରେ ତିନୋଟି ମାମ-ଲା ରହିଛି । ସେହି ତିନୋଟି ମଧ୍ୟରୁ ଗୋଟିଏରେ ସର୍ତ୍ତ ମୂଳକ ଜା-ମିନ ମିଳିଛି । କିନ୍ତୁ ଅର୍ଚ୍ଚନାଙ୍କ ନାମରେ ଏକାଧିକ ମାମ-ଲା ରହିଥିବାରୁ ଏବେ ସୁଦ୍ଧା ସେ ଜେ-ଲରୁ ବାହାରି ପାରୁ ନାହାଁନ୍ତି ।

Leave a Reply

Your email address will not be published. Required fields are marked *