ସୀମା ସଚିନ ହେବେ ମାଲେ ମାଲ ମିଳିଲା ଲକ୍ଷେ ଟଙ୍କିଆ ଚାକିରି ।

ସୀମା ଆଉ ସଚିନ ଏବେ ହୋଇଯିବେ କୋଟି ପତି । ସୀମା ହାଇଦର ଓ ସଚିନଙ୍କ ଭାଗ୍ୟ ଆକାଶରେ ଉଇଁବାକୁ ଯାଉଛି ନୂଆ ଏକ ସୁରୁଜ । ସୀମା ଓ ସଚିନ ଏବେ ଦୁହେଁ ମିଶି ଖୁସିରେ କରିବେ ସଂସାର । କାରଣ ସୀମା ଆଉ ସଚିନଙ୍କ ଭାଗ୍ୟ ବଦଳାଇ ଦେବାକୁ ଯାଉଛନ୍ତି ଭଗବାନ । ହଁ ବନ୍ଧୁଗଣ ପାକିସ୍ତାନୀ ମହିଳା ସୀମା ହାଇଦର ଓ ସଚିନଙ୍କୁ ନେଇ ନିକଟରେ ବେଶ୍ ଚର୍ଚ୍ଚା ଲାଗି ରହିଲା । ଦୁହେଁ ବହୁତ ଅସୁବିଧାରେ ଚାଲୁଥିବା ଖବର ମଧ୍ୟ ସାମ୍ନାକୁ ଆସିଲା । ଆଉ ଏହି ଖବର ଆସିବା ପରେ ବର୍ତ୍ତମାନ ସୀମା ଆଉ ସଚିନଙ୍କ ପାଖକୁ ଛୁଟୁଛି ଚାକିରିର ସୁଅ ।

ସୀମା ଆଉ ସଚିନ ଦୁହେଁ ମିଶି ଏବେ ହେବାକୁ ଯାଇଛନ୍ତି କୋଟି ପତି । ତାଙ୍କର ଦୁଃ-ଖ ଜାଣିବା ପରେ ତାଙ୍କୁ ଅନେକ କମ୍ପାନୀ ମାଲିକ ଭଲ ଭଲ ସାଲାରି ପ୍ୟାକେଜରେ ଆସି ଚାକିରି ଦେବାକୁ ଆଗଭର ହେଉଛନ୍ତି । କାରଣ ସୀମା ହାଇଦରଙ୍କର ଚାରୋଟି ଛୁଆ ଥିବା ବେଳେ ସଚିନ ଓ ସୀମା ଦୁହେଁ ଚଳିବାକୁ ନା ନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ନିଜ ଭଲ ପାଇବା ପାଇଁ ସୀମା କହୁଥିଲେ ମୁଁ ମରିବି ତ ଭାରତରେ ମରିବି ହେଲେ କେବେ ହେଲେ ମଧ୍ୟ ମୁଁ ଆଉ ପାକିସ୍ତାନ ଫେରିବି ନାହିଁ ।

ସୀମା ଆଉ ସଚିନ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି । ଦୁହିଁଙ୍କୁ ନେଇ ଅନେକ ଅସୁବିଧା ଆସିଥିଲେ ମଧ୍ୟ କେହି କାହାର ସାଥ ଛାଡ଼ି ନାହାନ୍ତି । ସୀମାଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳିଥିବା ବେଳେ ସଚିନ କିନ୍ତୁ ସିମାଙ୍କ ଉପରୁ ଭରଷା ଉଠାଇ ନାହାଁନ୍ତି । ସଚିନ ସବୁବେଳେ ଶୀମାଙ୍କୁ ଭଲ ପାଇବା ଦେଇ ଆସିଛନ୍ତି । ହେଲେ ଖବର ଅନୁଯାୟୀ ଏଇ କିଛି ଦିନ ହେବ ସଚିନ ଓ ସୀମା ଦୁହେଁ ଆର୍ଥିକ ସ-ଙ୍କଟ ଦେଇ ଗତି କରୁଥିଲେ ।

ଏହି ଖବର ପାଇବା ପରେ ବର୍ତ୍ତମାନ ସୀମା ଆଉ ସଚିନଙ୍କ ପାଖକୁ ଚାକିରିର ସୁଅ ଛୁଟୁଛି । ସୀମା ଆଉ ସଚିନ ଦୁହେଁ ମିଶି କରିବେ ନୂଆ ଚାକିରି । ମାସକୁ ଦୁହିଁଙ୍କ ଦରମା ରହିଛି 50 ହଜାର ଟଙ୍କା । ତେବେ ଦୁହେଁ ମିଶି ମାସକୁ ଲକ୍ଷେ ଟଙ୍କା ରୋଜଗାର କରିବାକୁ ଯାଉଛନ୍ତି । ଆଉ ଏହି ସୁଯୋଗ ଦେଇଛନ୍ତି ଗୁଜୁରାଟର ଜଣେ ବ୍ୟକ୍ତି । ତେବେ ସୀମା ଆଉ ସଚିନଙ୍କ ଏବେ ବେଶ୍ ଖୁସି ଥିବା କୁହାଯାଉଛି । କାରଣ ସେମାନଙ୍କ ଭାଗ୍ୟ ଆକାଶରେ ଉଁଇଁବାକୁ ଯାଉଛି ଖୁସିର ନୂଆ ସୁରୂଜ ।

Leave a Reply

Your email address will not be published. Required fields are marked *