ବିଗିଡ଼ିଲା ସୀମା ହାଇଦରର ସ୍ୱାସ୍ଥ୍ୟବସ୍ଥା , ପୋ-ଲିସ ଜେ-ରା ବେଳେ ପିଇଲା ୧୨ ଗ୍ଲାସ ପାଣି

ଆକ୍ସନ ମୋଡରେ ୟୁପି ପୋ-ଲିସ , ଏବେ ସବୁ ପ୍ରସ୍ତୁତି ସାରି କରୁଛି ସୀମା ହାଇଦରକୁ ଜେ-ରା । ସବୁ ସତ ବାହାର କରିବା ପାଇଁ ଲାଗି ପଡ଼ିଛି ପୋ-ଲିସ ଆଉ ଏଥିରେ ସେ କିଛି ବି ସମସ୍ୟା ଚାହୁଁନାହିଁ । ଧିରେ ଧିରେ କରି ସବୁ ସତ ବାହାର କରିବା ଲକ୍ଷ୍ୟରେ ରହିଛି ୟୁପି ପୋ-ଲିସ ଆଉ ଏଥିପାଇଁ ସେ ଗତକାଲି ଉଠାଇ ନେଇଛି ସୀମା ହାଇଦରକୁ । ସଚିନର ଘରେ ପଶି ଯାଇଥିଲା ପୋ-ଲିସ ଆଉ ଉଠାଇ ନେଇଥିଲା ସୀମାକୁ । ଏହା ପରେ ଆ-କ୍ସନ ମୋଡ କୁ ଆସିଥିଲା ଆଉ ଦେଖାଇଥିଲା ନିଜର ଜଲସା ।

କିନ୍ତୁ କିଛି ହେବା ଆଗରୁ ସରି ଯାଇଥିଲା ତଦନ୍ତ । କାହିଁକି ନା ସୀମାର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଆଉ ତାପରେ ପୋ-ଲିସକୁ ତ-ଦନ୍ତ ବନ୍ଦ କରିବାକୁ ପଡ଼ିଥିଲା । ତେବେ ସୂଚନା ଅନୁଯାୟୀ , ଆମେ କହୁଛୁ ପାକିସ୍ଥାନରୁ ଭାରତ ଆସିଥିବା ସେହି ସୀମା ହାଇଦରର କଥା । ଯିଏ ନିଜ ପ୍ରେମ ପାଇଁ ଆସିଥିଲା ସିଧା ପାକିସ୍ଥାନରୁ ଭାରତ । ଜଣେ ବିବାହିତା ନାରୀ ଥିଲେ ସୀମା । ଆଉ ଏହାରି ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ । ଭାରତୀୟ ପ୍ରେମରେ ପଡ଼ି ଯାଇଥିଲେ ସୀମା ଆଉ ନିଜକୁ ଅଟକାଇ ପାରି ନଥିଲେ ।

ଏପଟେ ଭାରତର ସଚିନଙ୍କ ମନରେ କେବଳ ଜଣକ ନାମ ରହିଥିଲା ଆଉ ତାହା ହେଉଛି ସୀମା । ଦୁହେଁ ଦୁହିଁଙ୍କୁ ପ୍ରେମ କରି ନେଇଥିଲେ । ଜୀବନରେ ଆଉ କାହାକୁ ବାଛିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ଦୁହେଁ ନିଷ୍ପରି ନେଇଥିଲେ ଦେଖା କରିବା ପାଇଁ । ସୁଦୂର ପାକିସ୍ତାନରୁ ଭାରତ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ ସୀମା । ଆଉ ନିଜ ପ୍ରେମିକଙ୍କୁ ଦେଖା କରିବା ପାଇଁ ପାକିସ୍ତାନ ଛାଡି , ନିଜ ପରିବାର ଏବଂ ସ୍ବାମୀଙ୍କୁ ମଧ୍ୟ ଛାଡି ଦେଇଥିଲେ ସୀମା ଆଉ ସିଧା ଆସି ଭାରତ ପହଞ୍ଚି ଯାଇଥିଲେ ।

ଆଉ ଏପଟେ ପ୍ରେମିକ ସଚିନ ମଧ୍ୟ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ରହିଥିଲେ ତତ୍ପର ଆଉ ଏତେ ଦିନ ପରେ ନିଜ ପ୍ରେମିକାଙ୍କୁ ଦେଖି ଖୁସି ହୋଇଥିଲେ ସଚିନ୍ । ତେବେ ପରେ ୟୁପି ପୋ-ଲିସ କାନରେ ବାଜିଥିଲା ସବୁ ପ୍ରେମ କାହାଣୀ । ଆକ୍ସନ ମୋଡରେ ଆସିଥିଲା ୟୁପି ପୋ-ଲିସ । ଆଉ ସୀମା ହାଇଦରକୁ ପଚ-ରା ଉ-ଚରା କରିବା ପାଇଁ ନେଇ ଥିଲା । ଏହାପରେ କିଛି ହିଁ ପ୍ରଶ୍ନ ପଚାରିବା ପରେ ସୀମାର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇ ଯାଇଥିଲା ଆଉ ସେ ପିଇବାକୁ ଲାଗିଥିଲା ୧୨ ଗ୍ଲାସ ପାଣି । ଏହାପରେ ପୋ-ଲିସ ଆଉ ତାକୁ ପଚ-ରା ଉ-ଚରା କରିବା ବନ୍ଦ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *