ଶ୍ୱଶୁର ନାହାଁନ୍ତି , ହେଲେ ଶାଶୁ ଅଛନ୍ତି ଗର୍ଭବତୀ !!! ଆଉ ସତ ଥିଲା କିଛି ଏଭଳି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି ଘ-ଟଣା ବାସ୍ତବରେ ଅସମ୍ଭବ ଅଟେ । ଜଣେ ମହିଳା ବିବାହ ପରେ ନିଜ ଶାଶୁ ଘରକୁ ଯାଆନ୍ତି । ନୂଆ ଘର ଏବଂ ନୂଆ ଲୋକ ଏବଂ ସ୍ୱାମୀଙ୍କ ସହିତ ମିଳିମିଶି ରହନ୍ତି ଏବଂ ନିଜର ବୋହୂ ହେବାର କର୍ତ୍ତବ୍ୟ ସଠିକ ଭାବରେ ତୁଲାନ୍ତି । ଏପଟେ ସ୍ୱାମୀ ରହନ୍ତି ବାହାରେ । ଆଉ ଏହାରି ମଧ୍ୟରେ ଶ୍ୱଶୁରଙ୍କ ମୃ-ତ୍ୟୁ ପରେ ପରେ ଦୁଇ ବର୍ଷ ବିତିଯାଏ । ସ୍ୱାମୀ ବାହାରେ ଏବଂ ଶାଶୁ ବୋହୂ ହିଁ ଘରେ ରହନ୍ତି । ଶାଶୁଙ୍କ ବୟସ ବଢ଼ିବା ସହିତ ଶରୀର ମଧ୍ୟ ଅସୁସ୍ଥ ହେବାରେ ଆରମ୍ଭ କରିଥାଏ ।

ଆଉ ବୋହୂ ମଧ୍ୟ ନିଜ ଶାଶୁର ସେବା ଶୁଶ୍ରୁଷା କରିବା ଆରମ୍ଭ କରିଦିଏ । ତେବେ ଖାଲି ଯେ ଦେହ ଖରାପ ତାହା ନୁହେଁ , ଧୀରେ ଧୀରେ ଶାଶୁଙ୍କ ପେଟ ମଧ୍ୟ ବଢ଼ିବାରେ ଲାଗିଥାଏ । ଯାହାକୁ ଦେଖି ବୋହୂ ବ୍ୟସ୍ତ ହୋଇ ନିଜ ଶାଶୁଙ୍କୁ ଡାକ୍ତର ଦେଖାଇବାକୁ ଜିଦ ଧରିବସେ । ଏମିତିକି ଶାଶୁଙ୍କୁ ନେଇ ହସ୍ପିଟାଲରେ ଚେକଅପ କରାଏ ।

କିନ୍ତୁ ତାହାପରେ ଡାକ୍ତର ରି-ପୋର୍ଟ ଯାହା ଦିଅନ୍ତି ତାହା ଶୁଣିବା ପରେ ବୋହୂ ଜଣଙ୍କର ପାଦ ତଳୁ ମାଟି ଖସିଯାଏ । ରି-ପୋର୍ଟ ଅନୁଯାୟୀ ତାଙ୍କ ଶାଶୁ ଗର୍ଭାବତୀ । ଯାହାକୁ ସେ ବିଶ୍ୱାସ କରି ପାରନ୍ତି ନାହିଁ । ଆଉ ଏହାକୁ ସେ ନିଜ ଶାଶୁଙ୍କୁ ମଧ୍ୟ ପଚାରିବାକୁ ଲାଗନ୍ତି । ଶ୍ୱଶୁରଙ୍କ ମୃ-ତ୍ୟୁକୁ ଏପଟେ ୨ ବର୍ଷ ବିତି ଗଲାଣି । ତେଣୁ ଶାଶୁ ଉପରେ ସ-ନ୍ଦେହ କରି ବୋହୂ ଜଣକ ନଜର ରଖେ ତାଙ୍କ ଗତିବିଧି ଉପରେ ଏବଂ ଶାଶୁ କୁଆଡ଼େ ଯାଉଛି ତାହାକୁ ମଧ୍ୟ ନଜର ରଖେ ।

ଏମିତି ରାତିରେ ଶାଶୁକୁ ବାହାରକୁ ଯାଉଥିବାର ଦେଖିଲା ବୋହୂ ଏବଂ ନିଜ ଶାଶୁ ଉପରେ ଅନେକ ଲାଂଛଣା ଲଗାଇବା କଲା । ଏପଟେ କିନ୍ତୁ ଚେକଅପ କରାଇଥିବା ଡାକ୍ତର କହିଲେ ଯେ ଅନ୍ୟ ମହିଳାଙ୍କ ରିପୋର୍ଟକୁ ଭୁଲରେ ତାଙ୍କ ଶାଶୁଙ୍କର ରିପୋର୍ଟ ଭାବି ଦିଆଯାଇଛି । ଯାହାକୁ ବୋହୂ ଭାବିନିଏ ଯେ ବୋଧହୁଏ ଶାଶୁ ଡାକ୍ତରଙ୍କୁ ମଧ୍ୟ ଟଙ୍କା ଦେଇ ମି-ଛ କହିବାକୁ କହିଛି । କିନ୍ତୁ ବାସ୍ତବରେ ତାଙ୍କ ଶାଶୁ କ୍ୟାନ୍ସର ପୀ-ଡ଼ିତ ବୋଲି କହନ୍ତି ଡାକ୍ତର । ଆଉ ଏହା ଜାଣିବା ପରେ ବୋହୂକୁ ଆହୁରି ଅଧିକ ଝଟକା ଲାଗେ । ନିଜ ମା’ ସମାନ ଶାଶୁଙ୍କ ଉପରେ ଏଭଳି ଅଭି-ଯୋଗ କରିଥିବାରୁ ଶାଶୁଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଥାଏ ବୋହୂଟି । ତେବେ ଆପଣ ବୁଝି ରଖନ୍ତୁ ଯେ କାହାକୁ କିଛି କହିବା ପୂର୍ବରୁ ସଠିକ କଥା ଜାଣିବାର ଯଥାର୍ଥ ରହିଛି ।

Leave a Reply

Your email address will not be published. Required fields are marked *