ରାତି ଅଧରେ ମିଠା ! ରୂପା ଏବଂ ପିଣ୍ଟୁଙ୍କ ଘରକୁ ଆସିଲା ଏହି ଖୁସି ଖବର ଜାଣନ୍ତୁ :-

ବର୍ତ୍ତମାନ ସମୟରେ ଓଡ଼ିଶାରେ ଖୁବ କମ ସମୟ ମଧ୍ୟରେ ଲୋକପ୍ରିୟ ହୋଇଥିବା ଦମ୍ପତ୍ତି ରୂପା ପିଣ୍ଟୁ ବିଷୟରେ କିଏ ବା ନଜାଣେ ? ଏମିତିରେ ବର୍ତ୍ତମାନ ସମୟରେ ଲୋକପ୍ରିୟ ହେବା ପାଇଁ ସବୁଠାରୁ ଭଲ ଜରିଆ ହେଉଛି ସୋସିଆଲ ମିଡ଼ିଆ । ଯଦି ଆପଣ ନିଜ ଭଲ କାମ ଦ୍ୱାରା କିମ୍ବା ନିଜ ପ୍ରତିଭା ଦ୍ୱାରା ପ୍ରସିଦ୍ଧ ହେବାକୁ ଚାହୁଁଛନ୍ତି ତେବେ ସୋସିଆଲ ମିଡିଆରେ ସହଜରେ ହୋଇ ପାରିବେ କାରଣ ଏହାଦ୍ବାରା ଆପଣଙ୍କ ପ୍ରତିଭା ଦୁନିଆର ସବୁ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଏ ।

ସେହିପରି ରୂପା ଓ ପିଣ୍ଟୁ ମଧ୍ୟ କୌଣସି ଏକ ସମୟରେ ଟିକଟୋକ କରୁ କରୁ ଲୋକପ୍ରିୟ ହୋଇଥିଲେ ଏବଂ ବର୍ତ୍ତମାନ ସେମାନେ ଓଡ଼ିଶାର ଖୁବ ଲୋକପ୍ରିୟ କପଲ ଅଟନ୍ତି । ତାଙ୍କ ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ଫ୍ୟାନ ଫୋଲଇଂ ମଧ୍ୟ ବେଶ ଅଧିକ । ବର୍ତ୍ତମାନ ବିଷୟରେ କହିବାକୁ ଗଲେ ଏହି ଦମ୍ପତ୍ତି ନିଜର ୟୁଟ୍ୟୁବ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ ମାନଙ୍କ ସହିତ ଜ-ଡ଼ିତ ରହନ୍ତି । ସେମାନେ ସମୟ ସମୟରେ ନିଜର ମ୍ୟୁଜିକ ଭିଡ଼ିଓ ମଧ୍ୟ ସେୟାର କରନ୍ତି ।

ତେବେ ରୂପା ଏବଂ ପିଣ୍ଟୁଙ୍କ ବ୍ଲଗ ଚ୍ୟାନେଲ ରେ ସେମାନେ ନିଜର ଦୈନନ୍ଦିନର ଘଟ-ଣାବ-ଳୀକୁ ସେୟାର କରିଥାନ୍ତି ଏବଂ ନିଜ ଜୀବନର କିଛି ଖାସ ମୁହୂର୍ତ୍ତକୁ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଥାନ୍ତି । ତେବେ ବର୍ତ୍ତମାନ ସେମନଙ୍କର ଏକ ନୂଆ ବ୍ଲଗ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ପିଣ୍ଟୁଙ୍କ ଭଉଣୀ ମାନେ ମିଶି ଘର ଲୋକଙ୍କ ସହିତ ପ୍ରାଙ୍କ କରିଛନ୍ତି । ପ୍ରାଙ୍କ ରେ ବାସୀ ମିଠା ପରିବାର ଲୋକଙ୍କୁ ଖୁଆଉଛନ୍ତି ଏବଂ ତାହା ପୁଣି ରାତି ଅଧରେ । ଯାହା ଏହି ଭିଡ଼ିଓରେ ଖାସ ଅଟେ ।

ତେବେ ବାସ୍ତବରେ ଟ୍ୱିସ୍ଟ ଏହା ଯେ ଏହି ମିଠା ଏତେ ଖରାପ ହୋଇ ଯାଇଛି ଯେ ଏହାକୁ ପାଟିରେ ଦେବା ମାତ୍ରେ ହିଁ ଥୁ ଥୁ କରି ବାହାର କରି ଦେଇଛନ୍ତି । ରାତି ଅଧରେ ଏପରି ପ୍ରାଙ୍କ ଦେଖି ଲୋକେ ହସି ହସି ବେ-ଦ-ମ ହୋଇଛନ୍ତି । ମିଠା ଏତେ ଖରାପ ଥିଲା ଯେ ତାକୁ କୁକୁର ବି ଖାଇ ନଥିଲା । ତେବେ ଏହି ଭିଡ଼ିଓ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ସେଥିରେ ଦର୍ଶକଙ୍କର ବେଶ ଭଲ ଭଲ କମେଣ୍ଟ ଆସିଛି ।

Leave a Reply

Your email address will not be published. Required fields are marked *