ପାଠ ପଢିବା ହେଲା କାଳ , ବାହାରେ ଅନ୍ୟ ଯୁବକକୁ ପ୍ରେମ କରି ମହିଳା କଲେ ଏମିତି

ବାହାରକୁ ପାଠ ପଢିବାକୁ ଯାଇଥିଲେ ଯୁବତୀ । ବାପା ମାଆ ତଥା ପରିବାର ଲୋକ ନିଜ ଝିଅକୁ ବାହାରକୁ ପଠାଇ ଦେଇଥିଲେ । ଭାବିଥିଲେ ଝିଅ ଯାଇ ସେଠାରେ ଖୁସିରେ ରହିବ ଆଉ ପାଠ ପଢ଼ିବ । ଏହା ସହିତ ନିଜ ଗୋଡ଼ରେ ନିଜେ ଛିଡା ହେବ । କିନ୍ତୁ ଝିଅ ଏପରି କିଛି କାଣ୍ଡ କରିଦେଲା , ଯାହା ପାଇଁ ବର୍ତ୍ତମାନ ବାପା ମାଆ ଅନୁତାପ କରିବାରେ ଲାଗିଛନ୍ତି । କାହିଁକି ଝିଅକୁ ପାଠ ପଢିବାକୁ ବାହାରକୁ ପଠାଇ ଦେଇଥିଲେ , ତାହାକୁ ନେଇ ବାପା ମାଆ ବର୍ତ୍ତମାନ କା-ନ୍ଦିବାରେ ଲାଗିଛନ୍ତି ।

ତେବେ ହଁ ଆଜ୍ଞା ଆମେ ଆପଣଙ୍କୁ ଆଜି ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ । ସ୍ଵାମୀଙ୍କ ଗୋଟିଏ ଫୋନ୍ କଲ୍ ବଦଳାଇ ଦେଇଥିଲା ଭାଗ୍ୟ ଆଉ ସାଙ୍ଗେ ସାଙ୍ଗେ ନିଜ ପ୍ରେମିକ ସହିତ ମିଶି ଆ-ତ୍ମହ-ତ୍ୟା କରି ଦେଇଥିଲେ ଯୁବତୀ । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି , ବେଙ୍ଗାଲୁରୁ ର କଥାନାପୂର ପୋ-ଲିସ ଷ୍ଟେସନ ଅଧୀନରେ । ପଶ୍ଚିମବଙ୍ଗର ୨୦ ବର୍ଷୀୟ ସମୁନି ଦାସ ବେଙ୍ଗାଳୁରୁ ରେ ନର୍ସିଂ ପାଠ ପଢିବାକୁ ଆସିଥିଲେ ।

ସେ ପୂର୍ବରୁ ବିବାହିତା ମଧ୍ୟ ଥିଲେ । କିନ୍ତୁ ଏଠାରେ ପାଠ ପଢିବା ମଧ୍ୟରେ ତାଙ୍କର ଦେଖା ହୋଇଥିଲା ନର୍ସିଂ ହୋମରେ କାମ କରୁଥିବା ୨୯ ବର୍ଷୀୟ ଆବିଲ ଆବ୍ରାହମ ସହିତ । ଆଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା ଆଉ ଦୁହେଁ ଏକାଠି ରହିବା ପାଇଁ ନିଷ୍ପତି ମଧ୍ୟ ନେଇ ଯାଇଥିଲେ । ଆଉ କିଛି ବର୍ଷ ହେବ ସେମାନେ ଏକାଠି ମଧ୍ୟ ରହିଥିଲେ । ତେବେ ଏପରି ଏକ ଦିନ ଆସିଲା ଯେତେବେଳେ ସମୁନି ନିଜ ଘରକୁ ଯାଇଥିଲେ ଆଉ ସେଠାରେ ନିଜ ପ୍ରେମ ସଂପର୍କ ବିଷୟରେ ଘର ଲୋକଙ୍କୁ କହିଥିଲେ।

ଏହାପରେ ପରିବାର ଲୋକ ଅବାକ୍ ହୋଇ ଯାଇଥିଲେ । ତେବେ ପରେ ସମୁନି ବେଙ୍ଗାଲୁରୁ ଫେରି ଯାଇଥିଲେ । ଆଉ ସେଠାରେ ରହିବା ମଧ୍ୟରେ ଦିନେ ତାଙ୍କ ସ୍ବାମୀଙ୍କ ଗୋଟିଏ ଫୋନ୍ କଲ୍ ଆସିଥିଲା । ଆଉ ଏହାପରେ ବଜାରରୁ ପେଟ୍ରୋଲ କିଣି ଆଣି ସମୁନି ନିଜେ ଆଉ ତାଙ୍କ ପ୍ରେମିକଙ୍କୁ ଜା-ଳି ଦେଇଥିଲେ । ତେବେ ଦୁହିଁଙ୍କ ଚି-ତ୍କାର ଶୁଣି ପଡୋଶୀ ଆସିଥିଲେ । କିନ୍ତୁ ସେଠାରେ ହିଁ ସମୁନି ଆରପାରିକୁ ଚାଲି ଯାଇଥିଲେ ଆଉ ଚିକିତ୍ସାଧୀନ ଅବସ୍ଥାରେ ଆବ୍ରାହମଙ୍କ ମୃ-ତ୍ୟୁ ହୋଇଥିଲା । ତେବେ ସେହି ଫୋନ୍ କଲ୍ ରେ ସ୍ଵାମୀ କଣ କହିଲେ ଏପରି ହୋଇଗଲା ବୋଲି ବର୍ତ୍ତମାନ ତ-ଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *