ବାଟରେ ଯମ ନେଇଗଲା ସ୍ୱାମୀକୁ ବିଧବା ହେଲା ନୂଆ ସିନ୍ଦୂର ପିନ୍ଧିଥିବା ସ୍ତ୍ରୀ ।

ସରିଥିଲା ବାହାଘର ଝିଅ ଜ୍ବାଇଁ ବାହାରିଥିଲେ ଶାଶୁଘର । ଭାଇବି ଭଉଣୀକୁ ଛାଡ଼ିବା ପାଇଁ ଭଉଣୀ ଭେଣେଇଙ୍କ ସହ ବାହାରିଥିଲା । ବିବାହ ପାଇଁ ଦୁଇ ପରିବାରରେ ଖେଳି ଯାଉଥିଲା ଖୁସିର ଲହରୀ । ବନ୍ଧୁ ବାନ୍ଧବ ସାହି ପଡିସା ସମସ୍ତେ ବେଶ୍ ଖୁସି ଥିଲେ । ନୂଆ ନୂଆ ମଥାରେ ସିନ୍ଦୂର ପିନ୍ଧି ଝିଅରୁ ବୋହୁ ହୋଇଥିବା ନବ ବଧୁ । ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ମନରେ ଥିଲା ଅନେକ ଭାବନା । ସବୁ ଝିଅଙ୍କ ପରି ଶାଶୁ ଘର ନୂଆ ଜୀବନ ସାଥିଙ୍କୁ ନେଇ ଆଖିରେ ଆଖିଏ ସ୍ୱପ୍ନ ଥିଲା । ହେଲେ ଦଇବର୍ ଥିଲା କିଛି ଅନତି ବିଚାର । ସବୁ ସ୍ବପ୍ନ ରାତି ପାହିବା ପୂର୍ବରୁ ଭା-ଙ୍ଗି ରୁଜ୍ଜି ଚୁର-ମାର ହୋଇଗଲା ।

ଶାଶୁ ଘରେ ପହଞ୍ଚି ଶାଶୁ ଘରର ଏରୁଣ୍ଡି ବନ୍ଧ ମା-ଡିବା ପୂର୍ବରୁ ଝିଅ ବୋହୁରୁ ସାଜିଲା ବିଧବା । କିଛି କ୍ଷଣରେ ହିଁ ନବ ବଧୂର୍ ସ୍ୱପ୍ନ କୁ ଅଧା ରାସ୍ତାରେ ଭାଙ୍ଗିଦେଲେ ଭଗବାନ । ହଁ ଆଜ୍ଞା ସୁନ୍ଦରଗଡ଼ ଜିଲ୍ଲାରେ ଏକ ଦୁଃ-ଖ ଦାୟକ ଘ-ଟଣା ଘଟିଯାଇଛି । ବାଜା ବଜାଇ ବା-ଣ ଫୁଟାଇ ଶାଶୁ ଘରେ ପହଞ୍ଚିବା ଥିଲା ବର । ରୀତି ନୀତି ଅନୁଯାୟୀ ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ବିବାହ ବି ଶେଷ ହେଲା । ହେଲେ ହଟାତ୍ ଯାହା ଘଟିଗଲା । ତାହା ପରିବାରରେ ଖେଳାଇ ଦେଇଗଲା ସୋକର ଛାୟା । ନବ ବଧୁ ଏକା ସାଥିରେ ହରାଇଲା ଜୀବନ ସାଥି ସହିତ ନିଜ ମାଉସୀ ପୁଅ ଭାଇକୁ ।

ସୁନ୍ଦର୍ ଗଡ ଅଞ୍ଚଳରେ ଘଟିଥିବା ଏହି ଦୁଃ-ଖ ଦାୟକ ଘ-ଟଣା ଅଦିନରେ ସମସ୍ତଙ୍କ ଆଖିରୁ ଝରାଇ ଦେଉଛି ଧାରା ଶ୍ରାବଣର ଲୁହ । ହଁ ଆଜ୍ଞା ଦୁଇ ପରିବାର ଖୁସି ଦୁଃ-ଖରେ ପରିଣତ ହୋଇଛି । ବିବାହ ସାରି ଶାଶୁ ଘରକୁ ଯାଉଥିବା ବେଳେ ମଝି ରାସ୍ତାରେ ଯମ ପୋଛି ଦେଲା ନବ ବଧୂର୍ ମଥାର ସିନ୍ଦୂର । ରାସ୍ତାରେ ଏକ ଟ୍ରକ ସହ କାର ମୁହା ମୁଁହି ଧ-କ୍କା ହେବା ଫଳରେ ବର ଏବଂ କନ୍ୟାଙ୍କ ଭାଇଙ୍କ ଘ-ଟଣା ସ୍ଥଳରେ ମୃ-ତ୍ୟୁ ଘଟିଥିଲା ।

ଆଉ ସେହି ରାସ୍ତାରେ ହିଁ ଭାଙ୍ଗି ରୂଜ୍ଜି ଚୁର-ମାର ହୋଇଯାଇଥିଲା ନବ ବଧୂର୍ ସ୍ୱପ୍ନ । ଏହି ଦୁଃ-ଖଦ ଖବର ଦୁଇ ପରିବାରରେ ଶୋକା-କୁଳ ପରିବେଶ ଖେଳାଇ ଦେଇଥିବା ବେଳେ ନବ ବଧୂ ହୋଇ ପଡୁଛନ୍ତି ଚେତା-ଶୂନ୍ୟ । ସେପଟେ ଏହି ଦୁଃ-ଖଦ ଖବର ଯିଏ ଶୁଣିଛନ୍ତି ସେ କହୁଛନ୍ତି ଭଗବାନ ଏମିତି ଦୁଃ-ଖ କାହାକୁ ବି ନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *