ଭାଇରାଲ ହେଲା ଓଡ଼ିଆ ଯୁବକଙ୍କର ଅଡିଓ କଲ , ଆପଣ ବି ଶୁଣିଲେ ଆପଣଙ୍କର ହୋସ ଉଡିଯିବ

ସୋସିଆଲ ମିଡ଼ିଆର ଯୁଗରେ ଘରେ ବସି ଲୋକମାନେ ଅନେକ ଜିନିଷ ବିଷୟରେ ଜାଣି ପାରୁଛନ୍ତି । ଲୋକମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜ ଫୋନ ମାଧ୍ୟମରେ ବହୁତ କଥା ଜାଣୁଛନ୍ତି ଆଉ ଦେଶ ବିଦେଶର ଖବର ବିଷୟରେ ଅବଗତ ହୋଇ ପାରୁଛନ୍ତି । କାହିଁକି ନା ଆଜିର ଯୁଗ ସମ୍ପୂର୍ଣ୍ଣ ଭାବରେ ସୋସିଆଲ ମିଡ଼ିଆର ଯୁଗ ପାଲଟି ଗଲାଣି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ବ୍ୟବହାର କରିବା ଜାଣି ଗଲେଣି । ପିଲାଟି ଜନ୍ମ ହେଉ ହେଉ ସର୍ବପ୍ରଥମେ ମୋବାଇଲ ଚଳାଇବା ଶିଖି ଯାଉଛି । ପିଲା ମାନେ ଫୋନ ନ ଦେଖି ଖାଦ୍ୟ ମଧ୍ୟ ଖାଉନଥିବା କଥା ସାଧାରଣ ପାଲଟି ଗଲାଣି । ଘରେ ଘରେ ଏବେ ଫୋନ ରହିଛି ଆଉ ସମସ୍ତେ ଏହାର ବ୍ୟବହାର କରିବା ଶିଖିଛନ୍ତି ।

ତେବେ ଅନ୍ୟପକ୍ଷରେ ଆମେ ସମସ୍ତେ ଜାଣିଥିବା ଯେ , ପ୍ରତିଦିନର ଖବର ଏହି ସୋସିଆଲ ମିଡିଆରେ ଆସିଥାଏ । ସେଗୁଡିକ ମଧ୍ୟରୁ କେତେକ ଭିଡ଼ିଓ ଖୁବଶୀଘ୍ର ଭାଇରାଲ ମଧ୍ୟ ହୋଇଯାଏ । କେତେକ ଭିଡ଼ିଓକୁ ଦର୍ଶକ ମାନେ ଅନେକ ମାତ୍ରାରେ ଭଲପାଇବା ଦେଇଥାନ୍ତି । ତେବେ ଏଗୁଡିକ ମଧ୍ୟରୁ କେତେକ ଭିଡ଼ିଓରେ ଅନେକ ଆଶ୍ଚର୍ଯ୍ୟକର ଜିନିଷ ଦେଖିବାକୁ ମିଳିଥାଏ ତ ଆଉ କେତେକ ଖୁବ ମଜାଳିଆ ହୋଇଥାଏ । ତେବେ ମଜାଳିଆ ଭିଡ଼ିଓ ଗୁଡିକୁ ସମସ୍ତେ ଦେଖିବାପାଇଁ ବହୁତ ଭଲ ପାଇଥାନ୍ତି । କାରଣ ଏଗୁଡିକ ମନକୁ ଛୁଇଁ ଦେଇଥାଏ । ତେବେ ଏଭଳି ଏକ ମଜାଳିଆ ଭିଡ଼ିଓ ବର୍ତ୍ତମାନ ସମୟରେ ଭାଇରାଲ ହୋଇଅଛି , ଯାହାକୁ ଶୁଣିଲା ପରେ ଆପଣ ପେଟ ଧରି ହସିବେ । ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଅଛି ।

https://youtu.be/nU0W_rkglac

ତେବେ ଆପଣ ଏହି ଭିଡ଼ିଓକୁ ଦେଖିଲେ ଜାଣିପାରିବେ ଯେ , ଭିଡ଼ିଓଟି ବାସ୍ତବରେ କେତେ ମଜାଳିଆ ଅଟେ । ତେବେ ଆସନ୍ତୁ ସେହି ଭିଡ଼ିଓ ବିଷୟରେ ଜାଣିବା । ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଗୋଟିଏ ଅଡିଓ କଲ ଭାଇରାଲ ହୋଇଥିଲା । ଯାହା ସମସ୍ତଙ୍କୁ ବହୁଳ ମାତ୍ରାରେ ହସାଇଥିଲା । ତେବେ ଏହି ଅଡିଓ ରେକର୍ଡରେ ଆପଣ ଶୁଣିପାରିବେ କି , ଜଣେ କଷ୍ଟମର କେୟାର ଜଣେ ଉପଭୋକ୍ତା ବା ଗ୍ରାହକଙ୍କୁ ଫୋନ କରିଛନ୍ତି । ଆଉ ସେ ତାଙ୍କୁ ତାଙ୍କର କୌଣସି ଜିନିଷ ଆସିଛି ବୋଲି ଅବଗତ କରାଉଛନ୍ତି । ଆଉ ତାକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆସି ନେଇ ଯିବାପାଇଁ କହୁଛନ୍ତି । କିନ୍ତୁ ମଜାଳିଆ କଥା ଏହା ଯେ , କଷ୍ଟମର କେୟାରର ମହିଳା ଜଣକ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି ଆଉ ବ୍ୟକ୍ତି ଜଣକ ହିନ୍ଦୀରେ କଥାବାର୍ତ୍ତା ହୋଇ ପାରୁନାହାଁନ୍ତି । ଆଉ ତାଙ୍କ ସହ ସେ ହିନ୍ଦୀ ସହ ଓଡ଼ିଆ ମିଶାଇ କଥା ହୋଇ ଯାଉଛନ୍ତି ।

ଏହାବ୍ୟତୀତ ବ୍ୟକ୍ତି ଜଣକ ତାଙ୍କୁ ପଚାରୁଛନ୍ତି କି , ଆପଣ ଓଡ଼ିଆ ବୁଝି ପାରୁଛନ୍ତି କି । ତେବେ ଅନ୍ୟପକ୍ଷରେ ବ୍ୟକ୍ତି ଜଣକ କଥାବାର୍ତ୍ତା କରି ନିଜେ ନିଜେ ହସି ପକାଉଛନ୍ତି । ତେବେ ବାସ୍ତବରେ ଏହି ଭିଡ଼ିଓଟି ଅତ୍ୟନ୍ତ ମଜାଳିଆ ଅଟେ । ଯାହାକୁ କେବଳ ଆପଣ ଶୁଣିଲା ପରେ ହିଁ ଜାଣିପାରିବେ । ଏହା ଲକ୍ଷ ଲକ୍ଷ ଲୋକଙ୍କୁ ହସାଇବାର ମାଧ୍ୟମ ପାଲଟି ଯାଇଛି । ଯିଏବି ଏହି ଭିଡ଼ିଓକୁ ଦେଖୁଛନ୍ତି ଆଉ ଅଡିଆ ଶୁଣୁଛନ୍ତି , ସେ ହସି ହସି ବେଦମ ହୋଇ ଯାଉଛନ୍ତି । ତେବେ ଯୁବକଙ୍କର ଏଭଳି କଥାବାର୍ତ୍ତା କରିବାର ଢଙ୍ଗ ସତରେ ବହୁତ ଅଲଗା ଅଟେ । ଯାହାକୁ ଶୁଣି ଲୋକେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ବହୁତ ଭଲପାଇବା ମଧ୍ୟ ଦେବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *