ମୋ ପୁଅକୁ ପ୍ରେମ କରି ବାହା ହେଲା ,11ଲକ୍ଷ ପାଇଁ ଧରମ ଭାଇ ସହ ମିଶି ମା-ରିଦେଲା

ଏମିତି ବି ଆସିପାରେ ମୃ-ତ୍ୟୁ । ଏମିତି ବି ନେଇଯାଇ ପାରେ ଯମ । ଖୁସିର ପରିବେଶ ମଧ୍ୟରେ ହଟାତ ଖେଳାଇ ଦେଇ ପାରେ ଦୁଃ-ଖର କଳା ବାଦଲ । ନିଜ ଗେଲ୍ହା ଭଉଣୀକୁ ବିବାହ ଦେବା ପାଇଁ ଭାଇ ଯାଇଥିଲା ଭଉଣୀ ଘରକୁ ନି-ର୍ବନ୍ଧ କାର୍ଯ୍ୟ କରିବାକୁ । ରାତି ଟା ପାଇ ସକାଳ ହୋଇଥିଲେ ଭଉଣୀର ହୋମ ନି-ଆଁ ଜ-ଳିଥାନ୍ତା ଭାଇ ତାର ଭେଣେଇଙ୍କୁ ବରଣୀ କରି ଘରକୁ ଆଣିଥାନ୍ତା ।

ଭେଣେଇର ପାଦ ଧୋଇ ଦେଇ ଭାଇ ଭେଣେଇ ପିଠିରେ ଦେଇଥାନ୍ତା ଶଳା ବିଧା । ହେଲେ ସତେ ଯେପରି ଏତେ ସ୍ୱପ୍ନକୁ ରାତି କମ ପଡିଯାଇଥିଲା । ଏତେ ସ୍ୱପ୍ନକୁ ରାତି ନଥିଲା ପରି ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଭାଇର ଭଉଣୀକୁ ବାହା ଦେବାର ସ୍ୱପ୍ନ ସମାଧି ନେଇଗଲା । ଭଉଣୀକୁ କନିଆ ବେଶରେ ଦେଖିବାର ଇଚ୍ଛା ଇଚ୍ଛାରେ ରହିଗଲା କାରଣ ଭଉଣୀର ହୋମ ନି-ଆଁ ଜ-ଳିବା ପୂର୍ବରୁ ଭାଇର ଜଳିଲା ଜୁଇ । ଯେଉଁ ପରିବାର ଖୁସିରେ ଫାଟି ଫାଟୁଥିଲା ସେହି ପରିବାରରେ ଖେଳିଗଲା ଶୋ-କର ଛାୟା । ଦେଖୁ ଦେଖୁ ଆଖି ପିଛୁଳାକେ ସମସ୍ତଙ୍କ ଓଠରୁ ହସ ଲିଭି ଯାଇ ସଙ୍ଗେ ସଙ୍ଗେ ଆଖିରେ ଭରିଗଲା ଲୁହ ।

ଭଉଣୀର ନିର୍ବନ୍ଧ ପାଇଁ ଯାଇଥିବା ଭାଇ ଗାଡି ଦୁର୍ଘ-ଟଣାରେ ଆଖି ବୁଝିଦେଲା । ଭଉଣୀର ନିର୍ବନ୍ଧ ପାଇଁ ଯାଇଥିବା ଭାଇ ଯେଉଁ ବୋଲର ଗାଡ଼ିରେ ବସିଥିଲା ତାହା ଦୁର୍ଘ-ଟଣା ଗ୍ରସ୍ତ ହୋଇ ପଡିଥିଲା । ଆଉ ରାସ୍ତା ଉପରେ ବୋଲର ଗାଡିଟି ହୁତୁହୁତୁ ହୋଇ ଜ-ଳିବାକୁ ଆରମ୍ଭ କଲା । ଏହା ଦେଖି ସମସ୍ତେ ହାଲା କଲେ ହେଲେ ନି-ଆଁର ପ୍ରଖର ଆଁ ପାଖରେ ସମସ୍ତେ ହାର ମାନି ଗଲେ ।

ସେହି ହୁତୁହୁତୁ ହୋଇ ଜ-ଳୁଥିବା ବୋଲର ଗାଡ଼ିରେ ବସିଥିଲା ଭଉଣୀର ଭାଇ । ଯିଏ ଅନେକ ଦିନ ପୂର୍ବରୁ ସ୍ୱପ୍ନ ଦେଖୁ ଥିଲା ତା ଭଉଣୀକୁ କିପରି ବିବାହ କରିବ । କିପରି ସଯ ହେବ ତା ଭଉଣୀ । ତା ଭଉଣୀ ତା ବାହାଘର ଦିନ କିପରି ବୋହୁ ବେଶରେ ବଧୁ ସାଜିବ । ଯିଏ କେହି ମଧ୍ୟ ଭଉଣୀର ବାହାଘର ଦେଖିବାକୁ ମନେ ମନେ ଏତିକି ପ୍ରସ୍ତୁତି କରିବା ସାଧାରଣ କଥା । କାରଣ ଭଉଣୀ ଥିଲା ତିନି ଭାଇଙ୍କର ଭାରି ଗେଲ୍ହା ।

ହେଲେ ଭାଗ୍ୟର ବିଡମ୍ବନା । ନିୟତିର ଥିଲା ଅଦ୍ଭୁତ ଖେଳ । ଭଉଣୀର ସଵାରୀ ଉଠିବା ପୂର୍ବରୁ ଭାଇର କୋକେଇ ଉଠିଲା । ଯେଉଁ ପରିବାରରେ ବିବାହକୁ ନେଇ ଶୁଭ କାର୍ଯ୍ୟକୁ ନେଇ ପ୍ରସ୍ତୁତି ଜୋର ସୋରରେ ଚାଲିଥିଲା ସେହି ପରିବାରରେ ଖେଳିଗଲା ଦୁଃ-ଖର କଳା ପାହାଡ଼ । କାନ୍ଦ ବୋବାଲିରେ ଫାଟି ପଡିଲା କେବଳ ପରିବାର ନୁହେଁ ସାରା ଗାଁ ।

ଆଉ ସଙ୍ଗେ ସଙ୍ଗେ ଖେଲିଗଲା ଦୁଃ-ଖର କଳା ପାହାଡ଼ । ଭଉଣୀର ନିର୍ବନ୍ଧ ସାରି ଫେରୁଥିବା ବେଳେ ହଟାତ ଗାଡିଟି ଦୁର୍ଘ-ଟଣା ଗ୍ରସ୍ତ ହୋଇ ଜଳିବାକୁ ଲାଗିଲା । ପଛ ସିଟରେ ବସିଥିବା ତିନି ଭାଇଙ୍କ ମଧ୍ୟରୁ ଦୁଇ ଭାଇ ପ୍ରାଣ ବିକଳରେ ବାହାରକୁ ବାହାରି ଆସି ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିବା ବେଳେ ଆଉ ଗୋଟେ ଭାଇ କିନ୍ତୁ ସେ ଜ-ଳୁଥିବା ହୁତୁହୁତୁ ନି-ଆଁର ଆଁରୁ ନିଜକୁ ର-କ୍ଷା କରିବା ପାଇଁ ସମର୍ଥ ହୋଇ ନଥିଲା ।

ଦୁଇ ଭାଇ ଏବଂ ସ୍ଥାନୀୟ ଲୋକେ ବେଶ ଅଧିକ ପରିଶ୍ରମ କରିଥିଲେ ହେଲେ କିନ୍ତୁ ଆଉ ଗୋଟେ ଭାଇକୁ ଉ-ଦ୍ଧାର କରିବାରେ ସେମାନେ ମଧ୍ୟ ସକ୍ଷମ ହୋଇ ପାରିନଥିଲେ । ନି-ଆଁ ର ଆଁରୁ ର-କ୍ଷା କରିବା ସେମାନଙ୍କ ପାଇଁ ମଧ୍ୟ ହୋଇ ପଡ଼ିଥିଲା କଷ୍ଟ ସାଧ୍ୟ । ଆଉ ଶେଷରେ ଭାଇ ଜ-ଳି ଯାଇଥିଲା ସେହି କାଳ ନି-ଆଁରେ । ଆଉ ଯେତେବେଳେ ଏହି ଖବର ପବନ ବେଗରେ ଚାରି ଆଡ଼େ ବ୍ୟାପି ଯାଇଥିଲା ସମସ୍ତଙ୍କ ଆଖିରୁ ଲୁ-ହ ଝରିଆସିଥିଲା । ଭଉଣୀ ଛାତି ଫଟାଇ କା-ନ୍ଦୁଥିଲା ଭାଇଲୋ ତୁ କୁଆଡେ ଗଲୁ ।

Leave a Reply

Your email address will not be published. Required fields are marked *