ଝିଅ ସହିତ ବାପା କଲା ଏମିତି , ମାଟି ତଳେ ପୋତିଦେଲା ଝିଅକୁ ଆଉ ତାପରେ ….

ଆପଣ ଅନେକ ବାପା ଦେଖିଥିବେ କିନ୍ତୁ ଏପରି ଜଣେ ହୃଦ-ୟହୀନ ବାପାଙ୍କୁ କେବେ ଦେଖି ନଥିବେ । ଜଣେ ବାପା ନିଜ ସହିତ କେବେ ଏମିତି କରିପାରିବେ ବୋଲି କେହି ମଧ୍ୟ ସ୍ୱପ୍ନରେ ଭାବି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବାପା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ବି ଛି ଛି କରିବେ । ଜଣେ ବାପା ଏତେ ନି-ର୍ଦ୍ଦୟ ହୋଇପାରିଲେ ତାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ।

ଜଣେ ବାପା ନିଜ ଝିଅକୁ ମାଟି ତଳେ କେମିତି ପୋତି ଦେଲା ଆଉ ନିଜକୁ ବଞ୍ଚାଇବା ପାଇଁ କୁଆଡେ ଫେ-ରାର ହୋଇଗଲା ଯେ ତାର ପତ୍ତା ମିଳି ପାରିନାହିଁ । ତେବେ ହଁ ଆଜ୍ଞା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥା-ନା ଅଞ୍ଚଳରେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି , ଯାହାକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା। ଆଉ ଏହି ଘ-ଟଣା ବିଷୟରେ ଶୁଣିବା ପରେ ସମସ୍ତେ ଗୋଟିଏ କଥା କହିବାରେ ଲାଗିଛନ୍ତି ଛି ଛି ଏମିତି ବାପା କାହାକୁ ନ ମିଳୁ । ଜଣେ ବାପା ଏମିତି କେମିତି କରିଲେ , ସେ କଥା ସମସ୍ତେ କହୁଛନ୍ତି ।

ତେବେ ସୂଚନା ଅନୁସାରେ , ଫିରିଙ୍ଗିଆ ଥା-ନା ତଳଦଣ୍ଡିକା ପଞ୍ଚାୟତ ଅଧୀନରେ ଥିବା ଜୋକ ଗାଆଁ ନିକଟସ୍ଥ କରଣା ଜଙ୍ଗଲରୁ ଗତକାଲି ଜଣେ ନାବା-ଳିକା ଝିଅର ମୃ-ତଦେ-ହ ମାଟି ତଳୁ ଉ-ଦ୍ଧାର କରାଯାଇଛି । ପ୍ରାୟ ୧୭ ଫୁଟ ମାଟି ଖୋଳି ଜଣେ ୧୭ ବର୍ଷୀୟା ନାବାଳିକା ଝିଅର ଶ-ବକୁ ଉ-ଦ୍ଧାର କରିଛି ନୂଆଗାଁ ପୋ-ଲିସ । ତେବେ ଝିଅକୁ ମାଟିତଳେ କିଏ ପୋ-ତିଲା ଆଉ ଏମିତି କେମିତି ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ତେବେ ଏହି ମୃ-ତଦେ-ହ ନୟାଗଡ଼ ଜିଲ୍ଲା ନୁଆଗାଁ ଥା-ନା ଅନ୍ତର୍ଗତ ସୋରଡ଼ା ଗାଆଁର ବିପ୍ରବ ନାୟକଙ୍କ ଝିଅ ତୁଳସୀ ନାୟକଙ୍କର ।

ସୂଚନା ଅନୁସାରେ , ତୁଳସୀ ନିଜ ଗାଁର ଜଣେ ବିବାହିତ ପୁଅକୁ ଭଲ ପାଇ ବସିଥିଲେ ଆଉ ତାକୁ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ । କିନ୍ତୁ ଏହି ବିବାହରେ ଉଭୟ ପରିବାର ରାଜି ନଥିଲେ । ଆଉ ତୁଳସୀଙ୍କ ବାପା ଏହି କଥା ନେଇ ତାଙ୍କୁ ଅନେକ ମାଡ଼ ମା-ରିବା ସହିତ ଗୋଟିଏ ଘର ଭିତରେ ବନ୍ଦ କରି ଦେଇଥିଲେ । ଯାହା ପରେ ତୁଳସୀ ସେହି ଘର ଭିତରେ ନିଜକୁ ଫା-ଶୀ ଦେଇ ଦେଇଥିଲେ । ତେବେ ଲୋକ ଲ-ଜ୍ଜା ଭ-ୟରେ ତୁଳସୀଙ୍କ ବାପା ତାଙ୍କୁ ନେଇ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲେ । ବର୍ତ୍ତମାନ ପୋ-ଲିସ ତୁଳସୀଙ୍କ ଦୁଇ ଭାଇଙ୍କୁ ଗି-ରଫ କରିଛି ଆଉ ତାଙ୍କ ବାପା ଫେ-ରାର ଅଛନ୍ତି ।

Leave a Reply

Your email address will not be published. Required fields are marked *