ମା-ରିଲା ଘଡଘଡି ଆଉ ଭା-ଙ୍ଗି ଗଲା ଦଧିନଉତି , ଭ-ୟରେ ରାଜ୍ୟ ବାସୀ

ଏ କଳିଯୁଗ ଶୀଘ୍ର ଶେଷ ହୋଇଯିବ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । କାହିଁକି ନା ଏପରି କିଛି କା-ଣ୍ଡ ଘଟି ଯାଉଛି , ଯାହା ପରେ ଏପରି ଅନୁମାନ କରିବା ମଧ୍ୟ ସ୍ବାଭାବିକ । କେବଳ ଏତିକି ନୁହେଁ , ମାଳିକା ବଚନରେ ମଧ୍ୟ ଏ ବାବ-ଦରେ ଉଲ୍ଲେଖ କରାଯାଇଛି । ଯେତେବେଳେ ମଣିଷର ପାପର ମାତ୍ରା ବଢ଼ି ଯିବ । ସେତେବେଳେ ଏ କଳି ଯୁଗ ଆଉ ବେଶୀ ସମୟ ତିଷ୍ଠି ରହିବ ନାହିଁ । ସାତ ଦିନ ସାତ ରାତି ଅନ୍ଧାର ହୋଇଯିବ ଆଉ ସେଇଠି ହିଁ ଶେଷ ହୋଇଯିବ ଏ କଳିଯୁଗ । ତେବେ ଏପରି ପରିସ୍ଥିତିରେ ଅନେକ କିଛି ସଂକେତ ଦେଖିବାକୁ ମିଳୁଛି , ଯାହା ଭ-ୟଭୀ-ତ କରାଇ ଦେଉଛି ।

ତେବେ ଆଜ୍ଞା ହଁ , ଥରେ ଦେଖା ଯାଇଥିଲା କି ଶ୍ରୀମନ୍ଦିର ଉପରେ ଚିଲ ମାନେ ଉଡୁଥିଲେ , ଯାହା କି ବଡ ବିପ-ଦର ସଂକେତ ଦେଇଥିଲା । ଆଉ ଯାହା ପରେ ସମସ୍ତଙ୍କ ମନରେ ଭ-ୟ ମଧ୍ୟ ପଶି ଯାଇଛି ସତରେ କଣ କଳିଯୁଗ ଶେଷ ହୋଇଯିବ । ତେବେ ଏହାପରେ ପୁଣିଥରେ ଆଉ ଏକ ସଂ-କେତ ଆସିଛି , ଯାହା ସମସ୍ତଙ୍କ ମନରେ ଆହୁରି ଭ-ୟକୁ ବଢାଇ ଦେଇଛି । ଯାହା ଆଖି ଆଗରେ ଦେଖିବା ପରେ ରାଜ୍ୟ ବାସୀ ପୁରା ଭ-ୟଭୀ-ତ ହୋଇ ଯାଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ଏପରି କିଛି ଅଘ-ଟଣ ।

ସୂଚନା ଅନୁଯାୟୀ , ମହାପ୍ରଭୁ ଲିଙ୍ଗରାଜଙ୍କ ମାଉସୀ ମାଆ ମନ୍ଦିରରେ ଗତକାଲି ଦଧିନଉତି ଭାଙ୍ଗି ଖସି ପଡ଼ିଛି । ଆପଣ ସମସ୍ତେ ଜାଣିଥିବେ ଯେ , ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହେବାରେ ଲାଗିଛି । ଆଉ ବର୍ଷା ସାଙ୍ଗକୁ ବିଜୁଳିର ମାତ୍ରା ମଧ୍ୟ କମ୍ ନୁହେଁ । ତେବେ ଏହି ଘ-ଟଣା ଠିକ୍ ସେହି ସମୟରେ ଘଟି ଯାଇଥିଲା , ଯେତେବେଳେ ସେହି ମନ୍ଦିର ମଧ୍ୟରେ ପୂଜା ଚାଲିଥିଲା ଆଉ କିଛି ଜଣ କାଉଡ଼ିଆ ଭାଇ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍ ଏପରି ଏକ ଜୋର୍ ସୋର୍ ବିଜୁଳି ମା-ରିଲା ଆଉ ତାପରେ ଘ-ଟିଲା ଏପରି କିଛି ।

ଦଧିନଉତି ଭାଙ୍ଗି ପୁରାପୁରି ଖସି ପଡିବା ପରେ ପୁରା ମନ୍ଦିର ମଧ୍ୟରେ ଆଲୁଅ ଦେଖା ଯାଉଥିଲା । ଯାହା ପରେ ସେଠାରେ ବସିଥିବା ଶ୍ରଦ୍ଧାଳୁ ଆଉ ପୂଜାରୀ ମଧ୍ୟ ଭ-ୟଭୀ-ତ ହୋଇ ଯାଇଥିଲେ । ସେ ଭଗବାନଙ୍କ ନୀତି କାନ୍ତି ଯଥାଶୀଘ୍ର ସାରି ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ସେ ପ୍ରଶାସନକୁ ନିବେଦନ କରିଛନ୍ତି କି , ଯଥାଶୀଘ୍ର ମନ୍ଦିରର ମରାମତି କାମ କରାଯାଉ , ଯାହା ଦ୍ଵାରା ମନ୍ଦିରର ପୂଜା କାମ ହୋଇପାରିବ ।

Leave a Reply

Your email address will not be published. Required fields are marked *