ଛୁଆ ମୁହଁ ଦେଖିବା ପୂର୍ବରୁ ଚାଲିଗଲା ମାଆର ଜୀବନ, ବେଦ ମନ୍ତ୍ରରେ ଦିଆଗଲା ସମାଧି

ବଡ ବିଚିତ୍ର ଏ ମଣିଷ ସମାଜ ଆଉ ବଡ ବିଚିତ୍ର ତାର କାମ । ନିଜ ସ୍ବାର୍ଥ ପାଇଁ ସେ କିଛି ବି କରିବାକୁ ପଛାଇ ନଥାଏ । ଯେତେବେଳେ ଯାହା ଇଛା ତାହା କରି ବସିଥାଏ । ତାର ମନ ଯାହା ହୁଏ ତାହା ସେ କରି ଦେଇଥାଏ । ଟିକିଏ ବି ନିଜ କର୍ମ ପାଇଁ କୁଣ୍ଠାବୋଧ କରି ନଥାଏ । ଟିକିଏ ସ୍ବାର୍ଥ ପର ସାଜିବା ଆଗରୁ ତାର ବିବେକ ତାକୁ ବାଧା ଦେଇ ନଥାଏ ।

ସେ ହସି ହସି ନିଜ ମନ ଇଚ୍ଛା ସବୁ କାମ କରି ପକାଇ ଥାଏ । କିନ୍ତୁ ତା ପାଇଁ ଆଉ କାହାର କ୍ଷ-ତି ହେଉଛି ସେ ଟିକିଏ ବି ମନକୁ ଆଣି ନଥାଏ । ତା ପାଇଁ କିଏ କଷ୍ଟ ପାଉଛି ଆଉ କିଏ ଆଖିରୁ ଲୁହ ଝରାଉଛି , ତାକୁ ସେଥିରେ କିଛି ଫରକ୍ ପଡ଼ି ନଥାଏ । ସେ ନିଜ ମନ ମୁତାବକ କାମ କରିବା ପରେ ଶାନ୍ତ ବସିଥାଏ ।

ତେବେ ଆପଣ ସମସ୍ତେ ଜାଣିଛନ୍ତି ଏ ପ୍ରକୃତି କେତେ ସୁନ୍ଦର ଆଉ ଏଥିରେ କେତେ ସୁନ୍ଦର ସୁନ୍ଦର ଜୀବଜନ୍ତୁ ମଧ୍ୟ ରହିଛନ୍ତି । ଯାହାଙ୍କ ପାଇଁ ଏ ପ୍ରକୃତି ଆହୁରି ମନ ବିଭୋର ହୋଇ ଉଠୁଛି । ଆଉ ଏ ପୃଥିବୀ ପୃଷ୍ଠରେ ରହିଥିବା ଜୀବଜନ୍ତୁ ମୁହଁ ସିନା ଖୋଲି ପାରନ୍ତି ନାହିଁ କିନ୍ତୁ ତାଙ୍କୁ ବି କଷ୍ଟ ହୋଇଥାଏ ଆଉ ସେମାନେ ବି ତାଙ୍କ ଆଖିରୁ ଲୁ-ହ ଝରାଇଥାଆନ୍ତି ।

ତାଙ୍କୁ ବି ନିଜ ପିଲା ଠାରୁ ଅଲଗା ହେବା ପାଇଁ କଷ୍ଟ ହୋଇଥାଏ । ମଣିଷ ସମାଜ ଭଳି ସେମାନେ ମଧ୍ୟ ନିଜ ପିଲା ଠାରୁ ଦୂରେଇ ରହିବା ପାଇଁ ଇଚ୍ଛା କରିନଥାନ୍ତି । କାହିଁକି ନା ମାଆ ତ ମାଆ ହୋଇଥାଏ ନା । ଯେତେ ଯାହା ହେଲେ ବି ନିଜ ପିଲା ପାଇଁ ସେ କିଛି ବି କରିପାରେ । କିନ୍ତୁ ଆଜିକାର ମଣିଷ ସେ ସବୁକୁ କିଛି ବୁଝେ ନାହିଁ । ନିଜ ସ୍ବାର୍ଥ ପାଇଁ ସେ କଥା ନ କହି ପାରୁଥିବା ଜୀବ ମାନଙ୍କୁ ମା-ରି ପକାଏ ।

ତେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗହୀରମଥା ସାମୁଦ୍ରିକ ଅଞ୍ଚଳରେ । ଏଠାରେ ଅଲିଭ ଫ୍ରେଣ୍ଡଲି କଇଁଛ ମାନେ ଅଣ୍ଡା ଦେଇଥାନ୍ତି । ଆଉ ଖାସ୍ ସେଥିପାଇଁ ଏଠାରେ ବନ ବିଭାଗ ପର୍ଯ୍ୟଟକ ମାନଙ୍କର ଯିବା ଆସିବା ବାରଣ କରିଥାଏ । ଯେପରି କଇଁଛ ମାନେ ଅଣ୍ଡା ଦେଇ ଛୁଆ ଫୁଟାଇ ପାରିବେ । ତେଣୁ ଏହି କଥା ଉପରେ ବନ ବିଭାଗ ବିଶେଷ ଭାବରେ ଧ୍ୟାନ ଦେଇଥାଏ ।

କଇଁଛ ମାନଙ୍କର ସୁର-କ୍ଷା ପାଇଁ ସେମାନେ ଦିନ ରାତି କାମ କରିଥାନ୍ତି । କିନ୍ତୁ କହିବାକୁ ଗଲେ ଏପରି କିଛି ଲୋକ ଅଛନ୍ତି , ଯେଉଁଥି ପାଇଁ ଏହି କଇଁଛ ମାନଙ୍କର ଜୀବନ ଅସୁବିଧାରେ ପଡ଼ି ଯାଉଛି ଆଉ ସେମାନଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ନିଜ ପିଲାଙ୍କୁ ଦେଖିବା ପୂର୍ବରୁ ଆଖି ବୁଜି ଦେଉଛନ୍ତି ଏହି କଇଁଛ ମାନେ ।

ଅର୍ଥାତ୍ ରାତି ସମୟରେ ସମୁଦ୍ରରୁ ମାଛ ମା-ରିବା ପାଇଁ କିଛି ଲୋକ ସମୁଦ୍ର ଭିତରକୁ ପ୍ରବେଶ କରୁଛନ୍ତି ଆଉ ଯାହା ଫଳରେ ଅକାରଣରେ ଏହି ନିରୀହ କଇଁଛ ମାନଙ୍କର ଜୀବନ ଚାଲି ଯାଉଛି । ତେବେ ବର୍ତ୍ତମାନ ମଧ୍ୟ ଏପରି କିଛି ହୋଇଛି । ଚାଲି ଯାଇଛି କଇଁଛର ଜୀବନ । ତେଣୁ ବର୍ତ୍ତମାନ ବନ ବିଭାଗ ଅଧିକ ସଜାଗ ହୋଇ ଯାଇଛି ।

ଆଉ ଅଧିକ ସଂଖ୍ୟାରେ ଲୋକଙ୍କୁ ସତ-ର୍କ କରାଇବା ସହିତ ରାତିରେ ପେଟ୍ରୋଲିଂ ବ୍ୟବସ୍ଥା କରିଛି । ଅନ୍ୟ ପକ୍ଷରେ ବନ ବିଭାଗ କହିଛି କି , ବର୍ତ୍ତମାନ ସେ ଅଧିକ ସଜାଗ ରହିବ ଆଉ ଯେପରି ଗୋଟିଏ କଇଁଛର ମଧ୍ୟ ଜୀବନ ଯିବ ନାହିଁ । ତେବେ ଏସବୁ ମଧ୍ୟରେ ଆଖି ବୁଜି ଦେଇଥିବା ମାଆ କଇଁଛକୁ ବେଦ ମନ୍ତ୍ର ସହିତ ସମାଧି ଦିଆ ଯାଇଛି । ଏପରି ବିରଳ ଦୃ-ଶ୍ୟ ଏଠାରେ ଦେଖି ଅତ୍ୟନ୍ତ ମନ ଲୋଭା ଲାଗୁଛି ।

Leave a Reply

Your email address will not be published. Required fields are marked *