ମାଲିକାଣୀର ଶ-ତ୍ରୁ ସାଜିଲା ଡ୍ରାଇଭର , ପି-ଟି ପି-ଟି ନେଇଗଲା ଜୀବନ

ଏ ଦୁନିଆଁରେ ଆଉ କାହାକୁ ବିଶ୍ୱାସ ନାହିଁ । ସମସ୍ତେ ନିଜ ନିଜ ଫାଇଦା ପାଇଁ ସମସ୍ତ ସୀମା ବି ଅତିକ୍ରମ କରି ଯାଆନ୍ତି । ନିଜ ଲାଭ ପାଇଁ ଆଉ କାହାକୁ ହ-ତ୍ୟା କରିବାକୁ ବି ପଛାନ୍ତି ନାହିଁ ଲୋକ । କେଉଁଠି ଭାଇର ଶ-ତ୍ରୁ ସାଜିଥାଏ ଭାଇ ତ ଆଉ କେଉଁଠି ମାଲିକାଣୀର ଶ-ତ୍ରୁ ସାଜିଥାଏ ଡ୍ରାଇଭର । ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । କାହିଁକି ନା ଜଣେ ମାଲିକାଣୀର ଶ-ତ୍ରୁ ସାଜିଛନ୍ତି ଜଣେ ଡ୍ରାଇଭର । ଯାହାଙ୍କୁ ସେ ଏତେ ବର୍ଷ ହେଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ ଶେଷରେ ସେ ତାଙ୍କୁ ହ-ତ୍ୟା କରିବାକୁ ପଛାଇଲେ ନାହିଁ ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ବ୍ରହ୍ମପୁର ଗୋଷାଣୀନୂଆଗାଆଁ ଅନ୍ତର୍ଗତ ନୀଳକଣ୍ଠନଗର ଅଞ୍ଚଳରେ । ସୂଚନା ଅନୁଯାୟୀ , ଜଣେ ମହିଳାଙ୍କୁ ପି-ଟି ପି-ଟି ହ-ତ୍ୟା ଘଟ-ଣାରେ ଗି-ରଫ ହୋଇଛନ୍ତି ତାଙ୍କ ଡ୍ରାଇଭର , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ହଁ ଆଜ୍ଞା ଏହା କିଛି ନୂଆ ଘ-ଟଣା ନୁହେଁ । ଆଗରୁ ଅନେକ ଥର ଏପରି ମାଲିକ ଡ୍ରାଇଭର ଘ-ଟଣା ସାମ୍ନାକୁ ଆସିଛି। ତେବେ ପୁଣିଥରେ ଏହା ଆସିଛି ବ୍ରହ୍ମପୁରରୁ । ତେବେ ସୂଚନା ଅନୁସାରେ , ସୌଦାମିନୀ ରଥ ଶିଶୁ ସୁର-କ୍ଷା କମିଟିର ଜଣେ କର୍ମୀ ଥିଲେ ତଥା କରୁଣା ଏନଜିଓ ର ଜଣେ ସେକ୍ରେଟାରୀ ମଧ୍ୟ ଥିଲେ ।

ସେ ନିଜ ଗାଡ଼ି ଚଳାଇବା ପାଇଁ ଏକ ଡ୍ରାଇଭର ରଖିଥିଲେ । ଯିଏକି ତାଙ୍କୁ ଚାରିଆଡ଼େ ନେବା ଆଣିବା କରୁଥିଲେ । ତେବେ ସେଦିନ କିଛି କାମ ପାଇଁ ସୌଦାମିନୀ ଭୁବନେଶ୍ୱର ଯିବା କଥା କହିଥିଲେ । ଆଉ ନିଜ ଡ୍ରାଇଭରଙ୍କୁ ଛୁଟିରେ ରହିଯିବା ପାଇଁ କହିଥିଲେ । କହିଥିଲେ ତୁ ଏବେ ଘରକୁ ଯାଆ , ମୁଁ ଆସିଲେ ତୁ ଆସିବୁ । ତେବେ ଡ୍ରାଇଭର ମଧ୍ୟ ହଁ ମା-ରିଥିଲେ । କିନ୍ତୁ କାମ ଶୀଘ୍ର ସରିଯିବା କାରଣରୁ ସୌଦାମିନୀ ଭୁବନେଶ୍ୱରରୁ ଫେରି ଆସିଥିଲେ ଆଉ ଘରେ ଆସି ନିଜ ଡ୍ରାଇଭରଙ୍କୁ ଦେଖିଥିଲେ ଆଉ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ତୁ କାହିଁକି ଘରକୁ ଯାଇ ନାହୁଁ ।

ଯାହା ପରେ ଡ୍ରାଇଭର ତାର କ୍ରୋ-ଧ ନିୟନ୍ତ୍ରଣ କରି ପାରି ନଥିଲା । ଆଉ ପିଟି ପିଟି ସୌଦାମିନୀଙ୍କୁ ହ-ତ୍ୟା କରି ସେଠାରୁ ପଳାଇ ଯାଇଥିଲା । ତେବେ ଏହାପରେ ତ-ଦନ୍ତ ଆରମ୍ଭ ହୋଇଥିଲା । ଆଉ ଡ୍ରାଇଭର ଜଣକ ଫେ-ରାର ହୋଇ ଯାଇଥିଲେ । ତେବେ ଅନେକ ତ-ଦନ୍ତ ପରେ ଡ୍ରାଇଭର ଜଣକ ପୋ-ଲିସ ହାତରେ ଧରା ପଡ଼ିଥିଲେ । ତେବେ ବର୍ତ୍ତମାନ ସେ ସବୁ ସତ କଥା ପୋ-ଲିସ ଆଗରେ ସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ , କାହିଁକି ଆଉ କେଉଁ ପରିସ୍ଥିତିରେ ସେ ସୌଦାମିନୀ ରଥଙ୍କୁ ହ-ତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *