କୂଳଦେବୀଙ୍କ ଖୁସି ପାଇଁ କରୁଥିଲେ ଅପ-ରାଧ ଉପରେ ଅପ-ରାଧ ।

ଏମାନେ ଆଦୌ ସାଧାରଣ ନୁହଁନ୍ତି ଭାରି ଭ-ୟଙ୍କର । ଏମାନେ ହେଉଛନ୍ତି ଆ-ତଙ୍କ ଆଉ ଭୟର ଦ୍ୱିତୀୟ ନାଁ । ଏହି ଗ୍ୟା-ଙ୍ଗର ନା ଶୁଣିଲେ ଥରୁଥିଲା ଭାରତର କୋଣ ଅନୁକୋଣ । କାରଣ ଏମାନେ ଯେତିକି ଭ-ୟଙ୍କର ସେତିକି ଅଦ୍ଭୁତ କାରଣ ଏମାନେ ଅପ-ରାଧ ଘଟାଇବା ପୂର୍ବରୁ କୁଳ ଦେବୀଙ୍କୁ କରିଥାନ୍ତି ଆରଧନା । ଆଉ ଜୀବନ ନେବା ଆଗରୁ କୁଳ ଦେବୀଙ୍କ ନିଅନ୍ତି ଅନୁମତି । କୁଳ ଦେବୀଙ୍କୁ ଖୁସି କରିବାକୁ ରାତି ଅଧରେ ନିଜ ନିଜ ଭିତରେ ଖେଳନ୍ତି ର-କ୍ତର ହୋଲି । ଭାରତର ସବୁ ଜାଗାରେ ଥିଲା ଏମାନଙ୍କ ଦବଦବା

ଭାରତର କୋଣ ଅନୁକୋଣରେ ଥିଲା ଏମାନଙ୍କ ଆ-ତଙ୍କ । ଆଉ ସୂର୍ଯ୍ୟ ଅସ୍ତ ହେଲେ ଲୋକ ମାନଙ୍କ ମନରେ ଖେଳିଯାଏ କୋକୁଆ ଭ-ୟ । କାରଣ ଏମାନେ ସୂର୍ଯ୍ୟ ଅସ୍ତ ହେବା ପରେ ଦେହରେ ତେଲ ମୁହଁରେ ଗାମୁଛା ଆଉ ପୋଷାକ କହିଲେ କେବଳ ଚଡ୍ଡୀ ଆଉ ବନିୟାନ । ଅନ୍ଧାର ରାତିରେ ଏମାନେ ଖେଳନ୍ତି କେବଳ ଆଉ କେବଳ ର-କ୍ତର ହୋଲି । ଅନ୍ଧାର ରାତିରେ କାହା ମା ଭଉଣୀ ସହ ଖେଳନ୍ତି ତ ଆଉ କାହାକୁ ଠେଙ୍ଗାରେ ବାଡେଇ ବାଡେଇ ଜୀବନ ନେଇ ଯାଆନ୍ତି ।

ତେଣୁ ସେଥିପାଇଁ ଏମାନଙ୍କ ନାଁ ହୋଇଛି ଚଡ୍ଡୀ ଓ ବନିୟାନ ଗ୍ୟା-ଙ୍ଗ । ଭାରତର ଏକ କୋଣରେ ରହିଛି ଗାଁ । ଅମାବାସ୍ୟାର ଅନ୍ଧାର ରାତି ସେହି ଗାଁକୁ ଅନ୍ଧାର କରି ରଖିଥାଏ । ଆଉ ଠିକ ସେତିକି ବେଳେ ସଜବାଜ ହୋଇ ଘରୁ ଗୋଡ଼ କାଢ଼ନ୍ତି ଗ୍ରାମର ସମସ୍ତ ମହିଳା । ନିସ୍ତବ୍ଧ ରାତିରେ ହାତରେ ଥାଳି ଧରି ପହଞ୍ଚି ଯାଆନ୍ତି ନିଜ କୂଳ ଦେବୀଙ୍କ ମନ୍ଦିରରେ । ଆଉ ସେଠାରେ ହୁତୁ ହୁତୁ ହୋଇ ଜଳୁଥାଏ ନି-ଆଁ । ଆଉ ନିଆଁକୁ ଘେରି ହୋଇ ରହିଥାନ୍ତି ସବୁ ମହିଳା ।

ଆଉ ଏହି ପୂଜା ସେତେବେଳ ପର୍ଯ୍ୟନ୍ତ ଚାଲିଥାଏ ଯେତେବେଳେ ପର୍ଯ୍ୟନ୍ତ ମହିଳାଙ୍କ ଉଦ୍ୟଶ ସଫଳ ହୋଇ ନଥାଏ । ଆଉ ମହିଳା ମାନଙ୍କ ଉଦ୍ୟଶ ମାତ୍ର ଗୋଟିଏ କି ଗାଁର ମହିଳା ମାନେ ପୁରୁଷ ମାନଙ୍କ ପାଇଁ କରିଥାନ୍ତି କି ପୁରୁଷ ମାନେ କିପରି ସେମାନଙ୍କ କାର୍ଯ୍ୟରେ ସଫଳ ହୋଇ ଘରକୁ ଫେରନ୍ତୁ ସୁର-କ୍ଷିତ ଘରକୁ ଫେରି ଆସନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଉଠୁଥିବ କି ଏମାନଙ୍କ ଗାଁର ପୁରୁଷ ମାନେ ଏପରି କେଉଁ କାମ କରୁଛନ୍ତି ଯେ ମହିଳା ମାନେ ସେମାନଙ୍କ ପାଇଁ ଆରାଧ୍ୟ ଦେବୀଙ୍କୁ ଆରାଧନା କରୁଛନ୍ତି । ହେଲେ ଆପଣ ଜାଣିଲେ ଚକିତ ହେବେ ଯେ ଏହି ଗ୍ରାମର ପୁରୁଷ ମାନେ ହେଉଛନ୍ତି ଚଡ୍ଡୀ ବନିୟାନ ଗ୍ୟା-ଙ୍ଗ ।

ଯେଉଁ ମାନେ ରାତି ଅଧରେ ଅନ୍ୟର ଘରେ ପଶନ୍ତି କାହା ମା ଭଉଣୀକୁ ରେ-ଫ କରନ୍ତି ତ କାହା ମା ଭଉଣୀଙ୍କୁ ଦୁ-ଷ୍କର୍ମ କରି ଶେଷରେ ଜୀବନରୁ ମା-ରି ଦିଅନ୍ତି । ଏ ସବୁ କେବଳ ସେମାନେ ସୁନା ଓ ଟଙ୍କା ପାଇଁ କରିଥାନ୍ତି । କିନ୍ତୁ ଏହାରି ଭିତରେ ସେମାନେ ନିଜର ନି-ୟମ କାନୁନୁ ବି ଭୁଲି ନଥାନ୍ତି । ତାଙ୍କ କୁଳ ଦେବୀଙ୍କ କୁଆଡେ ନିୟମ ଥାଏ ଟଙ୍କା ସୁନା ରୁପା ଛଡା ସେମାନେ ଆଉ କିଛି ଆଣିବେ ନାହିଁ ।

ଯଦି କୌଣସି ଲୋକ ଭ-ୟରେ ସେମାନଙ୍କୁ ଚୋ-ରି କରିବାକୁ ଅନୁମତି ଦେଇ ଦିଅନ୍ତି ତେବେ ସେ ଆଉ ସେଠାରେ ଚୋ-ରି କରିବେ ନାହିଁ । କାରଣ ତାଙ୍କର ଏପରି କିଛି ନିୟମ ରହିଛି କି ସେମାନେ ଯେଉଁଠାରେ ଚୋ-ରି କରିବେ ସେଠାରେ ସେମାନେ କାହାର ନା କାହାର ଜୀବନ ନେବେ । ଏମାନେ ଏପରି ଭାବରେ ଲୋକଙ୍କ ଜୀବନ ନିଅନ୍ତି ଯାହା ପରିବର୍ତୀ ଅବସ୍ଥାରେ ପୋଲିସ ନିଜେ ଏମାନଙ୍କ ଅପ-ରାଧ ଦେଖି ନିଜ ମୁଣ୍ଡରୁ ଝାଳ ପୋଛେ ।ଏମାନଙ୍କ ନାଁ ଶୁଣିଲେ ସାରା ସହର ଥରେ । ଆଉ ଏମାନଙ୍କ ନା ଶୁଣିଲେ ସାରା ସହର ଥରି ଉଠେ । ହେଲେ ଏ କଥା କାହାକୁ ବି ଜଣା ନାହିଁ କି ଏମାନଙ୍କ କା-ଣ୍ଡ ପଛରେ ରହିଛି ଧର୍ମ ସଂ-ସ୍କାର ଓ ରୀତିନୀତି ।

Leave a Reply

Your email address will not be published. Required fields are marked *