ପୁଅ କରିଦେଲା ଏପରି କାମ , ବାପାକୁ ହ-ତ୍ୟା କରିଲା ଆଉ ତାପରେ ମାଆ ସହିତ କରିଲା ଦୁ-ଷ୍କର୍ମ

ଭେଣ୍ଡିଆ ପୁଅର ଅଭା-ବନୀୟ କା-ଣ୍ଡ । ଏପରି କଥାକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି । ଜଣେ ପୁଅ ନିଜ ମାଆ ସହିତ ଏପରି କାମ କିପରି କରିପାରିବ । ଥରେ ଏପରି କାମ କରିବା ପୂର୍ବରୁ ସେ ଥରେ ମଧ୍ୟ ଭାବିଲା ନାହିଁ । ନିଜ ମାଆ ସହିତ ଏପରି କାମ କରିବା ପୂର୍ବରୁ ତାର ବିବେକ ତାକୁ ବାଧା ଦେଲା ନାହିଁ । ତେବେ ଏପରି କଥାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି କି , ପୁଅଟିଏ ନିଜ ମାଆ ସହିତ ଏପରି କା-ଣ୍ଡ କିପରି କରିପାରିଲା । ତେବେ ପୁଅଟିଏ ନିଜ ସାବତ ମାଆକୁ ବର୍ତ୍ତମାନ ଏପରି ଏକ ଅସୁବିଧାରେ ପକାଇ ଦେଇଛି କି , ବର୍ତ୍ତମାନ ସମୟରେ ସାବତ ମାଆ ନିଜ ପୁଅ ବିରୁ-ଦ୍ଧରେ ଅଭି-ଯୋଗ ନେଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । କା-ନ୍ଦି କା-ନ୍ଦି ସେ ନିଜ ପୁଅ ବିଷୟରେ ବଖାଣିବାରେ ଲାଗିଛନ୍ତି ।

ନିଜ ସ୍ବାମୀଙ୍କୁ ପୁଅ କିପରି ହାଣି ହ-ତ୍ୟା କରିଦେଲା , ତାହାକୁ ନେଇ ମଧ୍ୟ ବର୍ତ୍ତମାନ ଜଣେ ମହିଳା କହିବାରେ ଲାଗିଛନ୍ତି । ସେଦିନ ହଠାତ୍ ତାଙ୍କ ଉପରକୁ କଳା ବାଦଲ ଆସି ଯାଇଥିଲା । ଆଉ ପୁଅ ହଠାତ୍ ଆସି ଏପରି କାମ କରିବେ ବୋଲି କେହି ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ତେବେ କୁହାଯାଏ ନା ଯାହା ଭାବି ନଥିବ , ତାହା ହିଁ ହୋଇଯିବ । ଆଉ ଶେଷରେ ସେହା ହିଁ ହୋଇଥିଲା ।

ତେବେ ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ କି , ଏଇଟା ଘୋର କଳିଯୁଗ ଆଉ ଏଠାରେ ଏପରି ଅନେକ ଘ-ଟଣା ଘଟି ଯାଉଛି , ଯାହା ସ୍ୱପ୍ନରେ ମଧ୍ୟ କେହି ଭାବି ନଥିବେ । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ସମୟରେ ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଦେଇଛି । ଆଉ ଯାହା ବର୍ତ୍ତମାନ ସମସ୍ତଙ୍କ ଛାତି ଥରାଇ ଦେଇଛି । ଜଣେ ଭେଣ୍ଡିଆ ପୁଅର ଏହା ହେଉଛି କାମ ।

ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲାରେ ଘଟି ଯାଇଛି ଏପରି ଅଭା-ବନୀୟ ଘ-ଟଣା । ଯାଜପୁର ଜିଲ୍ଲା ଧମକା ଥା-ନା ଅନ୍ତର୍ଗତ ଦମକାଦମ୍ ଗାଁରେ ଘଟି ଯାଇଥିବା ଏହି ଘଟ-ଣା ବର୍ତ୍ତମାନ ସମୟରେ କାହା ମନରୁ ଯାଇ ନାହିଁ । ସୂଚନା ଅନୁଯାୟୀ , ସାଧାୟ ହେମ୍ବ୍ରମଙ୍କ ପୁଅ ଲୁଗୁ ହେମ୍ବ୍ରମ ସବୁଦିନ ଭଳି କାଲି ମଧ୍ୟ ଘରକୁ ଫେରି ଥିଲେ । ତେବେ ସେ ଖାଲି ଏମିତି ନୁହେଁ ବରଂ ମ-ଦ ନି-ଶାରେ ଘରକୁ ଫେରି ଆସିଥିଲେ ।

ଆଉ ଏହା ପରେ ମ-ଦ ପିଇ ଘରକୁ ଫେରିବା ପରେ ବାପା ପୁଅଙ୍କ ମଧ୍ୟରେ କିଛି କଥାକୁ ନେଇ ଝ-ଗଡା ହୋଇ ଥିଲା । ଆଉ ବାପା ପୁଅଙ୍କ ମଧ୍ୟରେ କଥା ବହୁତ ଆଗକୁ ବଢି ଯାଇଥିଲା । ଯାହାପରେ ଘରେ ରହିଥିବା ଲୁଗୁ ହେମ୍ବ୍ରମଙ୍କ ସାବତ ମାଆ ସେମାନଙ୍କ ଝଗ-ଡାକୁ ଠିକ୍ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ କାହାକୁ ବି ଅଟକାଇ ପାରି ନଥିଲେ ।

ଓଲଟା ତାଙ୍କ ପୁଅ ଲୁଗୁ ରାଗି ଯାଇ ବାପାଙ୍କୁ ଟାଙ୍ଗିଆରେ ଆକ୍ର-ମଣ କରିବାକୁ ଲାଗିଥିଲା । ତେବେ ଟାଙ୍ଗିଆ ଚୋ-ଟରେ ଘ-ଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ସାଧାୟଙ୍କ ଜୀବନ । ତେବେ ପୁଅର ପାପ ଏତିକିରେ ଅଟକି ଯାଇ ନଥିଲା । ଏହାପରେ ସେ ନିଜର ଖରାପ ନଜର ନିଜ ମାଆ ଉପରେ ପକାଇ ତାଙ୍କୁ ଦୁ-ଷ୍କର୍ମ କରି ଦେଇଥିଲା । ତେବେ ବର୍ତ୍ତମାନ ସମୟରେ ଉକ୍ତ ମହିଳା ଜଣକ ଥା-ନାରେ ପହଞ୍ଚି ନିଜ ପୁଅକୁ ନେଇ ଅଭି-ଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ , ବର୍ତ୍ତମାନ ପୋ-ଲିସ ମୃ-ତ ଦେହକୁ ଉ-ଦ୍ଧାର କରି ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେଇଛି । ଆଉ ଅଭି-ଯୁକ୍ତ ଲୁଗୁକୁ ଏ ବାବ-ଦରେ ପଚାରିବାରୁ ମ-ଦ ନି-ଶାରେ ସେ କିଛି ଜାଣି ପାରି ନଥିବା କଥା କହିଥିଲା ଆଉ ଏପରି କାମ କରି ଦେଇଥିବା କଥା ନିଜ ମୁଁହରେ ସ୍ୱୀକାର କରିଥିଲା । ତେବେ ବର୍ତ୍ତମାନ ପୋ-ଲିସ ଘଟ-ଣାର ତ-ଦନ୍ତ ଚଳାଇବା ସହିତ ଅଭି-ଯୁକ୍ତକୁ ଦ-ଣ୍ଡ ଦେବା ପାଇଁ ଚେଷ୍ଟା ଚଳାଇଛି।

Leave a Reply

Your email address will not be published. Required fields are marked *