ସେପଟେ ଝିଅ ଭଲ ପାଇ ବାହା ହେଲା , ଆଉ ଏପଟେ ବାପା କରୁଛନ୍ତି ପିଣ୍ଡଦାନ

ସେଦିନର ସେହି ଘ-ଟଣା ଆଜି ବି ମନେ ପଡ଼ି ଯାଉଛି , ଯେତେବେଳେ ଜଣେ ବଢିଲା ଝିଅର ପି-ଣ୍ଡଦା-ନ କରୁଥିଲେ ତାର ବାପା । ଆଉ ସେତେବେଳେ ଚର୍ଚ୍ଚାରେ ରହିଥିଲା ସେହି ଘ-ଟଣା । ଦୀପାଞ୍ଜଳି ନାମକ ଜଣେ ଯୁବତୀର ପି-ଣ୍ଡଦା-ନ କରି ଭୋଜି ଖାଇବାକୁ ଦେଇଥିଲେ ପରିବାର ଲୋକ । କେନ୍ଦ୍ରାପଡାର ଏହି ଘ-ଟଣା ସମସ୍ତଙ୍କୁ ସେତେବେଳେ ଚମକାଇ ଦେଇଥିଲା । ଝିଅ ଜଣଙ୍କୁ ଭଲ ପାଇ ବାହା ହେବାରୁ ପରିବାର ଲୋକ ତାର ପି-ଣ୍ଡଦା-ନ କରି ଦେଇଥିଲେ ।

ଆଉ ତାପରେ ଏପରି କିଛି ଘ-ଟଣା ସାମ୍ନାକୁ ଆସିଥିଲା । ତେବେ ଏହାପରେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ପାୟଲଙ୍କ କଥା । ଘର ଆଗରେ ଧଳା ରଙ୍ଗର ଟେଣ୍ଡ ମରା ହୋଇଛି । ଆଉ ସେଥିରେ ଲେଖା ହୋଇଛି ପାୟଲ ମହାପାତ୍ର ଅରଫ ବର୍ଷା ଏବଂ ତାହା ତଳକୁ ଆବିର୍ଭାବ ଓ ତିରୋଧାନ ବର୍ଷ ମଧ୍ୟ ଲେଖା ହୋଇଛି । ଅର୍ଥାତ୍ ଆପଣ ବୁଝି ପାରୁଥିବେ ଏହାର ଅର୍ଥ କଣ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ।

ସୂଚନା ଅନୁସାରେ , ୧୮ ବର୍ଷୀୟା ପାୟଲ ମହାପାତ୍ର କାହା ସହିତ ପଳାଇ ଯାଇଛନ୍ତି ଆଉ ତାଙ୍କୁ ଭଲ ପାଇ ବାହା ହୋଇ ଯାଇଛନ୍ତି । ଆଉ ଯାହା ପରେ ବାପା ମାଆ ତଥା ପରିବାର ଲୋକ କ୍ରୋ-ଧିତ ହୋଇ ଯାଇଥିଲେ । ଆଉ ନେଇ ଯାଇଥିଲେ ଏପରି କିଛି ପଦକ୍ଷେପ । ସେମାନେ ଝିଅର ପି-ଣ୍ଡଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଏହି ପି-ଣ୍ଡଦା-ନ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପାୟଲ ଘରେ କାହାକୁ କିଛି ନ ଜଣାଇ ଜଣେ ଅନ୍ୟ ଜାତିର ପିଲା ସହିତ ଘରୁ ଲୁ-ଚି ପଳାଇ ଯାଇଛନ୍ତି । ଆଉ ଯାହା ପରେ ବାପା ମାଆଙ୍କୁ ଏହି କଥା ଭଲ ଲାଗି ନ ଥିଲା । ଆଉ ଶେଷରେ ସେମାନେ ଏପରି କାର୍ଯ୍ୟ କରିଥିଲେ । ଏହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଆଲୋଚନା । କେନ୍ଦ୍ରାପଡାର ଦିପାଞ୍ଜଳି ପରେ କଟକର ପାୟଲଙ୍କୁ ନେଇ ଚର୍ଚ୍ଚା । ତେବେ ଦେଖାଯାଉ ଆଗକୁ କଣ ହେଉଛି । ଏବେ କିନ୍ତୁ ପୁରା ପରିବାର ଲୋକ ଏପରି କାମ ଝିଅ ଉପରେ କ୍ରୋ-ଧିତ ହୋଇ କରିଥିବାର ଜଣା ପଡ଼ିଛି । ସେମାନଙ୍କ ପାଇଁ ସେମାନଙ୍କ ଝିଅ ଆଜି ଠାରୁ ମ-ରିଗଲା ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *