ଜସ୍ମିନଙ୍କୁ ନେଇ ଏମିତି କହିଲେ ରୁପଶ୍ରୀ , ବୋଧ ହୁଏ ସେ କରିଥିବେ ଖୁସି

ବର୍ତ୍ତମାନ ସମୟରେ ପୁରା ସୋସିଆଲ ମିଡିଆରେ ଖେଳି ଯାଇଛି କାଷ୍ଟିଙ୍ଗ କାଉଚ୍ ମାମ-ଲା । ଜଣେ ବରିଷ୍ଠ ପ୍ରଯୋଜକଙ୍କ ନାମରେ ଦୁଇ ଅଭିନେତ୍ରୀ ଆଣିଛନ୍ତି ଏପରି ସଙ୍ଗୀନ ଅଭି-ଯୋଗ । ଆଉ ସେ ଦୁଇ ଜଣ ହେଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଜସ୍ମିନ ରଥ । ତେବେ ସେମାନେ ଆଣିଥିବା ଅଭି-ଯୋଗ ଟୁଟୁ ନାୟକଙ୍କ ନାମରେ । ତାଙ୍କ କହିବା ଅନୁଯାୟୀ , ଟୁଟୁ ନାୟକ କାଷ୍ଟିଙ୍ଗ କାଉଚ୍ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି କଥାକୁ ନେଇ ଫିଲ୍ମ ଜଗତର ଅନେକ କଳାକାର ମୁଁହ ଖୋଲିବାରେ ଲାଗିଛନ୍ତି । ସମସ୍ତେ ପ୍ରାୟତଃ ଟୁଟୁ ନାୟକଙ୍କ ସପକ୍ଷରେ ଯାଉଛନ୍ତି ।

କାହିଁକି ନା ସମସ୍ତଙ୍କ ବିଶ୍ୱାସ ଟୁଟୁ ଜଣେ ଭଲ ମଣିଷ ଆଉ ସେ କଦାପି ଏପରି କରିପାରିବେ ନାହିଁ । ଅନ୍ୟ ପକ୍ଷରେ ପ୍ରକୃତି ମିଶ୍ର କେଉଁ ପ୍ରକାରର ଝିଅ , ତାହା ତ ସମସ୍ତଙ୍କୁ ଜଣା । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଗରେ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ରୁପଶ୍ରୀ । ତାଙ୍କ କହିବା ଅନୁଯାୟୀ , ଏପରି ଅଭି-ଯୋଗକୁ ଦେଖି ଯାହା ପ୍ରକୃତରେ ଅନୁଭବ ହେଉଛି , ଏହା ପୂର୍ବ ଶ-ତ୍ରୁତା କାରଣରୁ ହେଉଛି । ପ୍ରକୃତି ବାବୁଶାନ୍ ବିବା-ଦରେ ପୁରୁଣା ରା-ଗ ରଖିଛନ୍ତି ଆଉ ଜସ୍ମିନ ରଥଙ୍କର ମଧ୍ୟ ଏକ ଫିଲ୍ମ ପାଇଁ ରା-ଗ ରହିଛି । ଯେଉଁଥି ପାଇଁ ଉଭୟ ମିଶି ଯାଇ ଏକ ଯୋଜନା କରି ଏପରି କା-ଣ୍ଡ କରିଛନ୍ତି ।

ଅନ୍ୟ ପକ୍ଷରେ ଆହୁରି ମଧ୍ୟ ସେ କହିଛନ୍ତି କି , ମାୟା ନାମକ ଏକ ସିରିଏଲ୍ ପାଇଁ ତାଙ୍କୁ ଚୟନ କରା ଯାଇଥିଲା ଆଉ ଏପରିକି ଆଉଟଫିଟ୍ ପାଇଁ ତାଙ୍କ ସାଇଜ ମଧ୍ୟ ଚାଲି ଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏପରି କଥା ସାମ୍ନାକୁ ଆସିଥିଲା କି , ଜସ୍ମିନ ରଥଙ୍କୁ ଏଥିପାଇଁ ଚୟନ କରାଯାଇଛି । ତାପରେ ସେ ଯାଇ ଯେତେବେଳେ ପଚାରିଲେ , ସେତେବେଳେ ତାଙ୍କୁ ଉତ୍ତର ମିଳିଥିଲା କି , ଆମକୁ ତୁମେ ଖୁସି କରି ପାରିଲ ନାହିଁ।ତେବେ ଯଦି ସେତେବେଳେ ଜସ୍ମିନ ଖୁସି କରିଦେଲେ , ଏବେ ତାହାଲେ କାଷ୍ଟିଙ୍ଗ କାଉଚ୍ କଥା କେଉଁଠୁ ଉଠୁଛି ।

ଏପରି ବିବା-ଦ ଆଉ ଏପରି ଅଭି-ଯୋଗ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଆଉ ପୂର୍ବ ଶ-ତ୍ରୁତା କାରଣରୁ ହୋଇଛି ବୋଲି ସ୍ପଷ୍ଟ ଭାବରେ ଜଣା ପଡ଼ୁଛି । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ ଗୋଟିଏ କଥା କହିଛନ୍ତି , ଯଦି କାଷ୍ଟିଙ୍ଗ କାଉଚ୍ ର ଶି-କାର ସେମାନେ ଶି-କାର ହୋଇଛନ୍ତି , ତେବେ ଥା-ନାରେ ଯାଇ ଅଭି-ଯୋଗ କରିବା କଥା , ଗଣମାଧ୍ୟମ ଆଗରେ କରିଲେ କଣ ହେବ । କାହିଁକି ସେମାନେ ପୋ-ଲିସ ପାଖକୁ ଯାଉ ନାହାଁନ୍ତି ବୋଲି ସେ କହିଛନ୍ତି । ତେବେ ଏପରି ଜଣେ ଭଦ୍ର ବ୍ୟକ୍ତିଙ୍କ ନାମରେ ଅଭି-ଯୋଗ କରିବା ପୁରାପୁରି ମି-ଛ ବୋଲି ସମସ୍ତେ କହିବାରେ ଲାଗିଛନ୍ତି ଆଉ ସେଥିପାଇଁ ଏହା ଉପରେ ଏକ ତ-ଦନ୍ତ କରାଯାଉ । ଅନ୍ୟ ପକ୍ଷରେ ଟୁଟୁ ନାୟକଙ୍କୁ ମଧ୍ୟ ଏହି ଦୁଇ ଅଭିନେତ୍ରୀଙ୍କ ବିରୁ-ଦ୍ଧରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *