ଆମ୍ପାୟାରଙ୍କ ନୋ ବଲ୍ ଦେବା ସାଜିଲା କାଳ , କ୍ରିକେଟ ଖେଳାଳି ନେଇ ଗଲେ ଜୀବନ

ବେଳେବେଳେ ଆମ ଆଖପାଖରେ ଏପରି କିଛି ଘ-ଟଣା ଘଟି ଯାଇଥାଏ , ଯାହା ଆମକୁ ପୁରା ଚମକେଇ ଦେଇଥାଏ । ତେବେ ଏପରି କିଛି ପରିସ୍ଥିତି ସୃଷ୍ଟି ହୋଇଯାଏ , ଯାହାକୁ ନେଇ ବି-ବାଦ ସୃଷ୍ଟି ହୋଇଯାଏ ଆଉ ଲୋକଙ୍କ ମନରେ ନିଆଁ ଜଳି ଯାଇଥାଏ । ତେବେ ଏପରି ଅନେକ ଘ-ଟଣା ଘଟିଥାଏ , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଚକିତ କରି ଦେଇଥାଏ । ତେବେ ନିକଟରେ ଏପରି କିଛି ଘଟଣା ଘଟିଛି , ଯାହାକୁ ନେଇ ଚାରିଆଡ଼େ ଚର୍ଚା ଚାଲିଛି ।

କାହିଁକି ନା ଏପରି ଘଟ-ଣା ବିଷୟରେ ଆପଣ କେବେ ବି ଆଗରୁ ଶୁଣି ନଥିବେ । ଆଉ କୁହାଯାଉଛି ଓଡ଼ିଶାରେ ଏପରି ଘ-ଟଣା ପ୍ରଥମ ଥର ପାଇଁ ଘଟିଛି । ତେବେ ସୂଚନା ଅନୁଯାୟୀ , ଜଣେ ଆମ୍ପାୟାରଙ୍କ ନୋ ବଲ୍ ଦେବା ସାଜିଲା କାଳ । ଆଉ କ୍ରିକେଟ ଖେଳାଳି ମାନେ ତାଙ୍କୁ ପିଟି ପିଟି ତାଙ୍କ ଜୀବନ ନେଇ ଗଲେ । ଆଉ ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଆଉ ଲୋକାରଣ୍ୟ ହୋଇ ଯାଇଥିଲା । ଏହା ବ୍ୟତୀତ ସ୍ଥାନୀୟ ଅଞ୍ଚଳରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଏପରି ଏକ ଘ-ଟଣା ଘଟି ଯାଇଅଛି କଟକ ଚୌଦ୍ୱାର ଅଞ୍ଚଳରେ । କଟକ ଚୌଦ୍ୱାର ଅଞ୍ଚଳରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ଦୁଇ ଦଳ ଭାଗ ନେଇଥିଲେ । ସାଧାରଣତଃ ଆମେ ଜାଣିଛନ୍ତି କ୍ରିକେଟ ଖେଳ ପୂର୍ବରୁ ଟସ୍ ପଡ଼ି ଥାଏ ଆଉ ତାପରେ ନିର୍ଦ୍ଧାରିତ ହୋଇଥିଲା କିଏ ବ୍ୟାଟିଂ କରିବ ଆଉ କିଏ ବୋଲିଂ । ତେବେ ଠିକ୍ ଏପରି ହୋଇଥିଲା କିନ୍ତୁ ଏହା ମଧ୍ୟରେ ଖେଳ ଚାଲିଥିଲା ଆଉ ଅମ୍ପାୟାରିଂ ଦାୟିତ୍ୱରେ ରହିଥିବା ଲକି ନାମକ ଜଣେ ପିଲା ନୋ ବୋଲ ବୋଲି କହି ଦେଇଥିଲେ ।

ତେବେ ଏହାପରେ କ୍ରିକେଟ ଖେଳାଳି ମାନଙ୍କ ମଧ୍ୟରେ ଝ-ଗଡା ସୃଷ୍ଟି ହୋଇଥିଲା । ଆଉ ଲକିଙ୍କ ସହିତ କିଛି ସମୟ ଝ-ଗଡା ମଧ୍ୟ ହୋଇଥିଲା । ତେବେ ଏହାରି ମଧ୍ୟରେ ବି-ବାଦ ବଢିବା ସହିତ ସେଠାରେ ଥିବା ପିଲା ମାନେ ଲକିଙ୍କୁ ବ୍ୟାଟରେ ଆକ୍ର-ମଣ କରିବା ସହିତ ଅନେକ ମାର-ଣାସ୍ତ୍ରରେ ଲକି ଉପରକୁ ଆକ୍ର-ମଣ କରିଥିଲେ । ଯାହା ପରେ ଘ-ଟଣା ସ୍ଥଳରେ ହିଁ ଲକିଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ସମସ୍ତେ ସେଠାରେ ଦୌଡ଼ି ପଳାଇ ଥିଲେ । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବା ସହିତ ଉକ୍ତ ଯୁବକ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *