ରାଜଧାନୀରେ ଚାଞ୍ଚଲ୍ୟ ,ପଟିଆ ଅଞ୍ଚଳରେ ଗୋଡ ହାତ ବାନ୍ଧି ଦୁଇ ଯୁବତୀଙ୍କୁ ଦୁ-ଷ୍କର୍ମ ଅଭି-ଯୋଗ

ହକି ପାଇଁ ଚମକୁଛି ଆମ ରାଜଧାନୀ। ଲୋକଙ୍କ ମନରେ ଆନନ୍ଦ ଲହରୀ ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ରାଜଧାନୀର ପ୍ରତିଟି କୋଣକୁ ଆଲୋକରେ ଭରିଦେବେ ବୋଲି ଚାହୁଁଥିବା ବେଳେ। ଦୁଇ ଜଣ ଛାତ୍ରୀଙ୍କ ଜୀବନରେ ଅନ୍ଧକାରର ଛା-ୟା ଖେଳି ଯାଇଛି। ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁ-ଷ୍କର୍ମ କରି ଫୋପାଡ଼ି ଦେଇଛନ୍ତି।

ହଁ ଆଜ୍ଞା ଗତ କାଲି ପଟିଆ ଇଞ୍ଜଳା କେଳା ସାହିର ଦୁଇ ଜଣ ଛାତ୍ର ରାଜଧାନୀ ବୁଲିବା ପାଇଁ ଘର ଲୋକଙ୍କୁ କହି ବୁଲିବାକୁ ଗଲେ କିନ୍ତୁ ଦିନ ଯାଇ ରାତି ପାହିଗଲା ପିଲା ଦୁଇ ଜଣ ଘରକୁ ଫେରିଲେନି। ଘରଲୋକ ରାତିରେ ବହୁତ୍ ଖୋଜା ଖୋଜି କରିଥିଲେ କିନ୍ତୁ କାହାକୁ ପାଇ ନଥିଲେ। ତାପର ଦିନ ସକାଳୁ ଛାତ୍ରୀ ଦୁଇଜଣ ଘରକୁ ଫେରି ଆସି ବାପାମାଆଙ୍କ ଆଗରେ ସବୁ ସତ କଥା କହିଲେ।

ସେ କହିଛନ୍ତି ସେ ବୁଲିବାକୁ ଗଲା ବେଳେ ଦୁଇ ଜଣ ଯୁବକ ଆମକୁ ଉଠେଇ ପଟିଆ ଷ୍ଟେସନ୍ ଆଡ଼କୁ ନେଇ ଗଲେ। ତା’ପରେ ଆମ ହାତ ଗୋଡ଼ ବାନ୍ଧି ଦେଇ ରାତି ସାରା ଆମ ସହ ଗଣ ଦୁ-ଷ୍କର୍ମ କଲେ। ଆଉ ଯେତେବେଳେ ସକାଳ ହେଲା ଆମ ହାତ ଗୋଡ ଫିଟେଇ ବାହାରକୁ ଛାଡ଼ି ଦେଲେ।

ପିଲାଙ୍କ କଥା ଶୁଣି ବାପା ଯିଆରପି ଥାନା ଅଧିକାରୀଙ୍କୁ ସବୁ କଥା ଜଣାଇ ଦୁଇ ଯୁବକଙ୍କ ବି-ରୁଦ୍ଧ ଥା-ନା ରେ ଅଭି-ଯୋଗ ଦେଲେ। ଅଭି-ଯୋଗ ପରେ ଜିଆରପି ପୋ-ଲିସ୍ ଘଟ-ଣାର ତ-ଦନ୍ତ କରିବା ଆରମ୍ଭ କରିଛି। ଏବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଠିଛି ଏତେ ପୋ-ଲିସ୍ କଟକଣା ଥାଇ ମଧ୍ୟ ଆମ ରାଜଧାନୀରେ ଗଣ ଦୁ-ଷ୍କର୍ମ କେମିତି ହଉଛି। ଯଦି ହଉଛି ତେବେ ଆମ ପୋ-ଲିସ୍ ଏବଂ ସରକାର କ’ଣ କରୁଛନ୍ତି।

Leave a Reply

Your email address will not be published. Required fields are marked *