ପର-କ୍ରୀୟା ପ୍ରୀ-ତି ପାଇଁ ପ୍ରଥମେ ସ୍ତ୍ରୀକୁ ମା-ରିଲି ଏମିତି ଆନେକ ଝିଅଙ୍କୁ ମା-ରିଛି, ମୁଁ ଏମିତି କେବଳ ପୋଲି-ସଙ୍କ ପାଇଁ କରୁଛି।

୨୩ ସେପ୍ଟେମ୍ବର ୨୦୧୭ ହାଇ କୋର୍ଟର ନିୟମ ଅନୁସାରେ ପର-କ୍ରୀୟା ପ୍ରୀତି ବେଆ-ଇନ ନୁହେଁ। ଜଣେ ବିବାହିତ ବା ଅବିବାହିତ ସ୍ତ୍ରୀ କିମ୍ୱା ସ୍ବାମୀ ଚାହିଁଲେ ନିଜ ଇଚ୍ଛାରେ ଆଉ କାହା ସହିତ ଶାରି-ରୀକ ସ-ମ୍ପର୍କ ରଖିପାରିବେ ଏବଂ ସାଙ୍ଗ ହେଇ ରହି ପାରିବେ। କିନ୍ତୁ ପର-କ୍ରୀୟା ପ୍ରୀତି ପାଇଁ କାହାକୁ ହ-ତ୍ୟା କଲେ ଆ-ଇନ ଯେମିତି ହେଲେ ଦ-ଣ୍ଡ ଦେବ। ଦୋ-ଷି ହ-ତ୍ୟାର କିଛି ଦିନ ପରେ ଧରାପଡୁ ବା ୨-୩ ବର୍ଷ ପରେ କିନ୍ତୁ ଦ-ଣ୍ଡ ନିଶ୍ଚୟ ମିଳିବ।

ଗତ ୨ ବର୍ଷ ତଳେ କଣ୍ଡରାପଟିଆ ଜଙ୍ଗଲ ଭିତରେ ଏକ ହ-ତ୍ୟା କା-ଣ୍ଡ ଘଟିଥିଲା। ଜଙ୍ଗଲ ଭିତରୁ ଭିତରୁ ଜଣେ ମହିଳାଙ୍କ ମୃ-ତ ଦେହ ମିଳିଥିଲା। ମହିଳାଙ୍କ ବେକ କା-ଟି କିଏ ମହିଳାଙ୍କୁ ଜଙ୍ଗଲ ଭିତରେ ଫୋପାଡି ଦେଇ ଯାଇଥିଲା। ସେତେବେଳେ ପୋ-ଲିସ୍ ମହିଳାଙ୍କ ବିଷୟ ରେ ଏବଂ ଆସାମୀ ବିଷୟରେ ଜାଣିବାକୁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହେଇ ନଥିଲା। ସେଥିପାଇଁ ପୋ-ଲିସ୍ ମହିଳାଙ୍କ ହ-ତ୍ୟା ମାମ-ଲାର ତ-ଦନ୍ତ ବନ୍ଦ କରିଦେଇ ଥିଲା।

ଗତ କାଲି ମହିଳାଙ୍କ ସ୍ଵାମୀ ପବିତ୍ର ଖୁଣ୍ଟିଆ ମିଡ଼ିଆ ଅଧିକାରୀଙ୍କୁ ଫୋନ୍ କରି କହିଛନ୍ତି ସେ ନିଜ ସ୍ତ୍ରୀ ସହ ଆହୁରି ଅନେକ ଝିଅଙ୍କୁ ମାରିଛନ୍ତି। ପ୍ରଥମେ ମୁଁ ପର-କ୍ରୀୟା ପ୍ରୀ-ତି ମୋ ସ୍ତ୍ରୀର ବେକ କା-ଟି ହ-ତ୍ୟା କରି ଜଙ୍ଗଲରେ ପକେଇ ଦେଲି। ତା’ପରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ବ୍ଲକ ଜମ୍ବୁ ଗ୍ରାମପଞ୍ଚାୟତର ଗୋଟେ ଝିଅକୁ ମା-ରିଦେଇଛି। ଏମିତି ଅନେକ ଝିଅଙ୍କ ସହ ମୁଁ ଏମିତି କରିଛି କାରଣ ମୁଁ ଓଡ଼ିଶା ପୋଲି-ସଙ୍କ ଠାରୁ ପ୍ରତି-ଶୋଧ ନେବାକୁ ଚାହୁଛି।

କାଲି ସକାଳେ ମୁ ଗୋଟେ ଝିଅକୁ ନେଇ ଭୁବନେଶ୍ଵରରୁ ବାଙ୍ଗାଲୋର ଯାଉଛି ପୋ-ଲିସ୍ ର କାତ ଅଛି ତ ମତେ ଧରିକି ଦେଖାଉ। ମୁଁ ଏବେ ମୋ ଫୋନ୍ ଅଫ୍ କରି ପଣିକି ପକେଇ ଦେବି ମତେ କାଲି ସକାଳେ ଧରିକି ଦେଖାଅ। ମୁଁ ଏମିତି ପାଗଳ ହେବାର ମୂଳ କାରଣ ହେଲା ପୋ-ଲିସ। ସେମାନେ ହିଁ ମତେ ଏମିତି କରିଦେଇଛନ୍ତି ସେଥିପାଇଁ ମୁଁ କେବଳ କେନ୍ଦ୍ରାପଡ଼ାରେ ହଁ ଏମିତି କରିବି। ଓଡ଼ିଶା ପୋ-ଲିସ ଏ ବିଷୟରେ ଜାଣିବା ପରେ ପବିତ୍ର ଖୁଣ୍ଟିଆଙ୍କୁ ଖୋଜିବା ପାଇଁ ସର୍ଚ୍ଚ ୱା-ରେଣ୍ଟ ଜାରି କରି ତ-ଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *