ମୋ ସାଙ୍ଗ ମାନେ ବି ଛାଡିଲେନି ମୋ ସ୍ତ୍ରୀ କୁ …

ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ କିନ୍ତୁ ଏବେ ଭଲ ପାଇ ବାହା ହୁଅନ୍ତୁ କିମ୍ବା ଆରେଜ୍ ମ୍ୟାରେଜ୍ କରନ୍ତୁ ସବୁଥିରେ ଆପଣ ଧୋକା ଦେଖିବାକୁ ପାଇବେ। ଆଗ ପରି ଏବେ ଆଉ ସ୍ବାମୀ ସ୍ତ୍ରୀଙ୍କ ସ-ମ୍ପର୍କ ଅଧିକ ବର୍ଷ ପର୍ୟ୍ୟନ୍ତ ତିଷ୍ଟି ରହୁନି। କେତେବେଳେ ସ୍ବାମୀ ଛାଡ଼ି ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ କୁଆଡେ ପଳେଇ ଯାଉଛି। ହଁ ଆଜ୍ଞା ନୟାଗଡ଼ ଜିଲ୍ଲାରେ ଏବେ ଏମିତି ଏକ ଦୋଛକି ପ୍ରେମ କାହାଣୀ ଦେଖିବାକୁ ମିଳିଛି।

ନୟାଗଡ଼ର ଦଶପଲ୍ଲା ଗାଆଁର ପ୍ରସାଦ କୁମାର ନିଜ ଘର ଆଗରେ ରହୁଥିବା ଗୋଟେ ଝିଅଙ୍କୁ ଭଲ ପାଉଥିଲେ। କିଛି ଦିନ ଭଲ ପାଇବା ପରେ ଦୁହେଁ ବିବାହ କଲେ। ପ୍ରସାଦଙ୍କ ବିବାହରେ ଘର ଲୋକ ରାଜି ଥିଲେ କିନ୍ତୁ କେହି ଖୁସି ନଥିଲେ। ବାହା ହେଲା ପରେ ସ୍ତ୍ରୀ କଥାରେ ପ୍ରସାଦ ଘର ଲୋକଙ୍କୁ ଛାଡି ସ୍ତ୍ରୀକୁ ଧରି ଭୁବନେଶ୍ୱର ଚାଲି ଆସିଲେ। ତା’ପରେ ଦୁହେଁ ଭଡ଼ା ଘର ନେଇ ଖୁସିରେ ରହିଲେ।

ଗୋଟେ ବର୍ଷ ପର୍ୟ୍ୟନ୍ତ ସବୁକିଛି ଠିକ୍ ଥିଲା ପ୍ରସାଦ ଅଟୋ ଚଳାଇ ଯାହା ଟଙ୍କା ଆଣନ୍ତି ସେଥିରେ ସେମାନେ ବହୁତ୍ ଖୁସିରେ ଥିଲେ କିନ୍ତୁ ଯେତେବେଳେ ପ୍ରସାଦଙ୍କ ସ୍ତ୍ରୀ ୭ ମାସର ଗର୍ଭ-ବତୀ ଥିଲେ ସେତେବେଳେ ସେ ଅନ୍ୟ ଜଣେ ଯୁବକଙ୍କ ସହ ଅନୈ-ତିକ ସ-ମ୍ପର୍କ ରଖିଲେ ଏ କଥା ଜାଣି ପ୍ରସାଦଙ୍କୁ ବହୁତ୍ ରାଗ ଲାଗିଲା ସେ ସ୍ତ୍ରୀକୁ ମା-ଡ଼ ମା-ରି ଗାଆଁକୁ ଆଣିଲେ। କିଛି ଦିନ ପରେ ଝିଅଟି ଜନ୍ମ ହେଲା। ସେ ଭାବିଲେ ସ୍ତ୍ରୀ ପୁରା ବଦଳି ଗଲାଣି ସେଥିପାଇଁ ପୁଣି ସେ ଭୁବନେଶ୍ୱର ଆସିଲେ। କିନ୍ତୁ ୨-୩ ମାସ ଯିବା ପରେ ସ୍ତ୍ରୀ ପୁଣି ଅନ୍ୟ ପୁଅଙ୍କ ସହ ରାତିରେ କଥା ହେଲେ।

ପ୍ରସାଦ ଯେତେବେଳେ ବାହାରକୁ ଅଟୋ ଚଳାଇବାକୁ ଯାଆନ୍ତି ତାଙ୍କ ସାଙ୍ଗମାନେ ପ୍ରଥମେ ତାଙ୍କୁ ଫୋନ୍ କରି କୋଉଠି ଅଛୁ ବୋଲି ପଚାରନ୍ତି । ସେ ଯେତେବେଳେ ବାହାରେ ଅଛନ୍ତି ବୋଲି କୁହନ୍ତି ତାଙ୍କ ସାଙ୍ଗ ମାନେ ସ୍ତ୍ରୀ ପାଖକୁ ଯାଇ ତା ସହ ଶାରୀ-ରିକ ସ-ମ୍ପର୍କ ରଖନ୍ତି। ଏମିତି ପ୍ରାୟ ୬ ରୁ ୭ ଜଣଙ୍କ ସହ ତାଙ୍କର ଶାରୀ-ରିକ ସ-ମ୍ପର୍କ ଅଛି। କିଛି ଦିନ ତଳେ ପ୍ରସାଦ ଆରଟିଓ ଅଫିସ୍ କିଛି କାମ ପାଇଁ ଆସିଥିଲେ।କାମ ସାରି ଘରକୁ ଫେରିଲା ବେଳକୁ ସ୍ତ୍ରୀ ସୁନା ଗହଣା ଏବଂ ସବୁ ତାଙ୍କ ନେଇ କୋଉ ଟୋକା ସହ କୁଆଡେ ପାଲେଇଛି ସେଥିପାଇଁ ପ୍ରାସାଦ ଏବେ ନ୍ୟା-ୟ ପାଇବା ପାଇଁ ପୋ-ଲିସ୍ ଷ୍ଟେ-ସନ୍ ଯାଇଛନ୍ତି।

Leave a Reply

Your email address will not be published. Required fields are marked *