ପା-ଗଳ ହୋଇ ମଧ୍ୟ ଦେଖାଇଲା ମଣିଷପଣିଆ , ରାସ୍ତାରେ ଦୁଇ ଭଉଣୀଙ୍କୁ ସାହାଯ୍ୟ କରିବାର ଭିଡ଼ିଓ ହେଲା ଭାଇରଲ :-

ଦୁନିଆରେ ଭଗବାନ ମନୁଷ୍ୟକୁ ସୃଷ୍ଟି କରିଛନ୍ତି କିଛି ଖାସ ଉଦ୍ଦେ-ଶ୍ୟରେ । ଏମିତିରେ ମଣିଷ ମଧ୍ୟ ଭିନ୍ନ ଭିନ୍ନ ମାନ-ସିକତାର ଅଛନ୍ତି । ସବୁ ଜନ୍ମ ତ ହୋଇଥାନ୍ତି ମା ପେଟରୁ , ଆଉ ଜନ୍ମ ପରେ ଚାଲି ଚଳଣି ଏବଂ ପରିବେଶ ଅନୁଯାୟୀ ସେମାନଙ୍କ ସ୍ଵଭାବ ବି ପରିବର୍ତ୍ତନ ହୋଇଯାଏ । ଧୀରେ ଧୀରେ ସେହି ସ୍ଵଭାବ ଏବଂ ବଞ୍ଚିବାର ଇଚ୍ଛା ଦ୍ୱାରା ମନୁଷ୍ୟ ଦୁନିଆକୁ ସାମ୍ନା କରି ଆଗକୁ ବଢ଼ିଚାଲେ । ଏହାରି ମଧ୍ୟରେ କେତେ ଯେ ଦୁଃ-ଖ କଷ୍ଟ ସମସ୍ୟା ଆସେ । ତଥାପି ସେ ସେସବୁକୁ ଖାତିର ନକରି ଜୀବନକୁ ସହଜ କରିବାରେ ଲାଗି ପଡ଼ିଥାଏ । କିନ୍ତୁ ବୋଧହୁଏ ଯୁଗ ପରିବର୍ତ୍ତନ ହେଲାଣି ।

ଆଜିକାର ଆଧୁନିକ ଯୁଗରେ ମଣିଷ ତ ଅଛି କିନ୍ତୁ ମଣିଷତ୍ୱ ନାହିଁ । କାରଣ ଆଜିକାଲି ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭଲ ପାଇବା ନାହିଁ । କିନ୍ତୁ ସମୟ ସମୟରେ କିଛି ଏପରି ବ୍ୟକ୍ତିତ୍ୱ ସାମ୍ନାକୁ ଆସି ଯାଆନ୍ତି , ଯାହାକୁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ , ଏତେ ଭଲ ବ୍ୟକ୍ତିତ୍ୱ ବି କଣ ଆଜିକାର ଆଧୁନିକ ସମାଜରେ ବଞ୍ଚିଛି ? ପ୍ରାୟତଃ ସୋସିଆଲ ମିଡ଼ିଆରେ ଏମିତି ଅନେକ ମାନ-ବିକତାର ଭିଡ଼ିଓ ଭାଇରଲ ହୋଇଥାଏ , ଯାହାକୁ ଲୋକେ ଖୁବ ପସନ୍ଦ କରନ୍ତି । ଆଜି ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡ଼ିଓ ବିଷୟରେ କହିବୁ ଯେଉଁଠି ଜଣେ ପାଗଳର ମାନ-ବିକତା ଦେଖିଲେ ଆପଣ ଖୁବ ଲ-ଜ୍ଜିତ ହେବେ ।

ପା-ଗଳ ହୋଇ ମଧ୍ୟ ବ୍ୟକ୍ତି ଜଣକ ଯେଉଁ ଭଳି ନିଜ ମଣିଷ ପଣିଆର ପରିଚୟ ଦେଇଛନ୍ତି ତାହା ପ୍ରଶଂସା ଯୋଗ୍ୟ । ଆଜିକା ସମୟରେ ନାରୀଙ୍କୁ ସେଭଳି ସମ୍ମାନ ଦିଆଯାଉନାହିଁ ଯେଉଁଭଳି ଦେବା କଥା । କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ସେହି ଦୃ-ଶ୍ୟ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ପା-ଗଳ ହୋଇ ମଧ୍ୟ ସେ କେତେ ମହାନ ଚିନ୍ତାଧାରା ରଖିଛନ୍ତି । ତେବେ ଭାଇରଲ ହୋଇଥିବା ଭିଡ଼ିଓ ଅନୁଯାୟୀ ଜଣେ ପାଗଳ ବ୍ୟକ୍ତି ଦୁଇ ଭଉଣୀଙ୍କୁ ବେଶ ସାବଧାନତାର ସହିତ ରାସ୍ତା ପାର କରାଉଥିବାର ଦେଖିବାକୁ ମିଳିଛି । ସେ ସମସ୍ତଙ୍କୁ ଏହା ମଧ୍ୟ ଜଣାଇ ଦେଇଛି ଯେ ନାରୀଙ୍କୁ କେମିତି ସମ୍ମାନ ଦିଆଯାଏ ଏବଂ କେମିତି ସାହାଯ୍ୟ କରାଯାଏ ।

ଏହା ସମଗ୍ର ମାନବ ସମାଜକୁ ଏକ ଶକ୍ତ ଚା-ପୁଡ଼ା ଅଟେ । କିନ୍ତୁ ସେହି ପାଗଳ ମଣିଷକୁ ଆମ ଦୁନିଆରେ କେମିତି ବ୍ୟବହାର କରାଯାଏ ତାହା ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ଯାହାକି ବାସ୍ତବରେ ନିନ୍ଦ-ନୀୟ ଅଟେ । ତେବେ ଏହି ଭାଇରଲ ଭିଡ଼ିଓକୁ ଦେଖିବା ପରେ ଲୋକେ ସେହି ବ୍ୟକ୍ତିକୁ ଖୁବ ପ୍ରଶଂସା କରିଛନ୍ତି ଏବଂ ଏହି ଭିଡ଼ିଓ ଖୁବ କମ ସମୟ ମଧ୍ୟରେ ବେଶ ଭାଇରଲ ମଧ୍ୟ ହେଉଛି । ଶେଷରେ ଆମେ କହି ରଖିବାକୁ ଚାହିଁବୁ ଯେ କୌଣସି ମଣିଷର ଖରାପ ପରିସ୍ଥିତିକୁ ଦେଖି ତାକୁ ହୀନ ମନେ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *