ହୋଲି ଦିନରୁ ଆରମ୍ଭ ହୋଇଥିଲା ଝ-ଗଡ଼ା ଆଉ ଏବେ ପରିସ୍ଥିତିରେ ପଡ଼ି ଅଭି-ଯୋଗ ନେଇ ଏସପିଙ୍କ ନିକଟକୁ ଗଲେ ମହିଳା । କହିଲେ ସେ ସେକେଣ୍ଡ ଅର୍ଚ୍ଚନା ନାଗ …….

ବାଲିଅନ୍ତା ଥା-ନା ବେଣୁପୁର ଅଞ୍ଚଳରୁ କିଛି ମହିଳା ଏବଂ ତାଙ୍କ ସହଯୋଗୀ ଲକ୍ଷ୍ମୀସାଗର ଥା-ନାକୁ ଏସିପିଙ୍କୁ ଭେଟି ନିଜ ଗୁହାରି ଜଣାଇବାକୁ ଆସିଛନ୍ତି । ତେବେ ମହିଳାଙ୍କ ଅଭି-ଯୋଗ ଅନୁଯାୟୀ କୁଆଡ଼େ ସେହି ଗାଁର କିଛି ଲୋକ ମହିଳାଙ୍କ ସମେତ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ର-ମଣ କରିଛନ୍ତି । ଯେଉଁ କାରଣରୁ ବ୍ୟକ୍ତିଙ୍କର ହାତ ଭା-ଙ୍ଗି ଯାଇଛି । ତେବେ ଏହି ମାମ-ଲାକୁ ନେଇ ସମସ୍ତେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଘ-ଟଣା ହୋଲି ଦିନର ଥିଲା । ହୋଲି ଦିନ ବ୍ୟକ୍ତି ଜଣକ ନଈକୁ ଗାଧୋଇବାକୁ ଯାଇଥିବା ସମୟରେ ଜଣେ ପିଲା ଖରାପ ଭାଷା କହୁ ଥିବାରୁ ସେ ତାଙ୍କ ଘରେ କହି ଦେବେ କହିଥିଲେ ।

ବାସ ଏହି କାରଣରୁ ହିଁ ସେହି ପିଲାର ପୁରା ପରିବାର ଲୋକେ ଏବଂ କିଛି ମହିଳା ସମେତ ତାଙ୍କ ଉପରକୁ ଆକ୍ର-ମଣ କରିଥିଲେ । ଯାହାକୁ ନେଇ ପୀ-ଡ଼ିତ ବ୍ୟକ୍ତି ଏବଂ ମହିଳା ମାନେ ଥା-ନାରେ ଚାରି ଜଣଙ୍କ ନାମରେ ଅଭି-ଯୋଗ କରିଥିଲେ । ଅଭି-ଯୋଗ ପରେ ପୋ-ଲିସ ଦୁଇ ଜଣଙ୍କୁ ଗି-ରଫ କରିଥିଲା ଏବଂ ଆଉ ଦୁଇ ଜଣଙ୍କ ଉପରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏପଟେ ବ୍ୟକ୍ତି ଜଣକ ଆଉ ଏକ ଅଭି-ଯୋଗ ଆଣିଛନ୍ତି ଯେ ତାଙ୍କ ଭାଉଜ ଗର୍ଭ-ବତୀ ଅଛନ୍ତି ଏବଂ ସେ କ୍ଷୀର ଆଣିବାକୁ ଗାଁର ସେହି ଲୋକଙ୍କ ଘରକୁ ଯାଇଥିଲେ ମାତ୍ର ସେଠାରେ ସେ ତାଙ୍କ ପେଟରେ ଗୋଇଠା ମା-ରିଥିଲେ ।

ଯେଉଁ କାରଣରୁ ମହିଳା ଜଣକ ସେଠାରେ ଚେ-ତାଶୂ-ନ୍ୟ ହୋଇ ପଡ଼ିଥିଲେ । ତେଣୁ ଏହାକୁ ନେଇ ମହିଳା ମାନେ ନିଜର କିଛି ସହଯୋଗୀଙ୍କ ସହିତ ଲକ୍ଷ୍ମୀସାଗର ଥା-ନାରେ ଅଭି-ଯୋଗ ପାଇଁ ଆସିଛନ୍ତି । ତାଙ୍କ କହିବା କଥା ଯେ ସେମାନେ ଆଗରୁ ଏଫଇୟାର ଏବଂ ଅଭି-ଯୋଗ କରିବା ସତ୍ତ୍ୱେବି ତାଙ୍କର ଅନ୍ୟ ଦୁଇ ଜଣ ଅଭି-ଯୁକ୍ତଙ୍କୁ ଏବେ ସୁଦ୍ଧା ଗି-ରଫ ହୋଇନାହିଁ । ପୁଣି ସେମାନେ ଓଲଟା କେସ କରି ଗି-ରଫ କରାଇବେ ବୋଲି ଧ-ମକ ଦେଉଛନ୍ତି । ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ନିଶ୍ଚିତ ଭାବରେ ଉକ୍ତ ଅଭି-ଯୁକ୍ତ ମହିଳା ଏବଂ ତାଙ୍କ ସହଯୋଗୀଙ୍କର ପୋ-ଲିସ ଷ୍ଟେ-ସନ ଅଧିକାରୀଙ୍କ ସହିତ ଭିତିରିଆ ଅଛି । ନହେଲେ ଏବେ ସୁଦ୍ଧା ଅନ୍ୟ ଦୁଇ ଅଭି-ଯୁକ୍ତ ବାହାରେ ନଥାନ୍ତେ ।

ଏହାବ୍ୟତୀତ ଉକ୍ତ ଅଭି-ଯୁକ୍ତ ମହିଳା ଜଣକ ମିଛ ରେ-ପ କେ-ସରେ ସମସ୍ତଙ୍କୁ ଥା-ନାରେ ପୁରାଇବେ ବୋଲି ଧ-ମକ ଦେଇଛନ୍ତି । ପୁଣି ବିନା କାରଣରେ ଆଜି ଥା-ନା ଅଧିକାରୀ କିଛି ଲୋକଙ୍କୁ ଗି-ରଫ କରିବାରୁ ମହିଳା ମାନେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଏହାବ୍ୟତୀତ ଆଉ ୨୨ ଜଣଙ୍କ ନାମ ଗି-ରଫ ଲିଷ୍ଟରେ ଥିବାରୁ ସେମାନେ ଭ-ୟଭୀ-ତ ହୋଇ ଫେ-ରାର ହୋଇ ଯାଇଛନ୍ତି । ମହିଳା ଜଣକ କହିଛନ୍ତି ଯେ ପୁଣିଥରେ ସେମାନେ ତାଙ୍କର ଜଣେ ଦିଅରଙ୍କ ଉପରକୁ ଆକ୍ର-ମଣ କରିଛନ୍ତି । ତେଣୁ ବର୍ତ୍ତମାନ ଥା-ନାରୁ କିଛିବି ଉତ୍ତର ନପାଇବା କାରଣରୁ ସେମାନେ ଏସିପିଙ୍କ ନିକଟକୁ ଅଭି-ଯୋଗ ନେଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *