ଫେଲ ହେଲା ଗୋପାଳ ପ୍ଲାନ ।

ନବ ଦାସ ହ-ତ୍ୟାକା-ରୀ ଅଭି-ଯୁକ୍ତ ଗୋପାଳର ସବୁ ଯୋଜନା ଏବେ ପଣ୍ଡ ହୋଇଯାଇଛି । ଗୋପାଳ ଯାହା ଯୋଜନା କରି ନବ ଦାସଙ୍କୁ ହ-ତ୍ୟା କରିଥିଲା ତାହା ଏବେ ଫ୍ଲପ ହୋଇଯାଇଛି । ଆଉ ଗୋପାଳ ଫ-ସିଯାଇଛି ସେହି ଯୋଜନା ଭିତରେ । ଗୋପାଳ ନବ ଦାସଙ୍କୁ ହ-ତ୍ୟା କରିବା ପୂର୍ବରୁ ଏପରି ଏକ ଯୋଜନା କରିଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । ଆଉ ଏହି ଯୋଜନା କିପରି ପଣ୍ଡ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କର ନିହାତି ଭାବେ ମନେ ଥିବ ନବ ଦାସ ହ-ତ୍ୟାକା-ରୀ ଗୋପାଳ ସର୍ବ ସମ୍ମୁଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି କରି ହ-ତ୍ୟା କରିଥିଲା । ଆଉ ଏହି ଘ-ଟଣା ସେତେବେଳେ ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଗୋପାଳ ଉପରେ ରହିଥିଲା ସାରା ଓଡିଶାବାସୀଙ୍କ ନଜର । ଆଉ ସାରା ଓଡ଼ିଶାବାସୀ ଏହି କଥା ଜାଣିବାକୁ ଚେଷ୍ଟା କରୁଥିଲେ କି ଗୋପାଳ କାହିଁକି ନବ ଦାସଙ୍କୁ ହ-ତ୍ୟା କରିଥିଲେ ହେଲେ ଏହି ଘଟ-ଣାର ତ-ଦନ୍ତ ଯେତେବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ ନେଲେ ସେତେବେଳେ ଲୋକେ ଭାବିଥିଲେ ରହସ୍ୟ ଉପରୁ ପରଦା ହଟିବ

ହେଲେ କିନ୍ତୁ ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଯାଇଥିବା ବେଳେ ଲୋକଙ୍କ ମନରେ ଆଜିବି ସେହି ପ୍ରଶ୍ନ ଉଙ୍କି ମା-ରୁଛି କାହିଁକି ଗୋପାଳ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଭାବ ଶାଳୀ ନେତାଙ୍କ ଜୀବନ ନେଇଗଲା । ଗୋପାଳ ହ-ତ୍ୟା କରିବା ପଛରେ ରହିଥିଲା କେଉଁ ର-ହସ୍ୟ ଥିଲା ଯାହା ଫଳରେ ଗୋପାଳ ସର୍ବ ସମ୍ମୁଖରେ ଭିଆଇ ଥିଲା ଏପରି ସାଙ୍ଘା-ତିକ କା-ଣ୍ଡ ।

ହେଲେ ବନ୍ଧୁଗଣ ଏହି ସବୁ ଘ-ଟଣା ଭିତରେ ଆପଣ ମାନେ ଜାଣିଛନ୍ତି ଏକ କଥା କି ଗୋପାଳ ଦାସ ଯେତେବେଳେ ନବ ଦାସଙ୍କ ଜୀବନ ନେଇଥିଲା ସେହି ସମୟରେ ଗୋପାଳ ଦାସଙ୍କ ପତ୍ନୀ ସର୍ବସମ୍ମୁଖରେ ଗଣମାଧ୍ୟମରେ ପ୍ରତି-କ୍ରିୟା ରଖି କହିଥିଲେ କି ଗୋପାଳ ଜଣେ ମାନସିକ ରୋଗୀ । ହେଲେ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ ସାଧାରଣ ଲୋକେ କାରଣ ଜଣେ ମାନସିକ ରୋଗୀ କିପରି ପୋ-ଲିସ ବିଭାଗରେ ଜଣେ ଦାୟିତ୍ବ ବାନ ପୋଲି-ସ ର କାର୍ଯ୍ୟ ଲିଭାଇ ପାରୁଥିଲେ । ଏହା ପରେ ଏହି ଘଟ-ଣାକୁ ନେଇ ରାଜନୈତିକ ମହଲରେ ରାଜନୀତି ଜୋର ସୋରରେ ଆରମ୍ଭ ହେଲା ।

କିଏ କେତେ କଥା କହିଲେ । ଆଉ ଏହି ସବୁ ଭିତରେ ଗୋପାଳ ମଧ୍ୟ ଏପରି ଅଭିନୟ କଲା ଯେ ଲୋକେ କିଛି ସମୟ ପାଇଁ ଏହା ଭାବିବାକୁ ବାଧ୍ୟ ହେଲେ କି ହଁ ବୋଧେ ହୁଏ ଗୋପାଳ ବାସ୍ତବରେ ଜଣେ ମାନସିକ ରୋଗୀ । ହେଲେ କିନ୍ତୁ ଗୋପାଳ ମାନସିକ ରୋଗୀ କି ନୁହେଁ ତାହା ଏବେ କ୍ରାଇମବ୍ରାଞ୍ଚ ଅଧିକକାରୀ ସାମ୍ନାକୁ ଆଣିବେ ବୋଲି କୁହାଯାଉଛି ।

କାରଣ ଯାହା ଶୁଣିବାକୁ ମିଳୁଛି କି କ୍ରାଇମବ୍ରାଞ୍ଚର ବିଭିନ୍ନ ପ୍ରକାର ଟେଷ୍ଟରେ ଗୋପାଳ ପାଗଳ ନୁହେଁ ବୋଲି ପ୍ରମାଣ ହୋଇଛି । ଆଉ ଯାହା ଆଲୋଚନା ହେଉଛି କି ଏବେ କୁଆଡେ ଗୋପାଳକୁ ଦୋ-ଷୀ ସାଵସ୍ତ୍ୟ ହେବାରୁ ଆଉ କେହି ରୋକି ପାରିବେ ନାହିଁ । ତେବେ ନବ ଦାସଙ୍କ ହ-ତ୍ୟା ମାମ-ଲାରେ ସାମ୍ନାକୁ ଆସିଛି ଏଭଳି କିଛି ବଡ଼ ତଥ୍ୟ । ଆଉ ଗୋପାଳ ପାଗଳ ନୁହେଁ ବୋଲି ରାୟରେ ସ୍ପଟ କରିଛନ୍ତି କୋର୍ଟ ।

ଆଉ ଏବେ ଫ୍ଲପ ହୋଇଛି ଗୋପାଳର ମାଷ୍ଟର ପ୍ଲାନ । କ୍ରାଇମବ୍ରାଞ୍ଚ ଅଧିକାରୀ ଘଟ-ଣାକୁ ଗୁରୁ-ତର ସହ ନେଇ ଘାଣ୍ଟୁଥିବା ବେଳେ ଏବେ ଯାହା ଶୁଣିବାକୁ ମିଳୁଛି କି ବଡ଼ ସତ ହେଉଛି ଗୋପାଳ ପାଗଳ ନୁହଁନ୍ତି । ଗୋପାଳ କୁଆଡେ ପାଗଳର ଅଭିନୟ କରୁଥିଲା । ଆଉ ଯେଉଁ ଅଭିନୟକୁ କ୍ରାଇମବ୍ରାଞ୍ଚ ଅଧିକାରୀ ବିଭିନ୍ନ ପ୍ରକାର ଟେଷ୍ଟ କରି ଜାଣି ଥିଲେ ଯେ ଗୋପାଳ ଜଣେ ସୁସ୍ଥ ମଣିଷ । ଆଉ ଏବେ ଗୋପାଳ କୁଆଡେ କ୍ରାଇମବ୍ରାଞ୍ଚ ହାତରୁ ଖସି ପାରିବ ନାହିଁ ବୋଲି କୁହାଯାଉଛି । ଗୋପାଳ ଯେଉଁ ଭଳି ଜଣେ ଓଡ଼ିଶାର ପ୍ରଭାବ ଶାଳୀ ମନ୍ତ୍ରୀଙ୍କ ଜୀବନ ନେଇଛି ସେଥିପାଇଁ ଗୋପାଳକୁ ଶାସ୍ତି ମିଳିବ । ଆଇନ ଅନୁଯାୟୀ ଗୋପାଳ ଦ-ଣ୍ଡ ପାଇବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *