ପର-କିୟା ପ୍ରୀତି ପାଇଁ ସାତ ବର୍ଷର ପୁଅକୁ ଛାଡ଼ି ପଳାଇଲେ ବାପା ମା’ । ପିଲାର ବର୍ତ୍ତମାନ ଏଭଳି ଅବସ୍ଥା ……

ପର-କୀୟା ପ୍ରୀତିର ନି-ଶା ଯାହାକୁ ଘାରିଥାଏ ସେ କେବେବି ଗୋଟିଏ ପରିବାରରେ ତିଷ୍ଠି ରହିପାରେ ନାହିଁ । ସେତେବେଳେ ତା ସାମ୍ନାରେ ସବୁ ସମ୍ପର୍କ ଫିକା ପଡ଼ିଯାଏ । ଆଉ ଶେଷରେ ସେ ଏଭଳି ନିଷ୍ପତ୍ତି ନେଇଯାଏ , ଯାହାକୁ କେହିବି ସ୍ୱପ୍ନରେ ସୁଦ୍ଧା କେହିବି କଳ୍ପନା ସୁଦ୍ଧା କରିପାରିବେ ନାହିଁ । କଥାରେ ଅଛି ଜଣେ ପିଲାକୁ ତାର ମା’ ଠାରୁ ଅଧିକ କେହିବି ଭଲପାଇ ପାରିବେ ନାହିଁ । ଆଉ ମା’ ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ନିଜ ପିଲାର ପ୍ରତିପୋଷଣ କରିଥାଏ । କିନ୍ତୁ ଏଠାରେ କଥା କିଛି ଅଲଗା । ଏଠାରେ ମା’ ନିଜର ଦେହର ଭୋକ ମେଣ୍ଟା-ଇବାକୁ ଏଭଳି କା-ଣ୍ଡ କରିଛି ଯାହାକୁ ଆପଣ ବିଶ୍ୱାସ ସୁଦ୍ଧା କରି ପରିବେନ ନାହିଁ ।

ପର-କୀୟା ପ୍ରୀତି କାରଣରୁ ଜଣେ ମା ନିଜର ସ୍ୱାମୀ ଏବଂ ସାତ ବର୍ଷର ପୁଅକୁ ଛାଡ଼ି ପଳାଇ ଯାଇଛି । ଆଉ ଏହାପରେ ହୁଏତ ପିଲାଟି ନିଜ ବାପାଙ୍କ ସାହାରାରେ ବଞ୍ଚି ଯାଇଥାନ୍ତା । କିନ୍ତୁ ବାପା ମଧ୍ୟ ନିଜ ସ୍ତ୍ରୀ ଯିବା ପରେ ପର ସ୍ତ୍ରୀ ସହିତ ଯାଇ ବିବାହ କରି ଅନ୍ୟତ୍ର ରହୁଛି । ଆଉ ଏହାପରେ ପିଲାଟି ପୁରାପୁରି ଅ-ନାଥ ହୋଇ ଯାଇଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଝିଲା ପଞ୍ଚାୟତର ଶବରପଡ଼ା ଗାଁରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି । ଏହି ଗାଁର ମଣିଆ ଭକ୍ତା ବାଲେଶ୍ଵର ଅଞ୍ଚଳ ଲକ୍ଷ୍ମୀ ଭକ୍ତାଙ୍କୁ ବିବାହ କରିଥିଲେ । ମଣିଆ ଘର ଚଳାଇବା ପାଇଁ ବାହାରେ କାମ କରୁଥିଲେ ।

ଏହାରି ମଧ୍ୟରେ ଦୁହିଁଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଥିଲା । ତଥାପି ମା’ ପର ପୁରୁଷର ପ୍ରେମରେ ପଡ଼ି ଯିବା ପରେ ବାପା ମଧ୍ୟ ପର ସ୍ତ୍ରୀକୁ ବିବାହ କରି ଯାଇ ଅନ୍ୟତ୍ର ରହୁଛି । ଆଉ ବର୍ତ୍ତମାନ ପିଲାଟି ଅନାଥ ହୋଇ ଯାଇଛି । ଏପଟେ ବଡ଼ମା ପିଲାଟିକୁ ସାହାରା ଦେଇଛନ୍ତି ଏବଂ ମାଗି ମାଗି ପିଲାଟିକୁ ଖାଇବାକୁ ଦେଇ ପାଳି ଆସିଛନ୍ତି । ତେବେ ଆପଣ ମାନେ ଚିନ୍ତା କରନ୍ତୁ ଯେ ଜଣେ ବାପା ଏବଂ ମା’ ପାଇଁ କଣ ପର-କୀୟା ପ୍ରୀ-ତି ନିଜ ପିଲା ଠାରୁ ଏତେ ଅଧିକ ଗୁରୁତ୍ୱପୂର୍ଣ୍ଣ ? ଆଉ ଏଭଳି ଘ-ଟଣା ଆମ ସମାଜରେ ନିଶ୍ଚିତ ଭାବରେ ଲ-ଜ୍ଜ୍ୟାଜ-ନକ ଅଟେ । କାରଣ ଏହି ଘଟଣାକୁ କେହି କେହି ବିଶ୍ୱାସ କରି ପାରୁ ନଥିଲେ ମଧ୍ୟ ଏହା ସତ୍ୟ ଅଟେ ।

Leave a Reply

Your email address will not be published. Required fields are marked *