ଧରମ ମାମୁଁ ଭାଣେଜୀ ସହିତ ରଖିଲା ଶାରୀ-ରିକ ସ-ମ୍ପର୍କ , ତାପରେ ହେଲା ଏମିତି…

ମାମୁଁ ଆଉ ଭାଣେଜୀର ସ-ମ୍ପର୍କ ଏକ ପବିତ୍ର ସମ୍ପ-ର୍କ ହୋଇଥାଏ । ଦୁହେଁ ଦୁହିଁଙ୍କ ସାଙ୍ଗ ଭଳି ହୋଇଥାନ୍ତି । ଦୁହେଁ ମନ ଖୋଲି ନିଜ ମନର କଥା କହି ପାରିଥାନ୍ତି । କିନ୍ତୁ ଯଦି ସେହି ମାମୁଁ ନିଜ ଭାଣେଜୀ ସହିତ ଏପରି କାମ କରେ , ସେତେବେଳେ ସେ ଆଉ କାହାକୁ ବା ବିଶ୍ୱାସ କରିପାରେ । ସେ ଯେଉଁ ବିଶ୍ୱାସରେ ଭରା ସ-ମ୍ପର୍କ ଗଢିଥାଏ , ସେହି ସମ୍ପର୍କ ଗୋଟିଏ ମୁହୂର୍ତ୍ତରେ ବିଶ୍ୱାସଘାତକ ରେ ପରିଣତ ହୋଇଯାଏ । ତେବେ ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏପରି କିଛି ଖବର ବିଷୟରେ କହିବାକୁ ଯାଉଛୁ ।

ଯେଉଁଠି ଜଣେ ମାମୁଁ ନିଜ ଭାଣେଜୀ ସହିତ ଜୋର ଜବ-ରଦସ୍ତି କରିଛନ୍ତି ଆଉ ଶେଷରେ ଭାଣେଜୀ ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ତେବେ ଆମେ କହୁଛୁ ଯାଜପୁର ଜିଲ୍ଲା ବିଚିତ୍ରପୁର ପଞ୍ଚାୟତ ପୋଖନା ଗ୍ରାମର ରତିକାନ୍ତ ବେହେରାଙ୍କ କଥା । ସୂଚନା ଅନୁଯାୟୀ , ରତିକାନ୍ତଙ୍କୁ ନିଜ ଧରମ ଭାଇ କରିଥିଲେ ପୀଡ଼ିତାଙ୍କ ମାଆ । ଭାଇ କରିବା ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପୀଡ଼ିତାଙ୍କ ଘରକୁ ରତିକାନ୍ତ ଯିବା ଆସିବା କରୁଥିଲେ । ଆଉ ଘରେ ରହିବା ମଧ୍ୟ କରୁଥିଲେ ।

ଆଉ ଏହି ସମୟ ମଧ୍ୟରେ ପୀ-ଡ଼ିତା ଆଉ ରତିକାନ୍ତ ମଧ୍ୟରେ ନିବିଡତା ବଢ଼ି ଯାଇଥିଲା । ଧୀରେ ଧୀରେ ରତିକାନ୍ତ ପୀଡ଼ିତାଙ୍କୁ ନିଜ ପ୍ରେମ ଜା-ଲରେ ଫସା-ଇବା ଆରମ୍ଭ କରିଥିଲେ । ଆଉ ପୀ-ଡ଼ିତା ମଧ୍ୟ ସେହି ପ୍ରେମ ଜାଲରେ ଫସି ଯାଇଥିଲେ । ମାମୁଁ ଭାଣେଜୀ ସମ୍ପ-ର୍କକୁ ସେମାନେ ଆଉ ଏକ ନାମ ଦେବାକୁ ଚାହୁଁଥିଲେ । ଏହି କଥା ତାଙ୍କ ଘରେ କେହି ଜାଣି ନଥିଲେ । ସମସ୍ତଙ୍କ ଆଗରେ ମାମୁଁ ଡ଼ାକୁଥିବା ମଣିଷକୁ ଝିଅ ଭଲ ପାଉଛି ବୋଲି କେହି ସ୍ୱପ୍ନରେ ବି ଭାବୁ ନଥିଲେ । କିନ୍ତୁ କଥା ସେତେବେଳେ ସାମ୍ନାକୁ ଆସିଥିଲା , ଯେତେବେଳେ ସବୁକିଛି ବିଗିଡି ଯାଇଥିଲା ।

ଅର୍ଥାତ୍ ଦିନେ ଘରେ କେହି ନଥିବା ସମୟରେ ରତିକାନ୍ତ ନିଜ ଭାଣେଜୀ ସହିତ ଜୋର ଜବ-ରଦସ୍ତି ଶାରୀ-ରିକ ସମ୍ପ-ର୍କ ରଖିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହାକୁ ବାରଣ କରିଥିଲେ ଭାଣେଜୀ । ତଥାପି ଭାଣେଜୀର ଇଚ୍ଛା ବିରୁ-ଦ୍ଧରେ ଯାଇ ମାମୁଁ ଏପରି କାମ କରିଥିଲେ । ତେବେ ଯେତେବେଳେ ଘରକୁ ପୀଡ଼ିତାଙ୍କ ମାଆ ଆସିଥିଲେ , ସେ ସବୁ କଥା ଖୋଲି କରି ତାଙ୍କୁ କହି ଦେଇଥିଲେ । ଆଉ ସେମାନେ ଯାଇ ଥା-ନାରେ ଅଭି-ଯୋଗ କରିଥିଲେ । ତେବେ ବର୍ତ୍ତମାନ ସମୟରେ ପୀଡ଼ି-ତାଙ୍କର ହସ୍ପିଟାଲରେ ଚିକିତ୍ସା ହେଉଛି । ଅନ୍ୟ ପକ୍ଷରେ ଫେ-ରାର ହୋଇ ଯାଇଥିବା ମାମୁଁଙ୍କୁ ପୋ-ଲିସ ଗି-ରଫ କରିବା ସହିତ କୋର୍ଟ ଚା-ଲାଣ କରି ଦେଇଛି ।

Leave a Reply

Your email address will not be published. Required fields are marked *