ଓଡ଼ିଆ ଫିଲ୍ମ ଜଗତରେ କିଛି ବି ଠିକ୍ ନାହିଁ । ସବୁକିଛି ଏପଟ ସେପଟ ହୋଇ ଚାଲିଛି । ଆଉ ଏହା ମଧ୍ୟରେ ଅନେକ ପ୍ରଯୋଜକ , ନିର୍ଦ୍ଦେଶକ ମାନଙ୍କ ନାମରେ ମଧ୍ୟ ଅଭି-ଯୋଗ ଆସିଛି । ଆଉ ଗତକାଲି ପ୍ରଯୋଜକ ଟୁଟୁ ନାୟକଙ୍କୁ ମଧ୍ୟ ଖରାପ ବ୍ୟବହାର ଅଭି-ଯୋଗରେ ଗି-ରଫ କରାଯାଇଛି । ତେବେ ଏହାରି ମଧ୍ୟରେ ଆଉ ଏକ ନୂଆ ଚଳଚିତ୍ର “ପ୍ରଥା” ରିଲିଜ ହୋଇଛି । ଯେଉଁଥିରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ସ୍ବରାଜ ଏବଂ ଶୀତଲ । ଆଉ ଯାହାର ପ୍ରଯୋଜିକା ଥିଲେ ସନଲିସା ପଟେଲ ।
ତେବେ ବର୍ତ୍ତମାନ ଏକ ନୂଆ ଅଭି-ଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁସାରେ , ସନଲିସା ପଟେଲଙ୍କୁ ଜଣେ ବ୍ୟକ୍ତି ଫୋନ୍ କରି ଜଣାଇ ଥିଲେ ଯେ , ଝାରସୁଗୁଡ଼ା ଠାରେ ତାଙ୍କ ଫିଲ୍ମର ପୋଷ୍ଟର ଗୁଡ଼ିକୁ କିଛି ଲୋକ ଛିଡାଇ ଦେଉଛନ୍ତି । ଆଉ ସେମାନେ ବାଇକରେ ଆସିଥିଲେ ଏବଂ ଖରାପ ଭାଷାରେ ମଧ୍ୟ ଗା-ଳି ଗୁ-ଳଜ ମଧ୍ୟ କରିଥିଲେ । ଯାହାକୁ ସହି ପାରି ନଥିଲେ ସନଲିସା ଆଉ କା-ନ୍ଦି କା-ନ୍ଦି ଗଣମାଧ୍ୟମ ଆଗରେ ସବୁକିଛି କହି ଦେଇଥିଲେ । କାହିଁକି ଏପରି କିଏ କରିବ ସେ କଥା ଜାଣିବା ପାଇଁ ସେ ଚେଷ୍ଟା କରୁଛନ୍ତି ।
ଅନ୍ୟ ପକ୍ଷରେ କୁହାଯାଉଛି କି , ସନଲିସା ଜଣେ ବ୍ୟକ୍ତିଙ୍କ ନାମରେ ଅନଲାଇନ ଅଭି-ଯୋଗ ଆଣିଛନ୍ତି । ଆଉ ସେ ହେଉଛନ୍ତି ମନୋଜ ମିଶ୍ର । ଖୁବଶୀଘ୍ର ତାଙ୍କୁ ମଧ୍ୟ ଗି-ରଫ କରା ଯାଇପାରେ ବୋଲି ନୂଆ କଥା ସାମ୍ନାକୁ ଆସିଛି । କାହିଁକି କି ନା ଗତକାଲି ପ୍ରଯୋଜକ ଟୁଟୁ ନାୟକ ଗି-ରଫ ହୋଇ ଝାରପଡ଼ା ଜେ-ଲ ଯାଇଛନ୍ତି ଆଉ ତାହା ପୁଣି ଜଣେ ମହିଳା ସାମ୍ବାଦିକାଙ୍କ ଅଭି-ଯୋଗ ଅନୁସାରେ । ଆଉ ଯାହା ପରେ ବି-ବାଦ ଆହୁରି ନୂଆ ରୂପ ଧାରଣ କରୁଛି । ସେଦିନ ସତରେ ଏପରି ଟୁଟୁ କରିଥିଲେ , ନା ଏଇଟା କାହାର ଯୋଜନା ଥିଲା ।
ଅନ୍ୟ ପକ୍ଷରେ ଲୋକ ମାନେ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ଦେବସ୍ମିତାଙ୍କ ଲୁହରେ ଟୁଟୁ ନାୟକ ଜେ-ଲ ଚାଲିଗଲେ । ଆଉ ଏବେ ସେପରି ଏକ ସମୟ ଆସିଛି । ଲାଗୁଛି ଯେମିତି ସନଲିସାଙ୍କ ଆଖି ଲୁହରେ ମନୋଜ ମିଶ୍ର ନିହାତି ଜେ-ଲ ଯିବେ । ତେବେ ତାହା ତ କେବଳ ସମୟ କହିବ । ସତରେ ଏହି ପୋଷ୍ଟର ଚିରା କାମ ମନୋଜ ମିଶ୍ରଙ୍କ ଆଦେଶ କ୍ରମେ ହୋଇଛି ନା ଏହା ପଛରେ ଆଉ କାହାର ହାତ ରହିଛି । ତାହା ତ କେବଳ ଆଗକୁ ଜଣା ପଡ଼ିବ । ସତରେ ମନୋଜ ମିଶ୍ର ଦୋ-ଷୀ କି ନୁହେଁ , ତାହା ସମୟ କହିବ ।