ହାଇୱା ଚକା ତଳେ ଚାଲିଗଲା କଂଗ୍ରେସ ବିଧାୟକଙ୍କ ଜୀବନ । ଘ-ଟଣା ସ୍ଥଳରେ ମୃ-ତ୍ୟୁ…

ବର୍ତ୍ତମାନ ସମୟରେ ଯଦି ଆମେ କହିବୁ ଯେ ଅଧିକାଂଶ ଲୋକଙ୍କର ଅକାଳ ମୃ-ତ୍ୟୁ କେଉଁଭଳି ହେଉଛି । ତେବେ ତାହା ନିଶ୍ଚିତ ଭାବରେ ସଡ଼କ ଦୁର୍ଘ-ଟଣା ପାଇଁ ଅଟେ । ଆଉ ପରିସଂଖ୍ୟାନ ଅନୁଯାୟୀ ମଧ୍ୟ ଭାରତରେ ସଡ଼କ ଦୁର୍ଘ-ଟଣା ମାମ-ଲା ବେଶ ଅଧିକ । ବେପାରୁଆ ଗାଡ଼ି ଚାଳନା କାରଣରୁ ହିଁ ଏଭଳି ଦୁର୍ଦ୍ଦ-ଶା ହେଉଛି । ତଥାପି ଲୋକେ ଚେତୁ ନାହାଁନ୍ତି ।

କେଉଁଠି ମ-ଦ ପିଇ ଡ୍ରାଇଭର ଏକାଧିକ ଲୋକଙ୍କ ଉପରେ ମା-ଡ଼ି ମଡ଼ାଇ ନେଇ ଯାଉଛି ତ କେତେବେଳେ ଗାଡ଼ି ସ୍ପୀଡ଼ରେ ଥାଇ ଆଉ ନିୟନ୍ତ୍ରଣ କରି ନପାରି କେଉଁ ଲୋକର ଜୀବନ ନେଇ ଯାଉଛନ୍ତି ।ତେବେ ପ୍ରତ୍ୟେକ ଦିନ ଖବରକାଗଜ ପୃଷ୍ଠାରେ ଏବଂ ନ୍ୟୁଜ ଚ୍ୟାନେଲରେ ଏଭଳି ଘ-ଟଣା ନିଶ୍ଚିତ ଦେଖିବାକୁ ମିଳିଛି ।

ମାତ୍ର ବର୍ତ୍ତମାନ ସମୟରେ ଏକ ଖବର ଶୁଣିବାକୁ ମିଳିଛି ଯେ ଏହି ସଡ଼କ ଦୁର୍ଘ-ଟଣାରେ ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କ ମୃ-ତ୍ୟୁ ଘ-ଟିଛି । ଯାହା ଜାଣିବା ପରେ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ଜଣେ ଜଣା ଶୁଣା କଂଗ୍ରେସ ବିଧାୟକଙ୍କର ଏପରି ଅକାଳ ମୃ-ତ୍ୟୁ ଏଭଳି ଭାବରେ ହୋଇଯିବ ବୋଲି କେହିବି ବିଶ୍ୱାସ କରି ପାରି ନାହାଁନ୍ତି । ଘଟ-ଣା ଅନୁଯାୟୀ ଏହା ଗତକାଲି ଘଟିଛି । ତେବେ କହିରଖିବୁ ଯେ ଏଭଳି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଗାଡ଼ି ଦୁର୍ଘ-ଟଣାରେ ମୃ-ତ୍ୟୁ ହୋଇ ଯାଇଛି । ସେ କୌଣସି କାମରେ ଭୁବନେଶ୍ୱର ଯାଉଥିବା ସମୟରେ ଦ୍ରୁତ ବେଗରେ ଏକ ହାଇୱା ଆସି ଯାଜପୁର ଖୋରସ୍ରୋତା ବ୍ରିଜ ଉପରେ ମାଡ଼ି ଯାଇଥିଲା । ତେବେ କେହି କିଛି ବୁଝିବା ଆଗରୁ ହିଁ ବିଧାୟକଙ୍କ ଉପରେ ଗାଡ଼ି ସମ୍ପୂର୍ଣ୍ଣ ମାଡ଼ି ଯାଇଥିଲା ।କୁହାଯାଉଛି ଯେ ହାଇୱା ଏତେ ଦ୍ରୁତ ଥିଲା ଯେ ବିଧାୟକଙ୍କ ଉପରେ ହଠାତ ମା-ଡ଼ି ଯାଇଥିଲା ।

ଘ-ଟଣା ସ୍ଥଳରେ ହିଁ ବିଧାୟକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁ-ତର ହୋଇଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉ-ଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଅର୍ଜୁନ ଚରଣ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ କଂଗ୍ରେସ ଦଳର ବିଧାୟକ ରହିଥିଲେ । କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ ଦଳରୁ ବାହାରି ବିଆରଏସ ଦଳରେ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ସେ ଲ-ଢ଼ିଥାନ୍ତେ । ମାତ୍ର ନିର୍ବାଚନ ପୂର୍ବରୁ ୨୦୨୩ ରୁ ତାଙ୍କର ମୃ-ତ୍ୟୁ ଘଟିଛି । ତାଙ୍କ ମୃ-ତ୍ୟୁ ପରେ ପରିବାରରେ ଶୋ-କର ଛା-ୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *