ପ୍ରେମର କବିତାରେ ଭରି ଦେଇଥିଲେ ସମ୍ପୂର୍ଣ୍ଣ ଡାଏରି , ବୃଦ୍ଧ କାଳେ ବାଲ୍ୟ ଲୀଳା କରୁଥିଲେ ବାବୁ ନିରଞ୍ଜନ , ଜାଣନ୍ତୁ ପୁରା ଘ-ଟ-ଣା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମୃ-ତ୍ୟୁ ମା-ମ-ଲାରେ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପୋ-ଲି-ସ ମା-ମ-ଲାର ଖୋଳତାଡ଼ କରି ଅନେକ କଥା ହାସଲ କରିଛି ତଥା ଦୋ-ଷୀ ମାନଙ୍କୁ ଗି-ର-ଫ କରିନେଇଛି । ତେବେ ଏପର୍ଯ୍ୟନ୍ତ ଏହି ଘଟ-ଣାରେ ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆସିବା ବନ୍ଦ ହୋଇନାହିଁ । ପ୍ରତିଦିନ କିଛି ନା କିଛି ନୂଆ କଥା ବିଷୟରେ ଶୁଣିବାକୁ ମିଳୁଛି । ପୋ-ଲି-ସ ହାତରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଲାଗୁଅଛି । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ଆପଣ ମାନେ ସମସ୍ତେ ମାନସ ସ୍ୱାଇଁ ମୃ-ତ୍ୟୁ ମା-ମ-ଲାରେ ଏଯାଏଁ ନିରଞ୍ଜନ ନାମକ ଏକ ବ୍ୟକ୍ତିଙ୍କ ବିଷୟରେ ଶୁଣିବାକୁ ପାଇଥିବେ । ଯିଏକି ଶର୍ମିଷ୍ଠାଙ୍କୁ ପ୍ରେମ କରୁଥିଲେ । ଆଉ ମାନସ ସ୍ୱାଇଁ ମୃ-ତ୍ୟୁ ମା-ମ-ଲାରେ ତାଙ୍କର ମଧ୍ୟ ହାତ ରହିଥିଲା । ତେବେ ଶର୍ମିଷ୍ଠାଙ୍କୁ ପ୍ରେମ ଜା-ଲରେ ଫସେଇବା ପାଇଁ ତଥା ତାଙ୍କ ମନ କିଣିବା ପାଇଁ ନିରଞ୍ଜନ ନିଜ ଡାଏରୀରେ ନୂଆ ନୂଆ କବିତା ମାନ ଲେଖୁଥିଲେ । ସାରା ଡାଏରୀ ପ୍ରେମମୟ କବିତାରେ ପରିପୂର୍ଣ୍ଣ ହୋଇ ଯାଉଥିଲା । ଆଉ ଏହି ପ୍ରେମଭରା କବିତା ଦ୍ୱାରା ଶର୍ମିଷ୍ଠାଙ୍କର ହୃଦୟ ଉପରେ ରାଜ୍ କରିବାକୁ ଚାହୁଁଥିଲେ ନିରଞ୍ଜନ ।

ତେବେ ସୂଚନା ମୁତାବିକ , ଶର୍ମିଷ୍ଠାଙ୍କୁ ନିଜ ପ୍ରେମର ମଧୁ ଜା-ଲରେ ଫସେଇବା ପାଇଁ ଚାହୁଁଥିବା କବି ନିରଞ୍ଜନ ଟିକିଏ ଭିନ୍ନ ପ୍ରକାରର କବିତା ଲେଖୁଥିଲେ ଆଉ ଯାହାକୁ ଶୁଣି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ । ଏଭଳି କବିତା ସବୁ ଲେଖି ଶର୍ମିଷ୍ଠାଙ୍କର ହୃଦୟକୁ ଚୋ-ରା-ଇ ନେବାକୁ ବସିଥିଲେ ନିରଞ୍ଜନ । କୁହାଯାଏ ବୃଦ୍ଧ କାଳେ ବାଲ୍ୟ ଲୀଳା । ଆଉ ଏହାକୁ ସତ କରି ଦେଖାଇଥିଲେ ନିରଞ୍ଜନ । ତେବେ କବି ନିରଞ୍ଜନଙ୍କର କବିତା ଲେଖିବାର ଶୈଳୀ ଏଭଳି କିଛି ଥିଲା । କେବେ ତାଙ୍କ କହଳିଆ ଚୁଟିର ବେଣୀକୁ ସମ୍ବୋଧନ କରି କବିତା ଲେଖୁଥିଲେ ତ ଆଉ କେତେବେଳେ ତାଙ୍କୁ କଳା ନାଗୁଣି ବୋଲି ମଧ୍ୟ ସମ୍ବୋଧନ କରୁଥିଲେ ।

ଅନ୍ୟପକ୍ଷରେ ବାବୁ ନିରଞ୍ଜନଙ୍କର କବିତାର ଛନ୍ଦ ଟିକିଏ ଅଲଗା ଥିଲା । ଆଉ ସେହି ଛନ୍ଦରେ ସେ ଲେଖି ଦେଉଥିଲେ ଅନେକ କବିତା । ଆଉ ସେଗୁଡିକ ଏଭଳି କିଛି ଥିଲା , ଯେପରିକି ବିଧ୍ୱଂସକର ଏ ଶରୀର , ଦେଖୁ ଏ ଚନ୍ଦ୍ରମା ଦେଖୁ ମଧୁରାତି , ଏହି ଦୁଇ ଶରୀର ମିଶି ହୋଇଯାଉ ଏକ , ଭୁ-ଶୁ-ଡି ପଡୁ ଏହି ପ୍ରାଚୀର ହୋଇଯାଉ ଛାରଖାର । ତେବେ ଡାଏରିରେ କବିତା ଲେଖି ସାରିବା ପରେ ସେ ସେଗୁଡିକୁ ଶର୍ମିଷ୍ଠାଙ୍କୁ ଦେଉଥିଲେ ଆଉ ଭାବୁଥିଲେ ଶର୍ମିଷ୍ଠା ଏଗୁଡ଼ିକୁ ପଢି ନିଜ ମନର ଭାବନାକୁ ପ୍ରକାଶ କରିବେ । ତେବେ ଅନ୍ୟପକ୍ଷରେ ନିରଞ୍ଜନ ନିଜ ମନର ଭାବନାକୁ କବିତା ମାଧ୍ୟମରେ ପ୍ରକାଶ କରୁଥିଲେ ।

ତେବେ କବିତାକୁ ଏକ ଅ-ସ୍ତ୍ର ଭାବରେ ବ୍ୟବହାର କରି ବାବୁ ନିରଞ୍ଜନ ନିଜ ମନର ଅନେକ ଭାବନାକୁ ଶର୍ମିଷ୍ଠାଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ । ଆଉ ଶର୍ମିଷ୍ଠାଙ୍କର ଅତ୍ୟନ୍ତ ନିକଟତର ମଧ୍ୟ ହେବାକୁ ଚାହୁଁଥିଲେ ବାବୁ ନିରଞ୍ଜନ । ତେବେ ଗୋଟିଏ ସରକାରୀ ଚାକିରୀ , କବିତା ଲେଖା ଅନ୍ୟପକ୍ଷରେ ଶର୍ମିଷ୍ଠାଙ୍କର ଆଶ୍ରମରେ ସମାଜ ସେବା ତଥା ଅ-ଶ୍ଳୀ-ଳ ସିନେମାର ନିର୍ଦେଶକ ପାଲଟି ଯାଇଥିଲେ ବାବୁ ନିରଞ୍ଜନ । ତେବେ କୃଷ୍ଣ କଳାରେ ପରିପୂର୍ଣ୍ଣ ହୋଇ ରହିଥିଲେ ବାବୁ ନିରଞ୍ଜନ ।

Leave a Reply

Your email address will not be published. Required fields are marked *