ଗୋଟେପଟେ ବେକରେ ଦଉଡି ଦେଲା ପ୍ରେମିକା, ଅନ୍ୟପଟେ ନଦୀକୁ ଡେଇଁ ଜୀବନ ହାରିଲା ପ୍ରେମିକ। ଜାଣନ୍ତୁ କାରଣ…

ବର୍ତ୍ତମାନ ସମୟରେ ଆ-ତ୍ମହ-ତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି। ଅନେକ ଯୁବପିଢ଼ି ଛୋଟ ଛୋଟ କଥାରେ ନିଜେ ନିଜର ଜୀବନ ହାରିବା ପାଇଁ ପଛାଉ ନାହାଁନ୍ତି। କେହି କେହି ପ୍ରେମ ପାଇଁ ଆ-ତ୍ମହ-ତ୍ୟା କରୁଛନ୍ତି ତ ଆଉ କେହି ପାରିବାରିକ କଳି ପାଇଁ ଆ-ତ୍ମହ-ତ୍ୟା କରୁଛନ୍ତି। ଆଉ କିଛି କରଜ କରି ସୁଝି ନ ପାରିଲେ ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ପ୍ରେମୀ ଯୁଗଳ ଆ-ତ୍ମହ-ତ୍ୟା କରିଥିବାର ଖବର ଖୁବ ଭାଇରାଲ ହେଉଛି।

ବିହାରରେ ଆରମ୍ଭ ହୋଇଥିବା ପ୍ରେମ ଜୟପୁରରେ ଅତି ଭ-ୟଙ୍କର ଭାବରେ ଅନ୍ତ ହେଲା। ଯୁବକ ଯୁବତୀ ଦୁହେଁ ପରସ୍ପରକୁ ସ୍କୁଲ ବୟସରୁ ଭଲ ପାଇ ଆସିଥିଲେ ଆଜି ସେମାନେ ଆ-ତ୍ମହ-ତ୍ୟା କରିଛନ୍ତି। ଯୁବତୀ ଜଣକ ଘରେ ବେକାର ଦଉଡି ଲଗେଇବା ପରେ ଖବର ପାଇ ଯୁବକ ଜଣକ ମଧ୍ୟ ନଦୀକୁ ଡେଇଁ ଆ-ତ୍ମହ-ତ୍ୟା କରିଛି। ଦୁହିଁଙ୍କ ଅତି କ-ଷ୍ଟକର ମୃ-ତ୍ୟୁ ଘ-ଟିଲା।

ତେବେ ଏଥିରେ ଦୁହିଁଙ୍କ ପରିବାର ଲୋକେ ବୁଝି ପାରିଲେ ନାହିଁ ଯେ ଦୁହେଁ କାହିଁକି ଏଭଳି ରାସ୍ତା ବାଛିଲେ। ଦୁହିଁଙ୍କ ପରିବାର ଲୋକେ ବୁଝି ପାରୁ ନାହାଁନ୍ତି ଯେ ଦୁଇ ଜଣ ବର୍ତ୍ତମାନ ଆଉ ସେମାନଙ୍କ ଗ୍ରହଣରେ ନାହାନ୍ତି। ତେବେ ଦୁହିଁଙ୍କୁ ହରେଇବା ଦୁଃ-ଖରେ ଭା-ଙ୍ଗି ପଡିଛି ଦୁଇ ପରିବାର। କେଉଁ କାରଣ ପାଇଁ ଦୁହେଁ ଆ-ତ୍ମହ-ତ୍ୟା କଲେ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ସ୍କୁଲ ସମୟରୁ ଆରମ୍ଭ ହୋଇଥିଲା ପ୍ରେମ

୨୬ ବର୍ଷୀୟ ଯୁବକ ବିବେକ ଓ ୨୩ ବର୍ଷୀୟ ଯୁବତୀ ଅଞ୍ଜଳି ଦୁହେଁ ପରସ୍ପରକୁ ସ୍କୁଲ ସମୟରୁ ଭଲ ପାଉଥିଲେ। ଏକାଠି ବଞ୍ଚିବା ଓ ଏକାଠି ମରିବା ଶ-ପଥ ନେଇଥିଲେ ପ୍ରେମୀ ଯୁଗଳ। କେବଳ ସେତିକି ନୁହେଁ ନିଜର ଉ-ଜ୍ଜ୍ୱ-ଳ ଭବିଷ୍ୟତ ଓ ଆଗକୁ ଭଲ ପରିବାର ଗଢିବା ସ୍ୱପ୍ନ ଦେଖିଥିଲେ ଦୁଇ ପ୍ରେମୀ। ତେବେ ନିଜର କ୍ୟାରିଅର କରିବା ପାଇଁ ଅଲଗା ଅଲଗା ବାଟ ବାଛିଥିଲେ।

ଅଞ୍ଜଳି ଚାର୍ଟଡ଼ ଆକାଉଣ୍ଟଟାଣ୍ଟ ହେବାକୁ ଚାହୁଁଥିଲେ। ତେଣୁ ସେ ବିହାରରେ ରହି ପାଠ ପଢିବା ଓ କୋଚିଂ ନେବା ଆରମ୍ଭ କରିଦେଇଥିଲେ। ଅନ୍ୟପଟେ ବିବେକ ଇଂଜିନିୟରିଂ ରେ ରୁଚି ରଖିଥିଲେ। ତେବେ ସେ ଭଲ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ତେବେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଜୟପୁର କଲେଜରେ ପାଠ ପଢିବା ପାଇଁ ଚାଲି ଯାଇଥିଲେ। ତେବେ ସେଠାରେ ପାଠ ପଢା ଶେଷ ହୋଇଯାଇଥିଲା ଏବଂ ଆସନ୍ତା ମାସରେ ଦୁହେଁ ପରସ୍ପରକୁ ସାକ୍ଷାତ ମଧ୍ୟ କରିଥାନ୍ତେ।

ଏହି କାରଣରୁ ଆ-ତ୍ମହ-ତ୍ୟା କଲେ ପ୍ରେମୀଯୁଗଳ

ଅଞ୍ଜଳି ଓ ବିବେକ ପରସ୍ପରକୁ ଆସନ୍ତା ମାସରେ ସାକ୍ଷାତ କରିବାକୁ ଯାଉଥିଲେ। ବିବେକକୁ କ୍ୟାମ୍ପସରେ ଏକ ଚାକିରୀ ମିଳିଯାଇଥିଲା। ତେବେ ସେ ଚାକିରୀରେ ଜଏନ କରିବା ପୂର୍ବରୁ ସେ ପ୍ରଥମେ ନିଜ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ଚାହୁଁଥିଲେ। ତେବେ ଦୁହେଁ ପରସ୍ପରକୁ ଦେଖା ସାକ୍ଷାତ ତ କରି ପାରୁ ନଥିଲେ କିନ୍ତୁ ଫୋନରେ ସବୁବେଳ କଥା ହେଉଥିଲେ।

ବୁଧବାର ଦିନ ଦୁହେଁ ଫୋନରେ ରାତିରେ କଥାବାର୍ତ୍ତା ହେବା ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ଯୋଗୁଁ ଝ-ଗ-ଡ଼ ହୋଇଥିଲା। ତେବେ ଏହି ଝ-ଗ-ଡା ଏତେ ଅଧିକା ହୋଇଯାଇଥିଲା ଯେ ଦୁହିଁଙ୍କ ଝ-ଗ-ଡା ସମାଧାନ କରିବା ପାଇଁ ସେମାନଙ୍କ ଝ-ଗ-ଡକୁ ସମାଧାନ କରିବା ପାଇଁ ଦୁହିଁଙ୍କ ଜଣେ କମନ୍ ସାଙ୍ଗ ମଧ୍ୟ ଲାଗି ପଡିଥିଲା। ତେବେ ଏହାର କିଛି ଘଣ୍ଟା ପରେ ଅଞ୍ଜଳି ନିଜକୁ ରୁମ୍ ରେ ବନ୍ଦ କରି ବେକରେ ଦଉଡି ଦେଇ ଆ-ତ୍ମହ-ତ୍ୟା କଲା। ସକାଳେ ଅଞ୍ଜଳିର ମୃ-ତ୍ୟୁ ଖବର ପାଇବା ପରେ ବିବେକ ନଦୀକୁ ଡେଇଁ ଆ-ତ୍ମହ-ତ୍ୟା କରିଥିଲା।

ପୋ-ଲି-ସ କହିବାନୁଯାୟୀ ଦୁହେଁଙ୍କ ମୃ-ତ୍ୟୁ ଖବରରେ ଘର ଲୋକ ସ୍ତବ୍ଧ ହୋଇପଡିଛନ୍ତି। ପରିବାର ଲୋକେ ଜାଣିନଥିଲେ ଯେ ଦୁହେଁ ଏଭଳି ରାସ୍ତାକୁ ଆପଣାଇ ନେବେ ବୋଲି। ଅଞ୍ଜଳି ରାତ୍ରିଭୋଜନ ସାରି ପାଖାପାଖି ୧ ରାତି ବେଳକୁ ବେକରେ ଦଉଡି ଦେଇ ଦେଇଛି।

Leave a Reply

Your email address will not be published. Required fields are marked *