ପ୍ରେମରେ ଅନ୍ଧ ହୋଇ ଦୁଇ ଛୁଆ ଏବଂ ସ୍ୱାମୀକୁ ଛାଡ଼ି ପ୍ରେମିକ ସହିତ ଚମ୍ପଟ ମା-ରିଲା ସ୍ତ୍ରୀ ।

ହୁଏତ ଦେଶରେ ଏଭଳି ନିୟମ ରହିଛି ଯେ ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ କାହା ସହିତ ବି ସ-ମ୍ପର୍କ ରଖି ପାରିବେ । ଯେଉଁଠି ରୀତି ପରମ୍ପରା ମର୍ଯ୍ୟାଦାର କୌଣସି ସ୍ଥାନ ନଥାଇ ପାରେ । କିନ୍ତୁ ଜଣେ ମା’ କେବେବି ନିଜ ଛୁଆକୁ ଛାଡ଼ି କୁଆଡ଼େ କଣ ଯାଇପାରେ ? ନିଜ ପିଲା ଠାରୁ ବଳି ଜଣେ ମା ପାଇଁ କଣ ପ୍ରେମ ହୋଇପାରେ ? ଯଦି ସେଭଳି ସ୍ତ୍ରୀ ଲୋକ ଥାଏ ତେବେ ସେ ମା’ ନାମରେ ଏକ କ-ଳଙ୍କ । କାରଣ ଏଭଳି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ କ୍ରୋ-ଧିତ ହେବେ । ଜଣେ ମା’ ନିଜର ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେ-ରାର ହୋଇ ଯାଇଛି ।

ତେବେ ଘ-ଟଣା ଅନୁଯାୟୀ ଜଣେ ସ୍ତ୍ରୀ ନିଜର ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହିତ ଫେ-ରାର ହୋଇ ଯାଇଛି । ଯଦିଓ ସ୍ୱାମୀ ସହିତ କିଛି ଗ-ଣ୍ଡଗୋ-ଳ କିମ୍ବା କୌଣସି ପ୍ରକାରର ବି-ବାଦ ହେଲେ ସ୍ତ୍ରୀ ଅନ୍ୟ କେଉଁଠ ମନ ବଳାଇଲା । କିନ୍ତୁ ଏଭଳି ଭାବରେ ନିଜେ ଜନ୍ମ ଦେଇଥିବା ଦୁଇ ଛୁଆଙ୍କ କଥା ଥରୁଟିଏ ନଭାବି ପର ପୁରୁଷ ପ୍ରେମରେ ପାଗଳୀ ହୋଇ ଜଣେ ମା’ କିଭଳି ଛାଡ଼ି ଯାଇପାରେ । ତାହା ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୁଦୁରାପଡ଼ା ପଞ୍ଚାୟତର କଣ୍ଟାପଡ଼ା ଅଞ୍ଚଳରେ ଚର୍ଚ୍ଚାରେ ରହିଛି । କଣ୍ଟାପଡ଼ା ଗାଁର ହରେକୃଷ୍ଣ ମଲିକ , ପୂଜା ମଲିକଙ୍କୁ ଆଠ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ସେ ଗତ ଆଠ ଦିନ ତଳେ ନିଜ ଶାଶୁ ଶ୍ୱଶୁରଙ୍କୁ ଅହିୟାସ ବଜାରରୁ ଆସୁଛି କହି ଆଉ ଫେରି ନଥିଲେ । ଏମିତିକି ସେ ଅନେକ ସମୟ ଫୋନରେ ବ୍ୟସ୍ତ ଥାଆନ୍ତି । ମାତ୍ର ଶାଶୁ ପଚାରିଲେ ସ୍ୱାମୀ କଲ କରିଥିବା କହି ବାହାନା ମାରନ୍ତି ।

ସ୍ୱାମୀର କହିବା କଥା ଯେ ତାଙ୍କ ବିବାହକୁ ୮ ବର୍ଷ ବିତି ଯାଇଛି ଏବଂ ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି । ଦୁଇ ପିଲା ମା’ର ଆସିବା ବାଟକୁ ଅନେଇ ବସିଛନ୍ତି । ତେବେ ପୂଜାଙ୍କ ଶାଶୁଙ୍କ କହିବା କଥା ଯେ କୁଆଡ଼େ ପୂଜା ସେଦିନ ସଜବାଜ ହୋଇ ବଜାରକୁ ଯିବେ କହି ଯାଇଥିଲେ ଏବଂ ସବୁ ସମୟରେ ଫୋନରେ ବ୍ୟସ୍ତ ରହୁଥିଲେ । ଅନ୍ୟପଟେ ଏହି ମାମ-ଲାକୁ ନେଇ ମଙ୍ଗଳପୁର ଥା-ନାରେ ସ୍ୱାମୀ ସ୍ତ୍ରୀର ଏକ ନିଖୋଜ ଅଭି-ଯୋଗ କରିଛନ୍ତି । ତଥାପି ପୋ-ଲିସ ଏବେ ସୁଦ୍ଧା କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ । ଯେଉଁ କାରଣରୁ ସେ ଅଭି-ଯୋଗ କରିଛନ୍ତି । ଏପଟେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ଆଖିରୁ ଲୁ-ହ ଶୁଖୁନି ଏବଂ ସ୍ତ୍ରୀ ବାଟକୁ ସ୍ୱାମୀ ଚାହିଁ ବସିଛି ।

Leave a Reply

Your email address will not be published. Required fields are marked *