ବାପାଙ୍କ ଅନ୍ୟ ଝିଅ ମାନଙ୍କ ସହ ରହିଛି ଖରାପ ସ-ମ୍ପର୍କ , ମାଆଙ୍କୁ ପାଗେଳି ସଜାଇବା ପାଇଁ କରିଥିଲେ ଚେଷ୍ଟା

ଜଣେ ପୁଅ ବର୍ତ୍ତମାନ ସମୟରେ ନିଜ ବାପାଙ୍କ ନାମରେ ଆଣିଛନ୍ତି ଏପରି ସଙ୍ଗୀନ ଅଭି-ଯୋଗ , ଯାହାକୁ ଶୁଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଜଣେ ବାପା ହୋଇ ଏମିତି କାମ କରିଥିବେ , ତାହାକୁ କେହି ବିଶ୍ୱାସ କରି ପାରୁ ନାହାଁନ୍ତି। ଯେଉଁ ବାପା , ଯାହାଙ୍କର ରହିଛି ତିନି ତିନୋଟି ପୁଅ ଝିଅ । ଏତେ ହସ ଖୁସିର ସଂସାର ରହିବା ପରେ ମଧ୍ୟ ବାପା ଜଣଙ୍କ ନିଜ ସ୍ତ୍ରୀଙ୍କୁ ପାଗେଳି ସଜାଇବାକୁ ଚେଷ୍ଟା କରିଥିଲେ ବୋଲି ବର୍ତ୍ତମାନ ତାଙ୍କ ପୁଅ ମୁଁହ ଖୋଲିଛନ୍ତି । ଆଉ ଏହା ଉପରେ କଡା କା-ର୍ଯ୍ୟାନୁ-ଷ୍ଠାନ ନେବା ପାଇଁ କହିଛନ୍ତି ।

ଦୁନିଆଁରେ ବାପା ମାଆଙ୍କ ସ୍ଥାନ ଆଉ କେହି ନେଇପାରିବେ ନାହିଁ ବୋଲି କୁହାଯାଏ । କିନ୍ତୁ ସେହି ବାପା ମାଆ ଯେତେବେଳେ ଏପରି କିଛି କାମ କରନ୍ତି , ଯାହା ତାଙ୍କ ପିଲା ମାନଙ୍କ ମୁଣ୍ଡ ନୁଆଇଁ ଦେଇଥାଏ , ସେତେବେଳେ ସମ୍ପ-ର୍କ ଆପେ ଆପେ ଭାଙ୍ଗି ଯାଇଥାଏ ଆଉ ଏପରି ଏକ ମୋଡରେ ପହଞ୍ଚି ଯାଇଥାଏ , ଯେଉଁଠି ଆଉ ଠିକ୍ ହେବାର ନାମ ନେଇ ନଥାଏ । ତେବେ ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାଗେଳୀ ସଜାଇବା ପାଇଁ ଚେଷ୍ଟା କରୁଥିଲେ ।

ଏହି କଥା ଆମେ ନୁହେଁ , ବରଂ ତାଙ୍କ ନିଜ ପୁଅ କହିଛନ୍ତି । ପୁଅ ଜଣକ କହିଛନ୍ତି କି , ଏହି ମାମ-ଲା ଏବେ ନୁହେଁ ବରଂ ୬ ରୁ ୭ ବର୍ଷ ପୂର୍ବରୁ ଚାଲି ଆସୁଛି । ଦିନେ ସେମାନେ ଏକାଠି ବସି ଖାଉଥିଲେ ଆଉ ହଠାତ୍ କିଛି ଲୋକ ଆସି ତାଙ୍କୁ ଏକ ଇଞ୍ଜେକସନ୍ ଦେଇ ପାଗଳଖାନା ନେଇ ଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ସେମାନେ ନେଇ ପାରି ନଥିଲେ , କାହିଁକି ନା ନିଜ ମାଆଙ୍କୁ କୁଆଡେ ଯିବା ପାଇଁ ଦେଇ ନଥିଲେ ନିଜ ପିଲା ମାନେ । କିନ୍ତୁ ତାଙ୍କ ବାପା ଏବେ ଯୋଜନା କରି ପୁଣିଥରେ ନିଜ ମାଆଙ୍କୁ ପାଗଳଖାନା ପଠାଇ ଦେଇଥିଲେ ।

ଆଉ ଏହି କଥା ଶୁଣିବା ପରେ ବାଙ୍ଗାଲୋରରେ ଚାକିରି କରୁଥିବା ପୁଅ ଜଣକ ଧାଇଁ ଆସିଛନ୍ତି ନିଜ ମାଆଙ୍କୁ ମୁକୁଳାଇବା ପାଇଁ । କେବଳ ଏତିକି ନୁହେଁ , ବର୍ତ୍ତମାନ ସମୟରେ ସେମାନେ ଥା-ନାର ଦ୍ବାରସ୍ଥ ହୋଇଛନ୍ତି । ଆଉ ନିଜ ବାପାଙ୍କ ବିରୋ-ଧରେ ଆଣିଛନ୍ତି ସଙ୍ଗୀନ ଅଭି-ଯୋଗ । ଅନ୍ୟ ଝିଅ ମାନଙ୍କ ସହିତ ବାପାଙ୍କର ରହିଛି ସ-ମ୍ପର୍କ । ଯେଉଁଥିପାଇଁ ସେ ଅନେକ ସମୟରେ ଫୋନ୍ ରିସିଭ୍ କରନ୍ତି ନାହିଁ କି ଭିଡିଓ କଲ୍ ମଧ୍ୟ ରିସିଭ୍ କରନ୍ତି ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *