ପୁଣି ପ୍ରେମିକର ଘର ଆଗରେ ଛୁଆକୁ କୋଳରେ ଧରି ଧାରଣା ଦେଲେ ଯୁବତୀ ।

ପ୍ରଥମେ ପ୍ରେମ ତା ପରେ ଶାରୀ-ରିକ ସ-ମ୍ପର୍କ ଆଉ ତା ପରେ ପ୍ରତା-ରଣା । କଲେଜ୍ ପଢୁଆ ଝିଅକୁ ନିଜ ପ୍ରେମ ଜା-ଲରେ ଫସାଇ ଥିଲେ ଜଣେ ଯୁବକ । ମିଠା ମିଠା କଥା କହି ଯୁବକ ଜଣଙ୍କ ପ୍ରେମିକାଙ୍କୁ କରିଥିଲେ ପ୍ରଲୋଭିତ । ପ୍ରଥମେ ବନ୍ଧୁ ହୋଇ ମିଶିଥିଲେ । ତା ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମନ ଇଚ୍ଛା ସବୁବେଳେ ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ତା ପରେ ପ୍ରେମିକ ଯୁବତୀଙ୍କୁ ନିଜ ଇଚ୍ଛା ଅନୁସାରେ ଉପଭୋଗ କରିଥିଲେ ।

ପ୍ରେମିକା ପ୍ରତିବାଦ କଲେ ଯୁବକ କହୁଥିଲେ ତୁମେ ମୋ ସ୍ତ୍ରୀ । ମୋର ତୁମ ଉପରେ ସଂପୂର୍ଣ୍ଣ ଅଧିକାର ଅଛି । ଶାରୀ-ରିକ ସଂ-ପର୍କ ରଖିଲେ ଆମ ସଂ-ପର୍କ ଆହୁରି ଅଧିକରୁ ଅଧିକ ମଜବୁତ ହେବ । ଆଉ ଏହା କହି ଯୁବକ ଜଣଙ୍କ ଯୁବତୀଙ୍କୁ ଫ-ସାଇ ନିଜ ଇଚ୍ଛା ମୁତାବକ ଉପଭୋଗ କରି ଚାଲିଥିଲେ । ହେଲେ ଯେତେବେଳେ ପ୍ରେମିକା ପ୍ରେମିକଙ୍କୁ ବିବାହ କରିବାର କଥା କହିଲେ ସେତେବେଳେ । ପ୍ରେମିକ ପ୍ରେମିକାଙ୍କ ଫୋନ୍ ଆଉ ରିଶିଭି କରିଲେ ନାହିଁ । ଆଉ ଏପଟେ ଦୁହିଁଙ୍କ ସମ୍ପ-ର୍କରୁ ଜନ୍ମ ନେଇଥିଲା ଏକ ଶିଶୁ ।

ପ୍ରେମିକା ଯେତେବେଳେ ଫୋନ୍ କରୁଥିଲେ ପ୍ରେମିକ ସବୁବେଳେ ବାହାନା ଦେଖାଇ ପ୍ରେମିକାଙ୍କ ପାଖରୁ ଦୂରେଇ ରହିବାକୁ ଯୋଜନା କରୁଥିଲେ । ଏମିତିରେ ପ୍ରେମିକା ଏକ ଦମ୍ ଅସହାୟ ହୋଇ ପଡ଼ିଥିଲେ । କଣ କରିବେ କିଛି ବୁଝି ନପାରି ପ୍ରେମିକା ଶେଷରେ କୋଳରେ ଛୁଆକୁ ଧରି ପ୍ରେମିକର ଘର ଆଗରେ ଧାରଣା ଦେଲେ । ନ୍ୟା-ୟ ପାଇଁ ନିଜକୁ ସ୍ତ୍ରୀର ଅଧିକାର ମିଳିବା ପାଇଁ ପ୍ରେମିକ ଘର ଆଗରେ ପ୍ରେମିକା ବର୍ତ୍ତମାନ ଧାରଣାରେ ବସିଛନ୍ତି । ହେଲେ ପ୍ରେମିକ ସନ୍ତୋଷ କିନ୍ତୁ ବର୍ତ୍ତମାନ ଧରା ଛୁଆଁ ଦେଉ ନଥିବା ଶୁଣିବାକୁ ମିଳିଛି ।

ତେବେ ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଦିଗ ପହଣ୍ଡି ବ୍ଲକରେ । ପ୍ରେମିକ ସନ୍ତୋଷ ଯୁବତୀଙ୍କ ସହ ଶାରୀ-ରିକ ସଂ-ପର୍କ ରଖିବା ପରେ ଯୁବତୀ ଜଣଙ୍କ ହୋଇଥିଲେ ମା । ପ୍ରେମ କଲା ବେଳେ ପ୍ରେମିକ ଯେଉଁ ମିଠା ମିଠା କଥା କହି ପ୍ରେମିକାର ଭରସା ଜିତିଥିଲେ ତାହା ଏବେ ଚୁନା ଚୁନା ହୋଇ ଯାଇଛି । ହଁ ଆଜ୍ଞା କିପରି ବର୍ତ୍ତମାନ ଯୁବତୀଙ୍କୁ ନ୍ୟା-ୟ ମିଳିବ ଏବେ ସେହି ଆଶାରେ ପ୍ରେମିକା ପ୍ରେମିକର ଘର ଆଗରେ ଧାରଣାରେ ବସିଛି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରେମିକା କୁ ମିଳୁଛି ସ୍ତ୍ରୀର ଅଧିକାର ।

Leave a Reply

Your email address will not be published. Required fields are marked *