ଏପରି ସନ୍ତାନ ଥାଇ ଲାଭ କଣ ଯଦି ବାପା ମା’ ବୃଦ୍ଧ ଅବସ୍ଥାରେ ରାସ୍ତାରେ ବୁଲିଲେ ? ଦଶ ମାସ ଦଶ ଦିନ ଗ-ର୍ଭରେ ରଖି , ଜନ୍ମ ଦେଇ ଲାଳନ ପାଳନ କରି , ନିଜ ପେଟ କା-ଟି ନିଜ ଛୁଆକୁ ଖାଇବାକୁ ଦେଇ ଯଦି ଶେଷରେ ରାସ୍ତା କଡ଼ରେ ଦିନ କାଟେ ତେବେ ତାର ସନ୍ତାନ ପଣିଆକୁ ଧିକ । ଆଉ ଧିକ ସେହି ମନୁଷ୍ୟ , ଯାହା ଭିତରେ ମା’ ପ୍ରତି ସ୍ନେହ ତ ଦୂରର କଥା ମଣିଷତ୍ୱ ମଧ୍ୟ ନାହିଁ । କେଜାଣି ଦୁନିଆରେ କେତେ ମା’ ଏମିତି ବୃଦ୍ଧା ଅବସ୍ଥାରେ ବାର ଦୁଆର ହେଉଥିବେ ଏବଂ ଭୋକ ଉପାସ ଖରା ବର୍ଷାରେ ଦିନ କା-ଟୁଥିବେ ? ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ସତ୍ୟ ଦୃ-ଶ୍ୟ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।
ପେଟ ପୋଷିବା ପାଇଁ ଅତି ବୃଦ୍ଧା ହୋଇ ଯାଇଥିବା ମଣିଷ କିପରି ରାସ୍ତାରେ ବୁଲି ପେନ ବିକ୍ରି କରୁଛି । ତାହା ବେଶ ଦୁଃ-ଖଦ ଦୃ-ଶ୍ୟ ହୋଇଛି । କେଜାଣି ତାର ପରିବାର କେଉଁଠି ? କିଛି ନକହି ସୁଦ୍ଧା ବୁଢ଼ୀ ମା’ ର ଏହି କରୁଣ ମୁହଁ ଅନେକ କିଛି କହୁଛି । ନିଜ ଭିତରର ଅନେକ ଯ-ନ୍ତ୍ରଣା ବାହାରକୁ ଫୁଟି ଉଠୁଛି । ଯାହାକୁ ଜଣେ ହୃଦୟବାନ ମଣିଷ ଦେଖିବା ପରେ ବେଶ ଭଲ ଭାବରେ ବୁଝି ପାରିବ । ତେବେ ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।
ଜଣେ ବୃଦ୍ଧା ଯାହାର ଅବସ୍ଥା ଦେଖିଲେ ଆଖିରୁ ଲୁହ ଝରି ଉଠିବ । ଯେଉଁ ବୟସରେ ଆରାମରେ ରହିବାର ସବୁ ଲୋକଙ୍କ ଆଶା ଥାଏ ଏବଂ ନିଜ ପୁଅ ଝିଅଙ୍କ ଠାରୁ ଯତ୍ନ ପାଇବାର ଆଶା ଥାଏ ସେହି ବୟସରେ ବୁଢ଼ୀ ମା’ ଟି ହାତରେ ପେନ ଧରି ଏଠୁ ସେଠାକୁ ଘୁରି ଘୁରି ପେନ ବିକ୍ରି କରୁଛି । କିଏ ଜାଣେ କେହି ପେନ କିଣୁଥିବେ କି ନାହିଁ ? ଆଉ ଯଦି ପେନ ବିକ୍ରି ନହୁଏ ତେବେ କଣ ବୁଢ଼ୀ ମା ଟି ଭୋକ ଉପାସରେ ଶୋଉ ଥିବ । କେଜାଣି କେଉଁ ଭଳି ପରିସ୍ଥିତିରେ ଦିନ କା-ଟୁଥିବ । ରାସ୍ତାରେ ଯାଉଥିବା ଲୋକେ ବି ଦେଖି ଖୁବ ଦୁଃ-ଖିତ ହେଉଛନ୍ତି ।
ସମସ୍ତଙ୍କ ଆତ୍ମା ଯେମିତି ଥରି ଉଠୁଛି । ତେବେ ସୋସିଆଲ ମିଡିଆରେ ତ ଏମିତି ଅନେକ ଭିଡ଼ିଓ ସମୟ ସମୟରେ ଭାଇରଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଆଉ ଏହି ଦୃ-ଶ୍ୟ ଦେଖିବା ପରେ ମଧ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବୁଢ଼ୀ ମା’ ଟି ବୟସ ଅନେକ ହେବ । ଛିଡା ହେବାକୁ ବି ଶକ୍ତି ନାହିଁ , ଥରୁଛି , ତଥାପି ପେଟ ପାଇଁ ଖାଦ୍ୟ ତ ଦରକାର । ଯାହା ପାଇଁ ସେ ହାତରେ ମୁଠାଏ ପେନ ଧରି ବୁଲୁଛି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ଉପରେ ଲୋକେ ନିଜର ପ୍ରତି-କ୍ରିୟା ମଧ୍ୟ ଦେଉଛନ୍ତି ।